ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ପାଟକୁରା ନିର୍ବାଚନ : ସରିଲା ପ୍ରଚାର, ଦିନକ ପରେ ନେତାଙ୍କୁ ଭୋଟ୍‌ ଦେବେ ମତଦାତା

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଠାରେ ଦିନକ ପରେ ଅର୍ଥାତ ଜୁଲାଇ ୨୦ରେ ମତଦାନ ହେବ। ମୋଟ୍‌ ୩୦୯ଟି ବୁଥରେ ସକାଳ ୭ଟାରୁ ୨ ଲକ୍ଷ, ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍‌ ଦେବେ। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ: ରୋଡ୍‌ ସୋ’ରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାଇ ଓ ଭଉଣୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରି ବୁଧବାର ପୂର୍ବାହ୍ନରେ ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ବିଜେଡ଼ି ସଂଯୋଜକ ଭାବେ ଉତ୍କଳ କେଶରୀ ପରିଡ଼ାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେଡି ସଂଯୋଜକ ଭାବେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଶୁକ୍ରବାର ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ପରିଡ଼ା ଗତ ଏପ୍ରିଲରେ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ; ୨୪ରେ ଭୋଟ୍‌ ଗଣତି

ଭୁବନେଶ୍ୱର: ଜୁଲାଇ ୨୦ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ କରାଯିବ। ଜୁଲାଇ ୨୪ ତାରିଖ ଦିନ ଭୋଟ୍‌ ଗଣତି ହେବ। ପାଟକୁରା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍‌ଙ୍କ ପରଲୋକ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ କଂଗ୍ରେସ ସଂଘର୍ଷ: ପୁଲିସ ଗୁଳିରେ ୧୪ ବର୍ଷିୟ ବାଳକ ସମେତ ତିନି ଆହତ

କୋଲକାତା: ଶନିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ପଞ୍ଚସାୟାର୍‌ ଠାରେ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ବେଳେ ପୁଲିସ ଗୁଳି ଚଳାଇବାରୁ ଜଣେ ୧୪ ବର୍ଷିୟ ବାଳକଙ୍କ ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୫ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ଟି ସମେତ ମୋଟ ୬ ଆସନ ପାଇଁ ହେବ ଭୋଟ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୫ରେ ଖାଲିଥିବା ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ୬ଟି ଆସନ ମଧ୍ୟରୁ ଓଡ଼ିଶାର ୩ ଟି, ଗୁଜୁରାଟର ୨ଟି ଓ ବିହାରର ଗୋଟିଏ ଆସନ ଅନ୍ତର୍ଭୁକ୍ତ । ଓଡ଼ିଶାରେ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପକେଶରୀ ଦେବ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆର କଟୁକ୍ତିକୁ ଅଦାଲତ ବି ସାମ୍ନା କରୁଛନ୍ତି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ମାମଲାରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ସୋସିଆଲ ମିଡିଆର କଟୁକ୍ତିକୁ ଅଦାଲତ ମଧ୍ୟ ସାମ୍ନା କରୁଛନ୍ତି। ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ୨୦୧୯: ୬୧୦ ଦଳ ଚାଖି ପାରିଲେନି ବିଜୟ ସ୍ୱାଦ, ୫୩୦ ଦଳକୁ ଶୂନ ପ୍ରତିଶତ ଭୋଟ, ୩୭ଟି ଦଳକୁ ମିଳିଲା…

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ବିଭିନ୍ନ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ହୋଇଥିବା ବେଳେ ସମୁଦାୟ ୬୧୦ଟି ଆଞ୍ଚଳିକ ଓ କ୍ଷୁଦ୍ର ଦଳକୁ ଗୋଟିଏ ହେଲେ ବି ଆସନ ମିଳିନାହିଁ। ସେହିପରି ୫୩୦ଟି ଦଳ ଏଥର ନିର୍ବାଚନରେ ଶୂନ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଭାରତୀୟ ନିର୍ବାଚନ କମିସନ ଦେଇଥିବା ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ବିଧାନସଭା ଆସନ ଛାଡ଼ିଛନ୍ତି। ବିଜେପୁର ଆସନ ଛାଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ କଲେ ନିର୍ବାଚନ କମିସନ: ୨୦୧୯ ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟର୍‌ ଦେଇଛନ୍ତି ଭୋଟ୍‌

ନୂଆଦିଲ୍ଳୀ: ଭାରତୀୟ ନିର୍ବାଚନ କମିସନ ଶନିବାର ସ୍ପଷ୍ଟ ଭାବେ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟରମାନେ ମତଦାନ କରିଛନ୍ତି। ଇଭିଏମ୍‌ ଭୋଟ୍‌ ଓ ସମୁଦାୟ ଭୋଟ୍‌ ଠିକ୍‌ ଭାବେ ମେଳ ଖାଉନଥିବା ଅଭିଯୋଗ ଆସିବା ପରେ ଏହାର ଉତ୍ତରରେ ନିର୍ବାଚନ କମିସନ ଏପରି…
ଅଧିକ ଖବର ଦେଖନ୍ତୁ...