ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ମାର୍‌ପିଟ୍‌ କରି ଡାକ୍ତର ଗିରଫ

ସମ୍ବଲପୁର : କୁନ୍ତରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ପଲ୍ଲବୀ ଯୋଶୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି। ସୂଚନାନୁଯାୟୀ, ଅଇଁଠାପାଲି ଥାନା କାଇଁସିର ରୋଡ୍‌ର ସହଦେବ ମିଶ୍ରଙ୍କ ଘରେ ପଶି ସେ ବୁଧବାର ଭଙ୍ଗାରୁଜା କରିଥିଲେ। ଘରେ ଥିବା ସହଦେବଙ୍କ…
ଅଧିକ ଖବର ଦେଖନ୍ତୁ...

କୂଅ ଭିତରୁ ଗଳିତ ଶବ ଉଦ୍ଧାର

ସମ୍ବଲପୁର : ଧନୁପାଲି ଥାନା ଗୋପାଲଜୀ ମନ୍ଦିର ପଛ ପାଖରେ ଥିବା ଏକ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଜୟକୃଷ୍ଣ ନନ୍ଦଙ୍କ ବାରି କୂଆରେ ଉକ୍ତ ମୃତଦେହଟି ପଡ଼ିଥିବା ବେଳେ ସେ ଗୁରୁବାର ସକାଳେ ଦେଖିଥିଲେ ଏବଂ ଏନେଇ ପୁଲିସକୁ ସୂଚନା ଦେଇଥିଲା। ଧନୁପାଲି ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ବଦଳିଲେ ସମ୍ବଲପୁର ଏସ୍‌ପି

ସମ୍ବଲପୁର : ତ୍ରିମୁଖୀ ଫର୍ମୁଲାରେ ନିୟନ୍ତ୍ରଣ ହେବ ଅପରାଧ। ଆଇନ୍‌ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିବାକୁ ହେଲେ ଅପରାଧ ରୋକିବା ଓ ଅପରାଧୀଙ୍କୁ ଖୋଜିବା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ୨୦୨୦ ମସିହା ଡିସେମ୍ବର ୨୬ ତାରିଖ ଦିନ ସମ୍ବଲପୁର ଏସ୍‌ପି ଭାବେ ଦ‌ାୟିତ୍ବ ଗ୍ରହଣ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଅନ୍ତଃଜିଲ୍ଲା ଗ୍ୟାସ୍‌ ଟାଙ୍କି ଚୋର ଦଳର ୯ ଗିରଫ

କୁଚିଣ୍ଡା/ ବାମରା : ମହୁଲପାଲି ଓ ଜମନକିରା ପୁଲିସ ମିଳିତ ଚଢ଼ାଉ ଅନ୍ତଃଜିଲ୍ଲା ଗ୍ୟାସଟାଙ୍କି ଚୋର ଦଳର ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ବ୍ୟକ୍ତି ମାନେ ହେଲେ ଝାରସୁଗୁଡ଼ା ବିଟିଏମ୍‌ର ସୁଜିତ ଦାସ (୩୫), ମହମ୍ମଦ ସାକାର (୩୪), ଉଦୟ ସାହୁ (୨୭), ତେଜରାଜ ବେସନ(୨୯),…
ଅଧିକ ଖବର ଦେଖନ୍ତୁ...

ଦିନ ୨ଟା ୩୦ରେ ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଶ୍ଚିମଓଡ଼ିଶାରେ ଖରାର ପ୍ରକୋପ ଅଧିକ ରହୁଛି। ଉପକୂଳ ଓଡ଼ିଶାରେ ଖରା କମ୍‌ ଥିଲେ ମଧ୍ୟ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ୯ଟା ପରେ ଓ ଅପରାହ୍‌ଣ ୪ଟା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କରି ସ୍ବର୍ଗତ ବିଶ୍ବମ୍ବର ବହିଦାରଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ

ସମ୍ବଲପୁର : ରକ୍ତଦାନ ଜରିଆରେ ବିଶିଷ୍ଟ କ୍ରୀଡ଼ା ପ୍ରତିଭା ସ୍ବର୍ଗତ ବିଶ୍ବମ୍ବର ବହିଦାରଙ୍କୁ ତାଙ୍କ ଦ୍ବାଦଶା ଅବସରରେ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି। ସ୍ବର୍ଗତ ବହିଦାରଙ୍କ ସ୍ମୃତିରେ ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନର ସହଯୋଗରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଅନୁଷ୍ଠିତ ଶିବିରରେ ୬୦…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀରେ ଝଲସିବ ସାରା ଦେଶର ସଂସ୍କୃତି

ସମ୍ବଲପୁର : ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ୭ ହଜାର କଳାକାରଙ୍କ ମହାସମାଗମ ହେବ। କେରଳରୁ ନେଇ କଶ୍ମୀର ପର୍ଯ୍ୟନ୍ତ କଳାକାର ସମ୍ବଲପୁର ରାଜରାସ୍ତାରେ ନିଜ କଳାନୈପୁଣ୍ୟର ପ୍ରଦର୍ଶନ କରି‌େବ। କଳାକାର, ଭକ୍ତ ଓ ଭଗବାନ ଏକାକାର ହେବେ। ‌ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ଖୋଲିବା ଆରମ୍ଭରୁ ସମସ୍ୟା

ସମ୍ବଲପୁର : ଧାନକିଣା ନେଇ ସମ୍ବଲପୁରରେ ଘରକୁ ନପଶୁଣୁ ଚାଳ ବାଜିବା ଭଳି ସ୍ଥିତି ଦେଖାଦେଇଛି। ଧାନମଣ୍ଡି ଖୋଲିବା ଆରମ୍ଭରୁ ଉପୁଜିଲାଣି ସମସ୍ୟା। ଟୋକନ୍ ସମସ୍ୟା ଯୋଗୁ ଚାଷୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ସମ୍ବଲପୁର ଜିଲ୍ଲାରେ ଗତ ୧୫ ତାରିଖରୁ ମଣ୍ଡି ଖୋଲିଲାଣି। ତେବେ, ମଣ୍ଡି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ପାଇଁ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍ ଦାବି

ସମ୍ବଲପୁର : ବରଗଡ଼ଠାରୁ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ହାୱଡ଼ା ପର୍ଯ୍ୟନ୍ତ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍ ଚଳାଇବାକୁ ପଶ୍ଚିମାଞ୍ଚଳ ବିକାଶ ପାର୍ଟି ଦାବି କରିଛି। ବରଗଡ଼ରୁ ହାୱଡ଼ା ପର୍ଯ୍ୟନ୍ତ କୌଣସି ସିଧାସଳଖ ଦ୍ରୁତଗାମୀ ଟ୍ରେନ୍ ନଥିବାରୁ ଲୋକଙ୍କ ସୁବିଧା ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

ନିଜ ବନ୍ଧୁକରୁ ଗୁଳି ବାଜି ଶିକାରୀ ମୃତ

ରେଙ୍ଗାଲି : ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ନିଜ ବନ୍ଧୁକର ଗୁଳି ବାଜି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ମେଣ୍ଢାବାହାଲ ଗାଁର କୁମର ଛତ୍ରିଆ (୪୫)ଙ୍କ ମୃତ୍ୟୁ ମାମଲା‌ରେ ଡିଏସ୍‌ପି ଶିତିକଣ୍ଠ କାନୁନଗୋ ତଦନ୍ତ ଆରମ୍ଭ କରିଛନ୍ତି। ସେ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ…
ଅଧିକ ଖବର ଦେଖନ୍ତୁ...