ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ୧୬ତମ ରାଉଣ୍ଡ୍‌ରେ ୧୭,୨୩୪ ଭୋଟରେ ଆଗରେ ବିଜେଡି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଷୋଡ଼ଶ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୭, ୨୩୪ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭୦୮୭ ଭୋଟରେ ଆଗୁଆ ରହିଥିଲା । ୧୫ ରାଉଣ୍ଡ ସୁଦ୍ଧା ବିଜେଡିକୁ ୮୪୩୭୧, ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ନବମ ରାଉଣ୍ଡ୍‌ରେ ବିଜେଡି ୫୩, ୭୩୨ ଭୋଟ୍‌ରେ ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ନବମ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୪୦୭୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୫୩୭୩୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୩୯୬୫୫ ଖଣ୍ଡ ଭୋଟ୍‌।…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ସପ୍ତମ ରାଉଣ୍ଡ୍‌ରେ ବିଜେଡି ୧୧, ୭୯୧ ଭୋଟ୍‌ରେ ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଷଷ୍ଠ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୧, ୭୯୧ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୪୨୦୩୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୩୦୨୪୬ ଖଣ୍ଡ ଭୋଟ୍‌।…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ଷଷ୍ଠ ରାଉଣ୍ଡ୍‌ରେ ବିଜେଡି ୩୬୬୧୨ ଭୋଟ୍‌ରେ ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଷଷ୍ଠ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୩୬୬୧୨ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୩୬୬୧୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୨୬୮୦୪୩ ଖଣ୍ଡ ଭୋଟ୍‌।…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ଚତୁର୍ଥ ରାଉଣ୍ଡ୍‌ରେ ବିଜେଡି ୭୪୩୧ ଭୋଟ୍‌ରେ ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଚତୁର୍ଥ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୭୪୩୧ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୨୫୨୧୪ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୧୭୭୮୩ ଖଣ୍ଡ ଭୋଟ୍‌।…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୨୯୨୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ସପକ୍ଷରେ ୬୭୩୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୩୮୦୮ ଖଣ୍ଡ ଭୋଟ୍‌। କଂଗ୍ରେସ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା: ବୁଧବାର ସକାଳ ୮: ୦୦ ବେଳେ କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ୍‌ ଗଣତିରେ ବାଲଟ୍‌ ଭୋଟ୍‌ ଗଣନା କରାଯାଉଛି। ଭୋଟ୍‌ ୩୦୯ଟି ବୁଥ୍‌ରେ ଗ୍ରହଣ କରାଯାଇଥିବା ଏହି ଭୋଟ୍‌ଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ପାଟକୁରା ନିର୍ବାଚନ ଫଳ: କ’ଣ କହିଲେ ବିଜେଡି-ବିଜେପି-କଂଗ୍ରେସ ନେତା ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ଫଳାଫଳ ବୁଧବାର ସନ୍ଧ୍ୟା ସୁଦ୍ଧା ଆସିବ। ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା କଲେଜରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ଣ ୮ଟାରୁ ମତଗଣନା ଆରମ୍ଭ ହେବ ଏବଂ ଏହା ଅପରାହ୍ଣ ୩ଟା ସୁଦ୍ଧା ଫଳଫଳ ବାହାର କରାଯିବାକୁ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ୭୨.୭୫ ପ୍ରତିଶତ ମତଦାନ

କେନ୍ଦ୍ରାପଡ଼ା: ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଥିବା ବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ରବିବାର ମିଳିଥିବା ସୂଚନା ଅନୁସାରେ ପାଟକୁରାରେ ୭୨.୭୫ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ସରିଲା ମତଦାନ, ଭୋଟିଂ ୭୦ ପ୍ରତିଶତ ଟପିଲା, ଫଳାଫଳ ପାଇଁ ୨୪କୁ ଅପେକ୍ଷା

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଏହା ଜାରି ଥିଲା। ୭୦ ପ୍ରତିଶତ ମତଦାନ ଅତିକ୍ରମ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର…
ଅଧିକ ଖବର ଦେଖନ୍ତୁ...