ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଉଲଗ୍ନ ଅବସ୍ଥାରେ ରାଜରାସ୍ତାରୁ ରୋଗୀ ଉଦ୍ଧାର

ବୁର୍ଲା: ଆଜି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ‌କେନାଲ ଛକରୁ ନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ୩ଟା ସମୟରେ ବୁର୍ଲା କେନାଲ ଛକରେ କ୍ୟ‌ାଥେଟର(ପରିସ୍ରା ନଳୀ) ଲାଗିଥିବା ଜଣେ ରୋଗୀ ନଗ୍ନ ଅବସ୍ଥାରେ ବସିଥିଲେ। ସେହି…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ କିନ୍ନରଙ୍କ ମୃତ୍ୟୁ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଖଣ୍ତହତା ଗ୍ରାମ ଛକ ନିକଟରେ ରବିବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଆନୁମାନିକ ବୟସ ୨୫ ବର୍ଷ ହୋଇଥିବା ବେଳେ ପରିଚୟ ଜଣାପଡ଼ିନାହିଁ। ପ୍ରାପ୍ତ ସୂଚନାନୁସାରେ କିନ୍ନର ଜଣକ ଆଜି ଏକ ଅଜଣା…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସପାର୍ଘାତରେ ଏକ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର କୁହ୍ଲମଲିଆ ଗ୍ରାମର ଭୁବନ ନାୟକଙ୍କ ୨ ବର୍ଷ ୨ ମାସର ପୁଅ ଆୟୂଷ ବୋଲି ଜଣାପଡ଼ିଛି। ଶନିବାର ଆୟୂଷଙ୍କ ମାଆ ସସ୍ମିତା କେନ୍ଦୁପତ୍ର ତୋଳିଆଣି ଘର ବାରଣ୍ତାରେ ରଖିଥିଲେ। ସେହି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଜୁଲମ: ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମଜୁରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଲିସ ଜୁଲମରେ ଭୟଭୀତ ହୋଇ ଆଜି ଜଣେ ଆଦିବାସୀ ନାବାଳକ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଛାତ୍ରଜଣକ ଡାକ୍ତରଖାନାରେ ଚିକିତ୍ସା ପରେ ବିପଦମୁକ୍ତ ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା: ୧୪ ଦିନ ପରେ କର୍ଫ୍ୟୁ ଉଠିଲା

ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଉଠିଥିବା ସମ୍ବଲପୁରର ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା କର୍ଫ୍ୟୁ ଦୀର୍ଘ ୧୪ ଦିନ ପରେ ଉଠାଇ ଦିଆଯାଇଛି। ସମ୍ବଲପୁରବାସୀ କର୍ଫ୍ୟୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସାକାଣ୍ଡ ଘଟଣା: ସତର୍କ କରାଇଥିଲା ଗୋଇନ୍ଦା ବିଭାଗ

ସମ୍ବଲପୁର : ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ ଗତ ୧୧ ତାରିଖ ଦିନ ଗୋଇନ୍ଦା ବିଭାଗ (ସ୍ପେସାଲ୍‌ ବ୍ରାଞ୍ଚ) ଏସ୍‌ପି ସମ୍ବଲପୁର ଏସ୍‌ପିଙ୍କୁ ଚିଠି ଲେଖି ଏ ନେଇ ସତର୍କ କରାଇଥିଲେ। ବାଇକ୍‌ ଶୋଭାଯାତ୍ରା ଯେଉଁ ଅଂଚଳ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟର ୨ ସେକ୍ସନ୍ ଅଫିସର୍‌ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କାରଣରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ୨ ଜଣ ସେକ୍‌ସନ ଅଫିସର୍ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଇଷ୍ଟେଟ୍ ସେକ୍‌ସନର ସଂଜୟ ପ୍ରଧାନ ଏବଂ ଆଇନ୍‌ ବିଭାଗର ଦେବାଶିଷ ମିଶ୍ର। କୁଳସଚିବ ଡ. ନୃପରାଜ ସାହୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କୁଳସଚିବଙ୍କ…
ଅଧିକ ଖବର ଦେଖନ୍ତୁ...

ଭୀମ୍‌ସାର୍‌ ରକ୍ତ ଭଣ୍ଡାରରେ ରକ୍ତ ସଂକଟ

ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ଵାସ୍ଥ୍ୟସେବାର ପ୍ରାଣକେନ୍ଦ୍ର  ବୁର୍ଲା ଭିମସାରର ରକ୍ତଭଣ୍ଡାରରେ ଗତ କିଛିଦିନ ହେବ ରକ୍ତ ସଙ୍କଟ ହେଉଥିବା ଦେଖିବାକୁ ମିଳୁଛି । ଭିମସାର ଉପରେ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା  ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡ ରୁ ଆସୁଥିବା ରୋଗୀ ନିର୍ଭରଶୀଳ ।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା ଘଟଣା : ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା…

ଭୁବନେଶ୍ବର:  ସମ୍ବଲପୁର ହିଂସା ନେଇ ସାମନାକୁ ଆସିଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ହନୁମାନ ଜୟନ୍ତୀ ପାଇଁ ଗତ ଏପ୍ରିଲ ୧୨ତାରିଖରେ ବାହାରିବାକୁ ଥିବା ଶୋଭାଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନେଇ ଗୁଇନ୍ଦା ବିଭାଗ ଚିଠି…
ଅଧିକ ଖବର ଦେଖନ୍ତୁ...

ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ: ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ

ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ ଗଠିତ…
ଅଧିକ ଖବର ଦେଖନ୍ତୁ...