ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,  ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁତ ଲୋକ ହତାହତ ହେଲେ ବହୁତ ସମ୍ପତ୍ତି ହାନି ବି…
ଅଧିକ ଖବର ଦେଖନ୍ତୁ...

ଭିମସାର: ମାସକ ମଧ୍ୟରେ କୋଭିଡ୍‌ରେ ୧୦ ମୃତ୍ୟୁ

ବୁର୍ଲା : ବୁର୍ଲା ଭିମସ‌ାରରେ ପୁଣି ଜଣେ ଚିକିତ୍ସାଧୀନ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ପ୍ରାୟ ମାସେ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଛି। ଗତ ମାର୍ଚ ମାସ ୨୬ରେ ଏଠାରେ ପ୍ରଥମ କୋଭିଡ ମୃତ୍ୟୁ ହୋଇଥିଲା। କେବଳ ଗତ ସପ୍ତାହେ ମଧ୍ୟରେ ଏଠାରେ ଚିକିତ୍ସାଧୀନ ୫ ଜଣ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ଛୁଟିରେ ଗଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ କରିବା ପାଇଁ ଲମ୍ବା ଛୁଟିରେ ଯାଇଛନ୍ତି। ଗୁରୁବାର ସେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଜିଲ୍ଲାପାଳ ୨୮ରୁ ପ୍ରାୟ ୨୦ ଦିନ ଛୁଟିରେ ରହିବେ‌ ବୋଲି ସୂଚନା ମିଳିଛି। ସେ ଆସିବା ପର୍ଯ୍ୟନ୍ତ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ୨୯ରେ ନବୋଦୟ ପ୍ରବେଶିକା ପରୀକ୍ଷା

ବୁର୍ଲା : ଆସନ୍ତା ଅପ୍ରେଲ ୨୯ ରେ ନବୋଦୟ ପ୍ରବେଶିକା ପରୀକ୍ଷା। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ୯ ଟି ବ୍ଲକ୍ ର ୫୧୬୦ ଜଣ ଛାତ୍ରଛାତ୍ରୀ ୨୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାପାଇଁ ସ୍ଥିରୀକୃତ ହୋଇଛି। ନବୋଦୟ ପ୍ରବେଶିକା ପରୀକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବାପାଇଁ ଦେଢ ରୁ ଦୁଇ ମାସ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: କ୍ଷେତରାଜପୁର ଓ ଅଇଁଠାପାଲି ଅଞ୍ଚଳରୁ କର୍ଫ୍ୟୁ ଉଠିଲା

ସମ୍ବଲପୁର : ହିଂସାଗ୍ରସ୍ତ ସହର ସମ୍ବଲପୁରର ଆଉ ଗୋଟିଏ ଥାନା ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହାର ହୋଇଛି। ପୂର୍ବରୁ ସଦର ଓ ବରେଇପାଲି ଥାନା ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହାର ହୋଇ ସାରିଥିଲାବେଳେ ଗୁରୁବାର କ୍ଷେତରାଜପୁର ଓ ଅଇଁଠାପାଲି ଥାନା ଅଞ୍ଚଳରୁ ବି କର୍ଫ୍ୟୁ ସଂପୂର୍ଣ୍ଣ ଭାବେ ଉଠିଯାଇଛି।…
ଅଧିକ ଖବର ଦେଖନ୍ତୁ...

ଲଇଡ଼ାରେ ମାଡ୍‌ପିଟ୍‌, ଥାନାରେ ୮ ଅଟକ

ଲଇଡ଼ା : କତରବଗା ଥାନା ଲଇଡ଼ାରେ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ହେବାରୁ ପୁଲିସ ଉଭୟ ପକ୍ଷର ୮ଜଣଙ୍କୁ କତରବଗା ଥାନାରେ  ଅଟକ ରଖିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ସକାଳେ ପୃଥ୍ବୀରାଜ ସିଂ ପୂର୍ବ ଆକ୍ରୋଶ ରଖି ସବିନା ବେଗମ (୩୨)ଙ୍କୁ ମାଡ଼ ମାରିବା…
ଅଧିକ ଖବର ଦେଖନ୍ତୁ...

ୱାଡି ପ୍ରକଳ୍ପ ନାଁରେ ଡିଏମଏଫ ଅନୁଦାନ ଲୁଟିନେଲେ; ୮୧.୪୩ କୋଟିର ଫଳ ବଗିଚାରୁ ଗଛ ଉଭାନ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ନାଁରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ର କୋଟି କୋଟି ଟଙ୍କା ହରିଲୁଟ୍ର ସାଂଘାତିକ ଅଭିଯୋଗ ସବୁ ରହିଛି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ !

ସମ୍ବଲପୁର: ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ସପ୍ତମ ଶ୍ରେଣୀର ଜ‌ଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ଗତ ଅକ୍ଟୋବର ମାସର ହୋଇଥିବା ବେଳେ ଏବେ ମହିଳା ଥାନାରେ ଏନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର ସୁନାପାଲି ଅଂଚଳରେ ହୋଇଥିବା କହାଯାଉଛି। ପୀଡ଼ିତା ଟ୍ୟୁସନରୁ ଘରକୁ…
ଅଧିକ ଖବର ଦେଖନ୍ତୁ...

ରେଳ କର୍ମଚାରୀ ପୁରସ୍କୃତ

ସମ୍ବଲପୁର: ରେଳ ଚଳାଚଳବେଳେ ନିରାପତ୍ତା ନିୟମ ଅନୁପାଳନ ସହ ଅତିରିକ୍ତ ସତର୍କତା ଅବଲମ୍ବନ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବଲପୁର ରେଳ ମଣ୍ଡଳ ତରଫରୁ ୪ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଏହି କର୍ମଚାରୀମାନେ ହେଲେ ବାମୁର ଷ୍ଟେସନ ମାଷ୍ଟର୍ ସତ୍ୟବାନ ବାରିକ, ଟିଟିଲାଗଡ଼ର ମାଲ୍‌ବାହୀ…
ଅଧିକ ଖବର ଦେଖନ୍ତୁ...

ଆଉ ୩ କୋଭିଡ୍‌ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

ବୁର୍ଲା: ଆଜି ଆଉ ୩ କୋଭିଡ୍ ଆକ୍ରାନ୍ତ ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ୩ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ଯକ୍ଷ୍ମା ଓ ଛାତି ବିଭାଗର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନେଫ୍ରୋଲୋଜି ବହିର୍ବିଭାଗୀୟ ରୋଗୀ ଅଟନ୍ତି।…
ଅଧିକ ଖବର ଦେଖନ୍ତୁ...