ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ରେଢ଼ାଖୋଲ: ସମ୍ବଲପୁରରୁ ଭୁବନେଶ୍ବର ଫେରିବା ବେଳ‌େ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେଢ଼ାଖୋଲରେ କିଛି ସମୟ ଅଟକିଥିଲେ। ସେଠାରେ ସେ ପ୍ରଥମେ ବସ୍‌ଷ୍ଟାଣ୍ଡ ସ୍ଥିତ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ମହିମା ଧର୍ମର ସାଧୁଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଦଳୀୟ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିମ୍‌ସାରରେ ଜଣେ ଯୁବତୀଙ୍କୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ସହିତ ଥିବା ଭାଇଙ୍କ ସାର୍ଟ ମଧ୍ୟ ଚିରି ଦିଆଯାଇଥିବା ଯୁବତୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିୟୋଗ ଅନୁଯାୟୀ, ଟିଟିଲାଗଡ଼ର କଲ୍ୟାଣୀ ପାଢ଼ୀ ସମ୍ବଲପୁରର…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର,: ବିଗତ ବର୍ଷ ଭଳି ଏଥର ବି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳମୂର୍ତ୍ତି ଦର୍ଶନ କରିବା ସହ ମହାଆଳତି କରିଛନ୍ତି। ଏହା ସହିତ ଆଜି ସକାଳୁ ରାତି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଶୀତଳଷଷ୍ଠୀ: ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର: ଯକ୍ଷ, ଗ୍ରହ, ନକ୍ଷତ୍ର, ଦେବ, ମାନବ, କିନ୍ନର, ସପ୍ତଋଷିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରାପୃଷ୍ଠରେ ସ˚ପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବଦେବ ମହାଦେବ ଜଗତ୍‌ଜନନୀ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବୁଧ ରାତି ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଶୁକ୍ରବାର ଆକାଶବାଣୀ ଓ ଦୂରଦର୍ଶନରେ ଶୀତଳଷଷ୍ଠୀ

ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଧାରାବିବରଣୀ ଓ ସିଧାପ୍ରସାରଣ ଶୁକ୍ରବାର ସମ୍ବଲପୁର ଆକାଶବାଣୀ ଓ ଦୂରଦର୍ଶନ ତରଫରୁ କରାଯିବ। ଶୁକ୍ରବାର ସକାଳ ୯ଟା ୩୦ରୁ ଦିନ ୧ଟା ୫୦ ମିନିଟ୍ ପର୍ଯ୍ୟନ୍ତ ଆକାଶବାଣୀରେ ଧାରାବିବରଣୀ ତଥା ଦିନ ୧୧ଟାରୁ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଦୂରଦର୍ଶନର…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ମହିଳା ମୃତ

କୁଚିଣ୍ଡା: ଗୁଣ୍ଡୁରୁଚୁଆଁ ନିକଟ ଗୁଲଜିପାଲି ଗ୍ରାମରେ ଆଜି ମଧ୍ୟାହ୍ନରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଗୁଲଜିପାଲି ଗ୍ରାମର ପ୍ରେମଶୀଳା କିସାନ ଆଜି ମଧ୍ୟାହ୍ନରେ ନିଜ ଚାଷ ଜମିକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାର୍‌ରେ ପୁଣି ରାଗିଂ: ବରିଷ୍ଠଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରଥମ ବର୍ଷ ଛାତ୍ର

ବୁର୍ଲା, : ଭିମ୍‌ସାର୍‌ରେ ପୁଣି ରାଗିଂ ଅଭିଯୋଗ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଜ୍ୟର ମେଡିକାଲମାନଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ପମ୍ପ ହାଉସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗ୍ରାମର ଇମ୍ଫାର ସିଂଙ୍କ ଝିଅ ଅମୃତା ସିଂ (୧୮ )ଙ୍କ ମୃତଦେହ ବୁଧବାର ସକାଳେ ପମ୍ପ ହାଉସ୍‌ ଭିତରୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

୨୯ରେ ସମ୍ବଲପୁରରେ ମାଟ୍ରିକ୍ ଚାମ୍ପ

ସମ୍ବଲପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ‌ମେଧାବୀ ଛାତ୍ର ସମ୍ମାନ ସମାରୋହ ‘ମାଟ୍ରିକ୍ ଚାମ୍ପ’ ଆସନ୍ତା ୨୯ ତାରିଖ ସୋମବାର ଦିନ ସକାଳ ୯ଟାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷିୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଇ-ଲର୍ଣ୍ଣିଂ ସେଣ୍ଟର ଅନୁଷ୍ଠିତ ହେବ। ମାଟ୍ରିକ…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ସଜବାଜ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଦେବବିବାହ ଶୀତଳଷଷ୍ଠୀ ପାଇଁ ସବୁଠି ସଜବାଜ ଚାଲିଛି। ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା କଚେରି ଛକ ନିକଟ ଏସ୍‌ବିଆଇ ସମ୍ମୁଖରେ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ଏହି ବାଲୁକା କଳାରେ ଶୀବପାର୍ବତୀଙ୍କ ବିବାହକୁ…
ଅଧିକ ଖବର ଦେଖନ୍ତୁ...