ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଓଡ଼ିଶା ପ୍ରୋଟୋକଲ୍‌ ଭାଙ୍ଗିଛି: ଛତିଶଗଡ଼

ସମ୍ବଲପୁର : ଓଡ଼ିଶା ମହାନଦୀ ଜଳ ବିବାଦ ବୁଝାମଣା ସମ୍ବନ୍ଧୀୟ ପ୍ରୋଟୋକଲ୍‌ର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ଆଣିଛି ଛତିଶଗଡ଼। ଓଡ଼ିଶାର ଖବରକାଗଜ ଗୁଡ଼ିକରେ ପ୍ରକାଶିତ ରିପୋର୍ଟ ଉପରେ ଆପତ୍ତି କରି ଛତିଶଗଡ଼ ସରକାର କହିଛନ୍ତି ଯେ ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିଜ୍ଞପ୍ତି ଆଧାରିତ ଖବର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା: ଜିଲ୍ଲାପାଳ, ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ‌ଭଙ୍ଗ ‌ନୋଟିସ ଦେଇଛନ୍ତି ତିନି ଜଣ ଲୋକସଭା ସାଂସଦ। ସମ୍ବଲପୁର ସ୍ଥିତି ଅନୁଧ୍ୟାନ ପାଇଁ ୧୮ଏପ୍ରିଲରେ ଝାରସୁଗୁଡ଼ା ପଟୁ ଆସୁଥିବା ବିଜେପି ପ୍ରତିନିଧି ଦଳକୁ ସମ୍ବଲପୁର ଜିଲ୍ଲା ସୀମାକୁ ପଶିବାକୁ ନ‌ଦେବା ଏବଂ…
ଅଧିକ ଖବର ଦେଖନ୍ତୁ...

ନବଜାତ ଶିଶୁକନ୍ୟା ଗାଏବ୍‌ !

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଂଚଳରୁ ଜଣେ ନବଜାତ ଶିଶୁକନ୍ୟା ଗାଏବ ହୋଇଥିବା ବେଳେ ଏଥିରେ ତାଙ୍କ ପିତାମାତାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ସଂପୃକ୍ତ ଦମ୍ପତି ଘରେ ଆଜି ତାଲା ପକାଇ କୁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ନବଜାତ ଶିଶୁକନ୍ୟାକୁ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାର୍‌ ସିଟିସ୍କାନ୍‌ ମେସିନ୍ ପୁଣି ଅଚଳ

ବୁର୍ଲା: କିଛିଦିନ ବ୍ୟବଧାନରେ ଭିମ୍‌ସାର୍‌ର ସିଟି ସ୍କାନ ମେସିନ୍ ପୁଣି ଶନିବାର ରାତି ୧୦ ଟାରୁ ପୁଣି ଅଚଳ ହୋଇଯାଇଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ସିଟି ସ୍କାନ ମେସିନ୍ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି ପରେ ଏହା ସୋମବାର ଦିନ ରାତିରେ କାର୍ଯ୍ୟକ୍ଷମ ହୋଇପାରିଥିଲା। କିନ୍ତୁ, ଗତ ୫…
ଅଧିକ ଖବର ଦେଖନ୍ତୁ...

ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଗଠିତ

ସମ୍ବଲପୁର: ଝାଡ଼ୁଆପଡ଼ାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ପାଇଁ ନୂତନ କମିଟି ଗଠନ ହୋଇଛି। ସରୋଜ ଦଲପତ ସଭାପତି, ସୁଶାନ୍ତ ପୁରୋହିତ ଉପସଭାପତି, ସଂଜୟ ମିଶ୍ର ସଂପାଦକ, ସତ୍ୟଜିତ ପଣ୍ଡା ସହସଂପାଦକ, ମନୋଜ ମିଶ୍ର କୋଷାଧ୍ୟକ୍ଷ, ସତ୍ୟ ନାରାୟଣ ଜେନା ସହକୋଷାଧ୍ୟକ୍ଷ ଏବଂ ଅଭିଷେକ ମିଶ୍ର…
ଅଧିକ ଖବର ଦେଖନ୍ତୁ...

ଉଲଗ୍ନ ଅବସ୍ଥାରେ ରାଜରାସ୍ତାରୁ ରୋଗୀ ଉଦ୍ଧାର

ବୁର୍ଲା: ଆଜି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ‌କେନାଲ ଛକରୁ ନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ୩ଟା ସମୟରେ ବୁର୍ଲା କେନାଲ ଛକରେ କ୍ୟ‌ାଥେଟର(ପରିସ୍ରା ନଳୀ) ଲାଗିଥିବା ଜଣେ ରୋଗୀ ନଗ୍ନ ଅବସ୍ଥାରେ ବସିଥିଲେ। ସେହି…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ କିନ୍ନରଙ୍କ ମୃତ୍ୟୁ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଖଣ୍ତହତା ଗ୍ରାମ ଛକ ନିକଟରେ ରବିବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଆନୁମାନିକ ବୟସ ୨୫ ବର୍ଷ ହୋଇଥିବା ବେଳେ ପରିଚୟ ଜଣାପଡ଼ିନାହିଁ। ପ୍ରାପ୍ତ ସୂଚନାନୁସାରେ କିନ୍ନର ଜଣକ ଆଜି ଏକ ଅଜଣା…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସପାର୍ଘାତରେ ଏକ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର କୁହ୍ଲମଲିଆ ଗ୍ରାମର ଭୁବନ ନାୟକଙ୍କ ୨ ବର୍ଷ ୨ ମାସର ପୁଅ ଆୟୂଷ ବୋଲି ଜଣାପଡ଼ିଛି। ଶନିବାର ଆୟୂଷଙ୍କ ମାଆ ସସ୍ମିତା କେନ୍ଦୁପତ୍ର ତୋଳିଆଣି ଘର ବାରଣ୍ତାରେ ରଖିଥିଲେ। ସେହି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଜୁଲମ: ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମଜୁରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଲିସ ଜୁଲମରେ ଭୟଭୀତ ହୋଇ ଆଜି ଜଣେ ଆଦିବାସୀ ନାବାଳକ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଛାତ୍ରଜଣକ ଡାକ୍ତରଖାନାରେ ଚିକିତ୍ସା ପରେ ବିପଦମୁକ୍ତ ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା: ୧୪ ଦିନ ପରେ କର୍ଫ୍ୟୁ ଉଠିଲା

ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଉଠିଥିବା ସମ୍ବଲପୁରର ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା କର୍ଫ୍ୟୁ ଦୀର୍ଘ ୧୪ ଦିନ ପରେ ଉଠାଇ ଦିଆଯାଇଛି। ସମ୍ବଲପୁରବାସୀ କର୍ଫ୍ୟୁ…
ଅଧିକ ଖବର ଦେଖନ୍ତୁ...