ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବଦଳିବ ରାଜ୍ୟର ପାଣିପାଗ: ଏଥର ରଥଯାତ୍ରାରେ ବର୍ଷାରେ ଭିଜିବ ଶ୍ରୀକ୍ଷେତ୍ର

ଭୁବନେଶ୍ୱର: ରାଜ୍ୟର ପାଣିପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିରେ କୁହାଯାଇଛି ଯେ ଉପକୂଳରେ ଗରମ କମିଯିବ, କିନ୍ତୁ ପଶ୍ଚିମ ଓଡ଼ିଶାରେ ଆଉ କିଛି ଦିନ ଯାଏ ଗ୍ରୀଷ୍ମପ୍ରବାହର ସ୍ଥିତି ଜାରି ରହିବ। ମୌସୁମୀ ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ହୋଇଛି। ଦୁଇ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ପରିମାଣିକ ଦର୍ଶନର ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଚଳିତ ଥର ମାତ୍ର ୩ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳ ୮ଟାରୁ…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠାରୁ…: ୧୮୫୩ ବାହୁଡ଼ା ଦଶମୀରେ ଦ୍ବାରୀଙ୍କ ଯୋଗୁ ଯାଇଥିଲା ଭକ୍ତଙ୍କ ପ୍ରାଣ

ପୁରୀ : ୧୮୬୯ ମସିହାର ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ ହୋଇଥିଲା। ମାତ୍ର ୩ ଦିନରେ ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାର ଠିକ୍‌ ବର୍ଷେ ପୂର୍ବରୁ ନଈବଢ଼ିରେ ଅନେକ ଲୋକ ଭାସିଯାଇ ପ୍ରାଣ ହରାଇଥିଲେ। ତେଣୁ ଭକ୍ତଙ୍କ ସମାଗମ ଉତ୍ସାହଜନକ ନଥିଲା। ମାତ୍ର ୧୧୫୦୦ ଭକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ନୋ ଫ୍ଲାଇଂ ଜୋନ୍‌ରେ ଉଡ଼ିଲା ଡ୍ରୋନ୍‌, ପୁଲିସକୁ ଚକ୍‌ମା ଦେଖାଇ ପଳାଇଲା

ପୁରୀ : ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଆଖପାଖ ସହ ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ପୁଲିସର ବିନା ଅନୁମତିରେ କେହି ବି ବଡ଼ଦାଣ୍ଡରେ ଡ୍ରୋନ୍‌ ଉଡ଼ାଇ ପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଛି। ରଥଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଆଜି ନବଯୌବନ ଦର୍ଶନ; ସକାଳ ୮ରୁ ଦର୍ଶନ, ୧୧ରୁ ବନ୍ଦ

ପୁରୀ : ଅଣସର ଘରେ ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ରବିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥର ପ୍ରସ୍ତତି; ରେଳଯାତ୍ରୀଙ୍କ ପାଇଁ ନିୟମିତ ଟ୍ରେନ୍‌ ବ୍ୟତୀତ ଚାଲିବ ସ୍ବତନ୍ତ୍ର ରେଳ

ଭୁବନେଶ୍ବର: ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରାର ଆୟୋଜନ ହେବ। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏବେ ଠାରୁ ପୁରୀରେ ଭକ୍ତଙ୍କର ସମାଗମ ହେବା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଠାରୁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବେ। ତେଣୁ ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜବତ; ମହିଳା ସମେତ ୨ ଗିରଫ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ିଚାଲିଛି। ପୁଲିସ ହାତରେ ପୁଣି ୨ଜଣ ମାଷ୍ଟରମାଇଣ୍ଡ ଧରାପଡ଼ିଛନ୍ତି। ବହୁ ଦିନ ହେବ ପୁଲିସର ନଜର ଏହି ୩ଜଣ ବେପାରୀଙ୍କ ଉପରେ ରହି ଆସୁଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଶନିବାର ମଧ୍ୟରାତ୍ରିରେ ନିମାପଡ଼ା…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ଲାଗି ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି: ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ରହିବ ପର୍ଯ୍ୟଟକଙ୍କ ବସ୍

ପୁରୀ: ଆସନ୍ତା ମଙ୍ଗଳବାର ଦିନ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଭକ୍ତଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ଆଜି ପୁରୀଠାରେ ଅତିରିକ୍ତ ଡିଜି ଅମିତାଭ ଠାକୁର ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠାରୁ…: ୧୯୦୨ ରଥଯାତ୍ରାରେ ଘଟିଥିଲା ବିଘ୍ନ

ପୁରୀ : ୧୯୦୨ ମସିହା ରଥଯାତ୍ରାରେ ବହୁ ବିଘ୍ନ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ବାହାରେ ପ୍ରସ୍ତୁତ ହୋଇ ମହାପ୍ରସାଦ ନାମରେ ବିକ୍ରି ହେଉଥିବା ଶୀର୍ଷକ ଖବର ଏବେ ଚର୍ଚ୍ଚାରେ ରହିଛି। ତେବେ ୧୯୦୨ ମସିହା ନବଯୌବନ ଦର୍ଶନ ଦିନ ବି ଏଭଳି ଏକ ଘଟଣା ଘଟିଥିଲା। ମହାପ୍ରଭୁଙ୍କ ୧୫ ଦିନର ଅନବସର…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାରେ ମଠର ଭୂମିକା: ଅଧରପଣା ଯୋଗାଏ ବଡ଼ଓଡ଼ିଆ ମଠ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ବଡ଼ ଓଡ଼ିଆ ମଠର ମଧ୍ୟ ପ୍ରମୁଖ ଭୂମିକା ରହିଛି। ରାଘବ ଦାସ ମଠ ଭଳି ବଡ଼ ଓଡ଼ିଆ ମଠ ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥାଆନ୍ତି। ଅଣସର ବିଧି ସମୟରେ ବଡ଼ ଓଡ଼ିଆ ମଠ ପକ୍ଷରୁ ଚକଟା ଭୋଗ ଆସିଥାଏ। ଅଣସର ପଞ୍ଚମୀରେ ଫୁଲୁରି ତେଲ ଲାଗି ପାଇଁ ଦୁଇଟି କୁଡ଼ୁଆରେ ୫…
ଅଧିକ ଖବର ଦେଖନ୍ତୁ...