ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଆଉ ୩ କୋଭିଡ୍‌ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

ବୁର୍ଲା: ଆଜି ଆଉ ୩ କୋଭିଡ୍ ଆକ୍ରାନ୍ତ ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ୩ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ଯକ୍ଷ୍ମା ଓ ଛାତି ବିଭାଗର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନେଫ୍ରୋଲୋଜି ବହିର୍ବିଭାଗୀୟ ରୋଗୀ ଅଟନ୍ତି।…
ଅଧିକ ଖବର ଦେଖନ୍ତୁ...

୪ ଘଣ୍ଟା ଲେଖାଏଁ ୩ ଦିନ ଯାଏ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ

ସମ୍ବଲପୁର: ସମ୍ୱଲପୁର-ତାଲଚେର ରେଳଲାଇନ୍‍ର ପ୍ରସସ୍ତିକରଣ/ଆଧୁନିକୀକରଣ ଏବଂ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ପାଇଁ ଚେରୁଆପଡ଼ା ୩୩କେଭି ଫିଡର୍‌ ଏବଂ ୧୧ କେଭି କଲେଜ ଫିଡର୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ମୁଦିପଡା, ଫାର୍ମରୋଡ, ପୁଲିସ୍‌ ଲାଇନ, କାଇଁଶୀର, ରେଳ ଷ୍ଟେସନ, ବଡ଼ବଜାର,…
ଅଧିକ ଖବର ଦେଖନ୍ତୁ...

ମେ’ ୧୫ରୁ ଧାନକିଣା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆସନ୍ତା ମେ’ ୧୫ ତାରିଖରୁ ରବି ଧାନ କିଣା ଆରମ୍ଭ ହେବ। ମଙ୍ଗଳବାର ଅନୁଷ୍ଠିତ ଡିଏଲ୍‌ପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ହେବାକୁ ଥିବା ରବି ଧାନ କିଣାରେ ୩୦ଟି ପ୍ୟାକ୍ସ ସହ ୧୦ଟି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ, ୬୨ ପିପିସି ଏବଂ ୪୬…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା: ମୃତକଙ୍କ ପରିବାରକୁ ଭେଟିପାରିଲେନି ଜନଜାତି ଆୟୋଗ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ସଂଘଟିତ ହିଂସାର ଅନୁଧ୍ୟାନ ପାଇଁ ଜାତୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି)ଙ୍କ ଗସ୍ତ ପୂର୍ବରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ସୋମବାର ଅପରାହ୍‌ଣରୁ ମଂଗଳବାର ସକାଳ ପର୍ଯ୍ୟନ୍ତ ଭବାନୀପାଲିରେ ବିଜେପି-ବିଜେଡି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ

ବାମରା: ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ତାଲଡିହି ଗ୍ରାମର କେତେକ ଆଦିବାସୀଙ୍କ ସମେତ ଅନ୍ୟମାନଙ୍କ ଜମିକୁ ବାମରା(ଷ୍ଟେସନବସ୍ତି) ଅଞ୍ଚଳର ଅବଦୁଲ ମୋବିନ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ତା’ ଦ୍ୱାରା ପାଚେରୀ ନିର୍ମାଣ ଚାଲିଥିବା ବେଳେ, ବୁଧବାର ଗ୍ରାମବାସୀମାନେ…
ଅଧିକ ଖବର ଦେଖନ୍ତୁ...

ଆସିଲା ଭିସେରା ରିପୋର୍ଟ: ମୃତ୍ୟୁ ପୂର୍ବରୁ ଇଥାଇଲ୍ ଆଲକୋହଲ୍ ସେବନ କରିଥିଲେ ଚିନ୍ମୟୀ

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ତାଙ୍କ ଭିସେରା ରିପୋର୍ଟ୍ ପୁଲିସର ହସ୍ତଗତ ହୋଇଛି। ଏହି ରିପୋର୍ଟରେ ଛାତ୍ରଜଣକ ଇଥାଇଲ୍ ଆଲକୋହଲ ସେବନ କରିଥିବାର ପ୍ରମାଣ ମିଳିଛି। ଅର୍ଥାତ୍ ଚିନ୍ମୟୀ ସେହି ରାତିରେ ମଦ୍ୟପାନ କରିଥିଲେ। ସେ ଓ ତାଙ୍କ ପୁରୁଷ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ସହରରେ କର୍ଫ୍ୟୁ ବଳବତ୍ତର, ଆଜିଠୁ ରାତି ୧୦ଟା ଯାଏ କୋହଳ

ସମ୍ବଲପୁର : ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସମ୍ବଲପୁର ସହରରେ ଲାଗୁ‌ ହୋଇଥିବା କର୍ଫ୍ୟୁ ୧୨ ନମ୍ବର ଦିନରେ ବି ଜାରି ରହିବ। ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ବି କର୍ଫ୍ୟୁ ବଳବତ୍ତର ରହିବ। ତେବେ ୨୫ ତାରିଖରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରାଯାଇ ସକାଳ ୫ଟାରୁ ରାତି ୧୦ଟା ଯାଏ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା: ଜନଜାତି ଆୟୋଗଙ୍କ ଗସ୍ତ ପୂର୍ବରୁ ଛକାପଞ୍ଝା

ସମ୍ବଲପୁର/ଯୁଯୁମୁରା/ଭୁବନେଶ୍ବର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସଂଘଟିତ ହିଂସା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତାକାଲି ମଙ୍ଗଳବାର ଜାତୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି)ର ଏକ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ତେବେ ଏହାପୂର୍ବରୁ ଆଜି ଭବାନୀପାଲିରେ ଛକାପଞ୍ଝା ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ବାରହା ଆକ୍ରମଣରେ ବୃଦ୍ଧା ଆହତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ କୟାକୁଦ ଗ୍ରାମର ଜଣେ ବୃଦ୍ଧା ସୋମବାର ସକାଳ ପ୍ରାୟ ୮ଟା ବେଳେ ବାରହା ଆକ୍ରମଣରେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ସ୍ବାଭାବିକ ହେଲା ଇଣ୍ଟରନେଟ୍‌ ସେବା

ସମ୍ବଲପୁର : ସମ୍ବଲପୁର ସହରରେ ଶାନ୍ତି ଫେରିବା ସହିତ ଇଣ୍ଟରନେଟ୍ ସେବା ପୁଣି ସ୍ବାଭାବିକ ହୋଇଛି। ଗତ ୧୨ ତାରିଖ ସଂଧ୍ୟାରେ ଗଣ୍ଡଗୋଳ ପରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା। ହିଂସାକାଣ୍ଡ ରୋକିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...