ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା ସନ୍ଦେହ ଘେରରେ: ଗତକାଲି ସେନ୍‌ସରି ପାର୍କ ପୁଷ୍କରଣୀରୁ ମିଳିଥିବା ଶବ

ରାଉରକେଲା: ଗତକାଲି ଟ୍ରାଫିକ୍‌ ଗେଟ୍‌ ନିକଟସ୍ଥ ସେନ୍‌ସରୀ ପାର୍କ ପରିସରସ୍ଥ ପୁଷ୍ପରଣୀରୁ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତକ ହେଲେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାମାବାହାଲ ପୋଖରୀଟୋଲିର ସୁସ୍ମିତା ମିଞ୍ଜ (୩୫)। ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କ…
ଅଧିକ ଖବର ଦେଖନ୍ତୁ...

ସରିଲା ଟ୍ରାଏଲ୍‌ ରନ୍‌୨,୪ରୁ ଚାଲିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ରାଉରକେଲା: ନୂଆଁଖାଇରେ ପଶ୍ଚିମାଞ୍ଚଳବାସୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି। ଆସନ୍ତା ୨୪ରୁ ପୁରୀ-ରାଉରକେଲା ମଧ୍ୟରେ ଚାଲିବ ଅତ୍ୟାଧୁନିକ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଆଭାସି ଜରିଆରେ ପୁରୀ-ରାଉରକେଲା ସମେତ ଦେଶର ବିଭିନ୍ନ ରାଜ୍ୟରେ ଚାଲିବାକୁ…
ଅଧିକ ଖବର ଦେଖନ୍ତୁ...

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇ ଉଠିଛି। ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି । ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ; ୧୨ ଜିଲ୍ଲାକୁ ଅରେଞ୍ଜ; ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ସ୍ଥିତି ଉଦବେଗଜନକ: ଆଜି ପୁଣି ୭ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ, ୨୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ…

ସୁନ୍ଦରଗଡ଼: ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ସ୍କ୍ରବ୍ ଟାଇଫସ  ପଜିଟିଭ ଚିହ୍ନଟ। ୨୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ହିଂସା‌ ଯୋଜନା ପଣ୍ଡ: ସୀମାନ୍ତ ଜଙ୍ଗଲ ରାସ୍ତାରୁ ଟିଫିନ୍‌ ବୋମା ଉଦ୍ଧାର

ରାଉରକେଲା: ଗଣେଶ ପୂଜାରେ ନକ୍ସଲଙ୍କ ବଡ଼ ଧରଣର ହିଂସା ଯୋଜନା ପଣ୍ଡ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ର ସର୍ଚ୍ଚ ଅପରେସନ୍‌ବେଳେ ଗୋଏଲକେରା ବେଡାଦୁଇଆ ଗାଁ ନିକଟ ଜଙ୍ଗଲ ରାସ୍ତାରୁ ନକ୍ସଲମାନେ ଖଞ୍ଜିଥିବା ଟିଫିନ୍‌ ବୋମା ଉଦ୍ଧାର ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କ ସନ୍ଦେହ: ମହିଳାଙ୍କୁ ତଣ୍ଟି ଚିପି ହତ୍ଯା, ସ୍ବାମୀ ଫେରାର

ସୁନ୍ଦରଗଡ଼/ସବଡେଗା: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ଘୁଟୁପଡାରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତାଙ୍କ ନାମ ପ୍ରମିଳା ସୋରେଙ୍ଗ (୩୫)। ପୁଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ହତ୍ଯାର ସଠିକ କାରଣ ଜଣା ପଡି ନଥିଲେ ବି ଅନୈତିକ ସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସଂପ୍ରତି ଲଘୁଚାପଟି ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କ ସନ୍ଦେହ: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା, ସ୍ବାମୀ ଫେରାର

ସୁନ୍ଦରଗଡ଼/ସବଡେଗା: ଆଜି ସକାଳୁ ତଳସରା ଥାନା ସବଡେଗା ଘୁଟୁପଡାରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତାଙ୍କ ନାମ ପ୍ରମିଳା ସୋରେଙ୍ଗ (୩୫)। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାର ସଠିକ କାରଣ ଜଣା ପଡ଼ିନଥିଲେ ବି ଅନୈତିକ ସମ୍ପର୍କ ସନ୍ଦେହ କରି…
ଅଧିକ ଖବର ଦେଖନ୍ତୁ...

ସର୍ଭେରେ ଅଟକିଛି ରେଳଲାଇନ ସଂଯୋଗୀକରଣ: ହାୱଡା-ମୁମ୍ବାଇ ମାର୍ଗରେ ଉପୁଜିଛି ଟ୍ରାଫିକ୍‌ ସମସ୍ୟା

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୬ ରେଳ ଲାଇନ ସଂଯୋଗୀକରଣ ସର୍ଭେରେ ଅଟକିଛି। ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ନମିଳିବା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବରୁ ବର୍ଷ ବର୍ଷ ଧରି ଏସବୁ ପ୍ରକଳ୍ପ ଆଣ୍ଠେଇଛି। ରକ୍ସି-ବାଂଶପାଣି ଭାୟା…
ଅଧିକ ଖବର ଦେଖନ୍ତୁ...