ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଭିମସାର୍‌ କୋଭିଡ ହସ୍ପିଟାଲରେ ଆଉ ୨ ରୋଗୀଙ୍କ ମୃତ୍ୟୁ

ବୁର୍ଲା : ଶୁକ୍ରବାର ଦିନ ବୁର୍ଲା ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଦୁଇ ନୂତନ ବହିର୍ବିଭାଗ ରୋଗୀ ଭର୍ତ୍ତି ହୋଇଥିବା ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଜି ୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଆଜିର ରୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ଯାତ୍ରା ପାଇଁ କାର୍ଯ୍ୟ ସୂଚୀ ଜାରି, ମେ’ ୨୪ରେ ଶିବ ବିବାହ

ସମ୍ବଲପୁର : ନନ୍ଦପଡ଼ାର ସର୍ବପୁରାତନ ବଂ ବରାଡ଼ ବାଲୁଂକେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ କାର୍ଯ୍ୟ ସୂଚୀ ଜାରି ହୋଇଛି। ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳଉଠା ଅନୁଷ୍ଠିତ ହେବ। ଅପରାହ୍‌ଣ ୩ଟାରୁ ୪ଟା ମଧ୍ୟରେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ନବୋଦୟ ପ୍ରବେଶିକା ପରୀକ୍ଷା ୨୯ରେ

ବୁର୍ଲା : ଜବାହର ନବୋଦୟ ବିଦ୍ୟାଳୟର ଚୟନ ପରୀକ୍ଷା ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ସମ୍ବଲପୁର ଜିଲ୍ଲାର ୯ ବ୍ଲକରେ ମୋଟ ୨୮ଟି କେନ୍ଦ୍ରରେ ଚଳିତବର୍ଷ ୫୧୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସକାଳ ସାଢ଼େ ୧୧ଟାରୁ ସାଢ଼େ ୧ଟା ମଧ୍ୟରେ ହେବ।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଇଦ୍‌ ପାଇଁ ପ୍ରଶାସନର ପ୍ରସ୍ତୁତି: ମସ୍‌ଜିଦ ଭିତରେ ସୀମିତ ରହିବ ନମାଜ ପାଠ

ସମ୍ବଲପୁର : ଗୋଟିଏ ଦିନ ପରେ ମୁସଲମାନ୍ ସଂପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍‌-ଅଲ୍‌-ଫିତର୍ ପାଳନ ହେବ। ଏଥି ପାଇଁ ଘରେଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହେଲେ ଗତ ସପ୍ତାହରୁ ସମ୍ବଲପୁରରେ ଲାଗି ରହିଥିବା ଅଶାନ୍ତ ପରିବେଶ ଏହି ପର୍ବକୁ କିଛିଟା ଫିକା କରି ଦେଇଛି। ସଂସ୍କୃତିର ସହର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଆଜିଠୁ ୧୨ ଘଣ୍ଟା କର୍ଫ୍ୟୁ କୋହଳ

ସମ୍ବଲପୁର : ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୧ ଘଣ୍ଟିଆ କର୍ଫ୍ୟୁ କୋହଳ ନିର୍ଘଣ୍ଟ ୧ ଘଣ୍ଟା ବୃଦ୍ଧି ପାଇବ। ଶୁକ୍ରବାରଠାରୁ ସମ୍ବଲପୁର ସହରରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କର୍ଫ୍ୟୁ କୋହଳ ରହିବ ବୋଲି ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି ‌ଲୋକେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ୮ ଦିନରେ ବଦଳି ଯାଇଛି ଜୀବନ

ସମ୍ବଲପୁର : କରୋନା ଓ ଲକ୍‌ଡାଉନ୍‌ ପାଇଁ ଯେମିତି ଭାରତବାସୀଙ୍କୁ ଅଚାନକ ନିଜ ଜୀବନଶୈଳୀ ବଦଳାଇବାକୁ ପଡ଼ିଥିଲା, ସଂପ୍ରତି ସମ୍ବଲପୁରରେ ସୃଷ୍ଟ ପରିସ୍ଥିତି ସହରବାସୀଙ୍କୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବାକୁ ଏକପ୍ରକାର ବାଧ୍ୟ କରିଛି। ଗତ ୧୩ ତାରିଖଠାରୁ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧନକଉଡ଼ା : ବୁର୍ଲା ଥାନା ବୈଜାମୁଣ୍ଡା ଗ୍ରାମ ରଜାକଟା (ପୋଖରୀ)ରୁ ଗୁରୁବାର ସକାଳେ ସେହିଗ୍ରାମର ଗ୍ରାମର ଆନନ୍ଦ ମଲ୍ଲିକ (୪୨ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ସେ ବୁଧବାର ରାତି ପ୍ରାୟ ୧୦ଟାରେ ରଜାକଟାକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ

ସମ୍ବଲପୁର : ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ସମସ୍ତ ବୁଦ୍ଧିଜୀବୀମାନେ ସହରରେ ଶାନ୍ତି ଫେରାଇ ଆଣିବା ଦିଗରେ ମତାମତ ରଖିଥିଲେ। ବୈଠକରେ ହନୁମାନ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଶାନ୍ତି ବଜାୟ ରଖିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିବେଦନ

ସମ୍ବଲପୁର : ଐତିହ୍ୟ ସମ୍ପନ୍ନ ସମ୍ବଲପୁରରେ ଶାନ୍ତି ବଜାୟ ରଖିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ଶାନ୍ତି ପାଇଁ କରିଥିବା ପ୍ରୟାସକୁ ସମସ୍ତେ ସହଯୋଗ କରିବା ସମୟ ଉପନୀତ ହୋଇଛି। ବିଭିନ୍ନ ସମୟରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସର ବାର୍ଷିକ ଉତ୍ସବରେ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ରବିବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇବ୍‌ ଛାତ୍ରାବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ଖୁବ୍ ଧୁମଧାମରେ ଉତ୍ସବ ଚାଲିଥିଲା। ରାତ୍ରି ଭୋଜନ ସମୟରେ…
ଅଧିକ ଖବର ଦେଖନ୍ତୁ...