ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସର୍ଭେରେ ଅଟକିଛି ରେଳଲାଇନ ସଂଯୋଗୀକରଣ: ହାୱଡା-ମୁମ୍ବାଇ ମାର୍ଗରେ ଉପୁଜିଛି ଟ୍ରାଫିକ୍‌ ସମସ୍ୟା

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୬ ରେଳ ଲାଇନ ସଂଯୋଗୀକରଣ ସର୍ଭେରେ ଅଟକିଛି। ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ନମିଳିବା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବରୁ ବର୍ଷ ବର୍ଷ ଧରି ଏସବୁ ପ୍ରକଳ୍ପ ଆଣ୍ଠେଇଛି। ରକ୍ସି-ବାଂଶପାଣି ଭାୟା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ସହର ନିକଟରେ ହାତୀପଲ: କୌଣସି କ୍ଷତିର ସୂଚନା ନାହିଁ

ସୁନ୍ଦରଗଡ଼: ସହର ନିକଟ ସୁବଳୟା ଜଙ୍ଗଲରୁ ଭୋଜପୁର ଦେଇ ଏକ ୬ଟିକିଆ ହାତୀପଲ ରାଜ୍ୟ ରାଜପଥ-୧୦ ବିଜୁ ଏକ୍ସପ୍ରେସ ୱେ ଅତିକ୍ରମ କରି ସବଡେଗା ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ହାତୀପଲ ରାସ୍ତା ପାର ହେଲାବେଳେ ଉଭୟ ପଟେ ଗାଡ଼ିମୋଟର ଅଟକି ରହିଥିଲା। ହାତୀମାନେ…
ଅଧିକ ଖବର ଦେଖନ୍ତୁ...

୨୦ରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ୍‌ ରନ୍‌

ରାଉରକେଲା: ପୁରୀ-ରାଉରକେଲା ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୨୦ରେ ପୁରୀ-ରାଉରକେଲା ମଧ୍ୟରେ ଟ୍ରାଏଲ ରନ୍‌। ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଅପରାହ୍ନ ୨ଟା ୧୦…
ଅଧିକ ଖବର ଦେଖନ୍ତୁ...

ସ୍କ୍ରବ୍ ଟାଇଫସରେ ଲାଗିପାରିନି ଲଗାମ: ସୁନ୍ଦରଗଡ଼ରେ ଆଜି ପୁଣି ୧୦ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୯୩କୁ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିଚାଲିଛି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଆଜି ପୁଣି ୧୦ ଚିହ୍ନଟ ହୋଇଛି। ଏହା ସହ ସଂଖ୍ୟା ୧୯୩ରେ ପହଞ୍ଚିଛି। ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

କଲେଜ ଯାଇ ପୁଅ ଆଉ ଘରକୁ ଫେରିଲାନି

ରାଉରକେଲା: କେଉଁ ବେଳାରେ ପାଦ କାଢ଼ି ପଦାକୁ ବାହାରିଥିଲେ ଯେ ଆଉ ଫେରିଲେନି ଘରକୁ। ଘର ଲୋକେ ଚାହିଁ ବସିଥିଲେ ପୁଅ ଘରକୁ ଫେରି ଆସିବ। କିନ୍ତୁ ଆଉ ସେମାନେ ଫେରିଲେନି। ମୃତ୍ୟୁ ଖବର ପାଇବା ପରେ ଘର ଲୋକେ ଦୌଡ଼ି ଆସିଥିଲେ ଡାକ୍ତରଖାନାକୁ। କିଏ ଡାକ୍ତରଖାନାର କାନ୍ଥରେ ମୁଣ୍ଡ ପିଟି…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତିରେ ଅଟକିଛି ରାଉରକେଲା-ଭଦ୍ରକ ଇଣ୍ଟରସିଟି: ରେଳମନ୍ତ୍ରୀଙ୍କୁ ଭେଟିଲା ପରେ ବି ଫଳ ଶୂନ

