ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ସୋମବାର ସକାଳ ୭ଟାରୁ ମହାରାଷ୍ଟ୍ରର ୨୮୮ଟି ଓ ହରିୟାଣାର ୯୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ମତଦାତାଙ୍କ ମଧ୍ୟରେ ଅଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ନାଗପୁର ସେଣ୍ଟ୍ରାଲ୍‌ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେଇଛନ୍ତି ଆର୍‌ଏସ୍‌ଏସ୍‌ର ସର୍ସଘଂଚାଳକ ମୋହନ…
ଅଧିକ ଖବର ଦେଖନ୍ତୁ...

ରାତିପାହିଲେ ବିଜେପୁର ଉପନିର୍ବାଚନ; ମତଦାନ ପାଇଁ ହୋଇଛି ