ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ; ଗୌହାଟିରେ ପଡ଼ିଲା ଅନନ୍ୟା-ଚଞ୍ଚଳଙ୍କ ହାତଗଣ୍ଠି

ସମ୍ବଲପୁର: ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ ଅଧିକାରୀ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେ’ ୧ ତାରିଖ ସୋମବାର ସଂଧ୍ୟାରେ ଗୌହାଟିର ଏକ ତାରକା ହୋଟେଲରେ ଉଭୟଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଦଳ: ମୃତକଙ୍କ ଘରେ ତାଲା, ଭେଟି ପାରଲାନି ଟିମ୍

ସମ୍ବଲପୁର: ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି। ଆଜି ଏହି ଟିମ୍ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଓ ତାଙ୍କ ଘରକୁ ଯାଇଥିଲେ। ହେଲେ ଘରେ ତାଲା ପଡ଼ିଥିବାରୁ ଚନ୍ଦ୍ରମଣି…
ଅଧିକ ଖବର ଦେଖନ୍ତୁ...

କିଡ୍‌ନି ନେଉଛି ଜୀବନ, ଜଣକ ପରେ ଜଣେ ଗାଁ ଛାଡ଼ୁଛନ୍ତି

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଗୌରଗୋଡ଼ ଗାଁ ଲୋକଙ୍କୁ ଘାରିଛି କିଡ୍‌ନି ରୋଗର ଭୟ। କିଡ୍‌ନି ରୋଗ ଯୋଗୁ ଅସମୟରେ ଲୋକଙ୍କ ଜୀବନ ଚାଲିଯାଉଛି। ଭୟଭୀତ ଅବସ୍ଥାରେ ଥିବା ଲୋକେ କିଡ୍‌ନି ରୋଗ ଦାଉରୁ ନିଜ ପରିବାରକୁ ବଞ୍ଚାଇବାକୁ ଏବେ ଜଣକ ପରେ ଜଣେ ଗାଁ ଛାଡ଼ୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜୀବନ ସହ ଖେଳ: ନାଳ ଭିତରେ ଯାଇଛି ପାଣି ପାଇପ୍, ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା

ସମ୍ବଲପୁର : ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସମ୍ବଲପୁର ସହର ମଧ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବିଭିନ୍ନ ୱାର୍ଡ଼ର ପଡ଼ା ମାନଙ୍କୁ ପାଣି…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ଚଳଚ୍ଚିତ୍ର ସଂଗୀତର ତାଳେତାଳେ ନାଚିଲେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳ ଓ ତାଙ୍କର ବଲାଙ୍ଗୀର ସମକକ୍ଷ ଚଞ୍ଚଲ ରାଣା ସଙ୍ଗୀତର ତାଳେତାଳେ ନାଚିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ହୀରୋ ନଂ ୧’ର ଗୀତ ‘ସୋନା କିତନା ସୋନା ହେ...’ରେ ରାଜ୍ୟର ଦୁଇ ଯୁବ ଜିଲ୍ଲାପାଳ ଶ୍ରୀମତୀ ଦାସ ଓ ଶ୍ରୀ ରାଣା ନୃତ୍ୟ ପରିବେଷଣ କରିଛନ୍ତି। ନିଜ ବିବାହ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପ୍ରୋଟୋକଲ୍‌ ଭାଙ୍ଗିଛି: ଛତିଶଗଡ଼

ସମ୍ବଲପୁର : ଓଡ଼ିଶା ମହାନଦୀ ଜଳ ବିବାଦ ବୁଝାମଣା ସମ୍ବନ୍ଧୀୟ ପ୍ରୋଟୋକଲ୍‌ର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ଆଣିଛି ଛତିଶଗଡ଼। ଓଡ଼ିଶାର ଖବରକାଗଜ ଗୁଡ଼ିକରେ ପ୍ରକାଶିତ ରିପୋର୍ଟ ଉପରେ ଆପତ୍ତି କରି ଛତିଶଗଡ଼ ସରକାର କହିଛନ୍ତି ଯେ ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିଜ୍ଞପ୍ତି ଆଧାରିତ ଖବର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସା: ଜିଲ୍ଲାପାଳ, ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ‌ଭଙ୍ଗ ‌ନୋଟିସ ଦେଇଛନ୍ତି ତିନି ଜଣ ଲୋକସଭା ସାଂସଦ। ସମ୍ବଲପୁର ସ୍ଥିତି ଅନୁଧ୍ୟାନ ପାଇଁ ୧୮ଏପ୍ରିଲରେ ଝାରସୁଗୁଡ଼ା ପଟୁ ଆସୁଥିବା ବିଜେପି ପ୍ରତିନିଧି ଦଳକୁ ସମ୍ବଲପୁର ଜିଲ୍ଲା ସୀମାକୁ ପଶିବାକୁ ନ‌ଦେବା ଏବଂ…
ଅଧିକ ଖବର ଦେଖନ୍ତୁ...

ନବଜାତ ଶିଶୁକନ୍ୟା ଗାଏବ୍‌ !

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଂଚଳରୁ ଜଣେ ନବଜାତ ଶିଶୁକନ୍ୟା ଗାଏବ ହୋଇଥିବା ବେଳେ ଏଥିରେ ତାଙ୍କ ପିତାମାତାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ସଂପୃକ୍ତ ଦମ୍ପତି ଘରେ ଆଜି ତାଲା ପକାଇ କୁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ନବଜାତ ଶିଶୁକନ୍ୟାକୁ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାର୍‌ ସିଟିସ୍କାନ୍‌ ମେସିନ୍ ପୁଣି ଅଚଳ

ବୁର୍ଲା: କିଛିଦିନ ବ୍ୟବଧାନରେ ଭିମ୍‌ସାର୍‌ର ସିଟି ସ୍କାନ ମେସିନ୍ ପୁଣି ଶନିବାର ରାତି ୧୦ ଟାରୁ ପୁଣି ଅଚଳ ହୋଇଯାଇଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ସିଟି ସ୍କାନ ମେସିନ୍ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି ପରେ ଏହା ସୋମବାର ଦିନ ରାତିରେ କାର୍ଯ୍ୟକ୍ଷମ ହୋଇପାରିଥିଲା। କିନ୍ତୁ, ଗତ ୫…
ଅଧିକ ଖବର ଦେଖନ୍ତୁ...

ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଗଠିତ

ସମ୍ବଲପୁର: ଝାଡ଼ୁଆପଡ଼ାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ପାଇଁ ନୂତନ କମିଟି ଗଠନ ହୋଇଛି। ସରୋଜ ଦଲପତ ସଭାପତି, ସୁଶାନ୍ତ ପୁରୋହିତ ଉପସଭାପତି, ସଂଜୟ ମିଶ୍ର ସଂପାଦକ, ସତ୍ୟଜିତ ପଣ୍ଡା ସହସଂପାଦକ, ମନୋଜ ମିଶ୍ର କୋଷାଧ୍ୟକ୍ଷ, ସତ୍ୟ ନାରାୟଣ ଜେନା ସହକୋଷାଧ୍ୟକ୍ଷ ଏବଂ ଅଭିଷେକ ମିଶ୍ର…
ଅଧିକ ଖବର ଦେଖନ୍ତୁ...