ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପାହାଡ଼ ତଳୁ ଗଳିତ ଶବ ଉଦ୍ଧାର

ବୁର୍ଲା / ଧନକଉଡ଼ା: ଆଜି ବୁର୍ଲା ପୁଲିସ୍ ରାଠି ରୋଡ଼ ନିକଟରେ ଥିବା ଏକ ପାହାଡ଼ ତଳୁ ପ୍ରାୟ ୬୦/୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ଏକ ଗଳିତ ଶବ ଉଦ୍ଧାର କରିଥିବା ଜଣାପଡିଛି। ସ୍ଥାନଟି ନିଛାଟିଆ ହୋଇଥିବାରୁ ସେପଟେ ଲୋକଙ୍କ ଗତାଗତ ସେତେଟା ରହେ ନାହିଁ। ଗତକାଲି ପାଖ ଏକ କ୍ଷେତରୁ କାମ କରି ଘରକୁ…
ଅଧିକ ଖବର ଦେଖନ୍ତୁ...

ତେଜିଲା କୋଶଲ ରାଜ୍ୟ ଦାବି

ସମ୍ବଲପୁର: ପୁଣିଥରେ କୋଶଲ ରାଜ୍ୟ ଦାବି ତେଜିଛି। ଅଇଁଠାପାଲି ସ୍ଥିତ ପିଏଚ୍‌ଡି ପଡ଼ିଆରୁ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସଭାପତି ଅଜିତ ପତିଙ୍କ ଆବାହକତ୍ବରେ କୋଶଳ କ୍ରାନ୍ତି ଦଳ, କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା, କୋଶଳ କ୍ରାନ୍ତି ସେନା, କୋଶଳ ସେନା, ମାଁ ମାହେଶ୍ବରୀ ସେନା, ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ

ସମ୍ବଲପୁର: ସମ୍ବଲପୁର ଗୋଲବଜାର ନିକଟରୁ ଜଣେ ଯୁବତୀ ଏକ ଅଟୋରେ ଅଇଁଠାପାଲି ଯାଉଥିଲେ। ସେହି ଅଟୋରେ ଆଉ ଜଣେ ଯୁବକ ମଧ୍ୟ ବସିଥିଲେ। ତେବେ ବୁଢାରଜା ପାଖାପାଖି ଅଟୋରେ ବସିଥିବା ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ତାପରେ ଯୁବତୀ ପାଟି କରିବାରୁ ଯୁବକ ଜଣକ ଅଟୋରୁ ଓହ୍ଲାଇ ଦୌଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା ସ୍ବାମୀ

ସମ୍ବଲପୁର: ଜଣେ ମହିଳା ଶୋଇଥିବା ବେଳେ ରାତି ଅଧରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ସ୍ବାମୀ। ଟାଉନ୍‌ ଥାନା ସାହୁ କଲୋନିରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ସାହୁ କଲୋନିର ଲଳିତା ଦେବୀ(୩୬) ଶୋଇଥିବା…
ଅଧିକ ଖବର ଦେଖନ୍ତୁ...

ଭାବମୂର୍ତ୍ତି ସଂକଟରେ କ୍ରାଇମ୍‌ ବ୍ରାଞ୍ଚ: ଦୋରାଙ୍କ ପରେ ଜୀବନାନନ୍ଦଙ୍କୁ ନେଇ ଚର୍ଚ୍ଚା

ସମ୍ବଲପୁର : ସଙ୍ଗିନ୍‌ ଅଭିଯୋଗ ଥିବା କେତେକ ବିବାଦୀୟ ପୁଲିସ ଅଧିକାରୀ ଏବେ କ୍ରାଇମ୍‌ ବ୍ରାଞ୍ଚରେ। ସେମାନଙ୍କ ପାଇଁ ରାଜ୍ୟ ପୁଲିସର ଏହି ପ୍ରମୁଖ ବିଭାଗ ଏବେ ଭାବମୂର୍ତ୍ତି ସଂକଟରେ। ଏପରିକି ଯେଉଁମାନଙ୍କ ବିରୋଧରେ ସଂଗିନ ଅଭିଯୋଗ ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଜମି ହଡ଼ପ ମାମଲା: ୪ ଅଧିକାରୀଙ୍କ ସମେତ ୮ ଜଣଙ୍କ ନାଁ ରେ ଚାର୍ଜସିଟ୍

ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ଜମି ଦୁର୍ନୀତି ମାମଲାରେ ଜଣେ ପୂର୍ବତନ ଉପଜିଲ୍ଲାପାଳ, ଜଣେ ଭିଜିଲାନ୍ସ ଇନ୍‌ସପେକ୍ଟର ସହିତ ୪ ଜଣ ଅଧିକାରୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଚାର୍ଜସିଟ୍ ଦାଖଲ କରିଛି। ଜମି ଦୁର୍ନୀତିରେ ଲିପ୍ତ ଥିବା ଏହି ସରକାରୀ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ରୋଡ଼ ରେଳ ଷ୍ଟେସନ୍‌ରେ ଲାଗିଲା କୋଚ ସୂଚନା ଫଳକ

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ଅନ୍ୟତମ ପ୍ରମୁଖ ଷ୍ଟେସନ୍ ବରଗଡ଼ ରୋଡ୍‌ରେ ଇଲେକ୍‌ଟ୍ରୋନିକ୍ କୋଚ୍ ସୂଚନା ଫଳକ (ସିଆଇବି) ଲଗାଯାଇଛି। ବରଗଡ଼ ରୋଡ୍‌ ଷ୍ଟେସନ୍‌ର ୧,୨ ଓ ୩ ନମ୍ବର ପ୍ଲାଟ୍‌ଫର୍ମରେ ଏହି ଯାତ୍ରୀ ସୁବିଧା ଉପଲବ୍‌ଧ କରାଯାଇଛି। ଏହାଦ୍ବାରା…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୁର୍ଲା : ଗୁରୁବାର ଦିନ ବୁର୍ଲା ଭିମ୍‌ସାର୍ ନୂତନ ମେଡ଼ିସିନ୍ ବିଭାଗରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ କଏଦୀ ଯତୀନ୍ଦ୍ର ରାଉତ(୨୮)ଙ୍କ ମୃତ୍ୟୁ ଘଟିଛି। ଯତୀନ୍ଦ୍ରଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପଳାଶ ଅଞ୍ଚଳର ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ନାକଟିଦେଉଳ : ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢ଼ିପ- ମାନେଶ୍ୱର ରାସ୍ତାର ଡୁମାମହୁଲ ନିକଟରେ ଗୁରୁବାର ଅପରାହ୍‌ଣ ପ୍ରାୟ ୩ଟା ବେଳେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗୋଟିଏ ବାଇକ୍‌ର ଚାଳକ ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲି ଗ୍ରାମର ଜିତେନ୍ଦ୍ରିୟ ପ୍ରଧାନ(୪୭)ଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ମାଗଣା ଜିନିଷ ନଦେବାରୁ ମାଡ଼

ସମ୍ବଲପୁର : ମାଗଣାରେ ତେଜରାତି ସାମଗ୍ରୀ ମାଗିଲେ, ଦେବାକୁ ମନା କରିବାରୁ ଗାଳିଗୁଲଜ କରିବା ସହ ମାରପିଟ୍‌ କଲେ। ଟାଉନ୍‌ ଥାନା ଅଧୀନ ଗୋଲବଜାର ନିକଟରେ ମନୋଜ ସିଂଙ୍କ ଦୋକାନରେ ଏଭଳି ଘଟଣା ଗୁରୁବାର ଘଟିଛି। ଦୁର୍ବୃତ୍ତ ଜଣକ ମନୋଜଙ୍କୁ ଜିନିଷ ମାଗିଥିଲେ। ଟଙ୍କା ଦେବାକୁ କହିବାରୁ ସେ ମନା…
ଅଧିକ ଖବର ଦେଖନ୍ତୁ...