ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଶଙ୍ଖଜିନୀ ପ୍ରଧାନ ପାଇଲେ କୃତୀ କୃଷକ ସମ୍ମାନ

ଯୁଯୁମୁରା : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଗୁରୁବାର ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆରେ ଆୟୋଜିତ କୃଷି ବିକାଶରେ ନୂତନ ଜ୍ଞାନ କୌଶଳ କାର୍ଯ୍ୟକ୍ରମରେ ‘କୃତୀ କୃଷକ ସମ୍ମାନ’ ପାଇ ସମ୍ୱଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁଯୁମୁରା…
ଅଧିକ ଖବର ଦେଖନ୍ତୁ...

ଭିଜଲାନ୍ସ ଜାଲରେ ଗୋଛରା ରାଜସ୍ବ ନିରୀକ୍ଷକ: ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ସମ୍ବଲପୁର: ଭିଜଲାନ୍ସ ଜାଲରେ ଗୋଛରା ରାଜସ୍ବ ନିରୀକ୍ଷକ। ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତହସିଲ୍ ଅନ୍ତର୍ଗତ ଗୋଛରା ରାଜସ୍ବ ନିରୀକ୍ଷକ ସତ୍ୟନାରାୟଣ କଉଡ଼ି ଜମି ମ୍ୟୁଟେସନ ଲାଗି ଜଣେ ଲୋକଙ୍କଠାରୁ ପାଞ୍ଚହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଅଧିକାରୀ ମାଡ଼ି…
ଅଧିକ ଖବର ଦେଖନ୍ତୁ...

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍ ଗିରଫ

ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ଗିରଫ ହୋଇଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତକୁ ଉଠାଇଥିଲା କମିଶନରେଟ୍ ପୁଲିସ। ଆଉ କିଛି ସମୟ ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ସହ ବିବାଦ ଜୟନାରାୟଣଙ୍କ ଲମ୍ବା ଇତିହାସ

ସମ୍ବଲପୁର: ପୁଲିସ୍‌ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ ଅନେକଥର ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଖଣ୍ଡା ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ବାହାରିବାର ଏକ…
ଅଧିକ ଖବର ଦେଖନ୍ତୁ...

ଆଇଆଇସି-ଜୟନାରାୟଣ ମୁଥ ମରାମରି

ସମ୍ବଲପୁର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ଧକ୍କା ମାରିବା ସହିତ ଗାଳିଗୁଲଜ…
ଅଧିକ ଖବର ଦେଖନ୍ତୁ...

୨ ଦିନ ବନ୍ଦ ରହିବ ଜଳଯୋଗାଣ

ସମ୍ବଲପୁର: ଗୁରୁବାର ସକାଳ ୧୦ଟାରୁ ଶୁକ୍ରବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଜଳ ଯୋଗାଣ ବନ୍ଦ ରହିବ। ଜଳ ଯୋଗାଣ ପାଇପ୍‌ ସଂଯୋଗୀକରଣ କରିବା ପାଇଁ ଏଭଳି ନିଷ୍ପତ୍ତ ନିଆଯାଇଥିବା ପିଏଚ୍‌ଡି ବିଭାଗ ପକ୍ଷରୁ କହାଯାଇଛି। ସକାଳେ ସହରର ସବୁ ଵାର୍ଡକୁ ଜଳ ଯୋଗାଣ ଦିଆଯିବ। କେବଳ…
ଅଧିକ ଖବର ଦେଖନ୍ତୁ...

ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପୁଲିସ୍ ସେବା ସଂଘ

ସମ୍ବଲପୁର: ବୁଧବାର ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧନୁପାଲି ଥାନା ଅଧିକାରୀ ଅନିତା ନାୟକଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ଓଡ଼ିଶା ପୁଲିସ୍‌ ସେବା ସଂଘ ନିନ୍ଦା କରିଛି। ସଂଘର ସମ୍ବଲପୁର ଶାଖା ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ପତ୍ରରେ କହାଯାଇଛି…
ଅଧିକ ଖବର ଦେଖନ୍ତୁ...

ଜୟ ନାରାୟଣଙ୍କ ଗିରଫ ଦାବି କଲା ବିଜେଡି

ସମ୍ବଲପୁର: ବିକ୍ଷୋଭ, ପ୍ରତିବାଦ ବାହାନାରେ ବିଜେପି ଦଳ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିଂସ୍ର ଆଚରଣ କରିଲେ ତାହା ନିନ୍ଦନୀୟ। ସଭ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ବିଶେଷକରି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ…
ଅଧିକ ଖବର ଦେଖନ୍ତୁ...

କାଠ ମିଲ୍‌ରେ ଭିଜିଲାନ୍ସ ଚଢ଼ଉ

ସମ୍ବଲପୁର: କ୍ଷେତରାଜପୁର ଥାନା ଫାର୍ମରୋଡ୍‌ ଠାରେ ବେଆଇନ ଭାବେ କାଠ ମିଲ୍‌ ପରିଚାଳିତ ହେଉଥିଲା। ଏ ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଭିଜିଲାନ୍ସ ଓ ବନ ବିଭାଗ ସ୍ବତନ୍ତ୍ର ଟିମ୍‌ ମିଳିତ ଭାବେ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଉକ୍ତ କାଠ ମିଲ୍‌ର କୌଣସି ବୈଧ ଲାଇସେନ୍ସ ନଥିବା…
ଅଧିକ ଖବର ଦେଖନ୍ତୁ...

ବାବୁ ଝିଅଙ୍କ ଜୋତା ଖୋଜିବାରେ ୩ଟି ରାଜ୍ୟ ଘାଣ୍ଟି ପକାଇଲା ପୁଲିସ୍

ସମ୍ବଲପୁର : ହଜି ଯାଇଥିବା ହଳେ ଚପଲର ସଂଧାନରେ ମାସେ କାଳ ଲାଗିଥିଲେ ୩ଟି ସଂସ୍ଥା। ସମ୍ବଲପୁରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଛାଣି ପକାଇଥିଲେ। ଶେଷରେ ୧୦ ହଜାର ଟଙ୍କିଆ ଚପଲ ହଳକ ମିଳିଥିଲା। ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଅଭିଯୋଗକାରୀ ହେଉଛନ୍ତି ଖୋଦ୍‌…
ଅଧିକ ଖବର ଦେଖନ୍ତୁ...