ରାଉରକେଲା: ରାଉରକେଲାରେ ବସବାସ କରୁଥିବା କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବରବାସୀଙ୍କ ଯାତାୟତର ସୁବିଧା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି ରାଉରକେଲା-ଭଦ୍ରକ ଇଣ୍ଟରସିଟି। ନିକଟରେ ଉତ୍ତର ଓଡ଼ିଶା ରେଳ ସମନ୍ବୟ ବିକାଶ ସମିତିର ପ୍ରତିନିଧି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ: ଆଜି ପୁଣି ୩ ରୋଗୀ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୧୮୩ରେ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସରେ ଲଗାମ ଲାଗିନି। ଗତକାଲି ୧୧ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୩ ଚିହ୍ନଟ ହୋଇଛି। ଏହା ସହ ସଂଖ୍ଯା ୧୮୩ରେ ପହଞ୍ଚିଛି। ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ତାପର ଠାରୁ…
ଅଧିକ ଖବର ଦେଖନ୍ତୁ...

ନାଳ ପାର ହେଲାବେଳେ ଭାସିଗଲେ ୩ ଯୁବକ: ୨ ବର୍ତ୍ତିଗଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଗତକାଲି ରାତି ୧୦ଟାରେ ସଦର ଥାନା କରମଡିହି ନିକଟ ଫଟାଟାଙ୍ଗର ଗାଁରେ ଘଟିଥିଲା ଅଘଟଣ। ୩ ଜଣ ଯୁବକ ବାଇକରେ ଭରା ନାଳ ପାର ହେଉଥିବାବେଳେ ଭାସିଗଲେ। କୌଣସିମତେ ୨ ଜଣ ପହଁରି ଚାଲି ଆସିଥିବାବେଳେ, ଜଣେ ନିଖୋଜ ହୋଇଯାଇଥିଲେ। ସାରା ରାତି ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀର କସରତ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ସୁନ୍ଦରଗଡ଼ ସହରରସ୍ଥିତି ବେହାଲ; ସିଡିଏମଓଙ୍କ ଅଫିସରେ ଆଣ୍ଠୁଏ ପାଣି

ସୁନ୍ଦରଗଡ଼: ୧୭ ତାରିଖ ସନ୍ଧ୍ୟାରେ ହୋଇଥିବା ଅବିଶ୍ରାନ୍ତ ବର୍ଷା ସୁନ୍ଦରଗଡ଼ ସହରରସ୍ଥିତିକୁ ବେହାଲ କରି ଦେଇଛି। ସିଡିଏମଓଙ୍କ ଅଫିସ ସମେତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣ୍ଠୁଏ ପାଣି ଭରି ରହିଥିବାବେଳେ ସହର ବହୁ ଗଳି ରାସ୍ତା ଜଳବନ୍ଦୀ ହୋଇପଡ଼ିଛି। ଏପରିକି ଗାନ୍ଧୀପଡ଼ା, ବିଜୟ ଟକିଜ ରୋଡ,…
ଅଧିକ ଖବର ଦେଖନ୍ତୁ...

କୋଇଲା ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ; ରାସ୍ତାରୋକ ପରେ ୩ ଲକ୍ଷ କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରି…

ସୁନ୍ଦରଗଡ଼: ରବିବାର ଅପରାହ୍ନ ୨ଟାରେ ହେମଗିର ଥାନା ଗର୍ଜନବାହାଲ ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଡିପିଏସ କମ୍ପାନିର ହାଇୱା (୧୬ଡି ୭୦୫୬) ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ମୃତକ ଡୁଡୁକାର ଅଜୟ ଭୋଏ (୩୫)। ଗାଡ଼ିଟି କୁଲଡା ଖଣିରୁ କୋଇଲା ନେଇ…
ଅଧିକ ଖବର ଦେଖନ୍ତୁ...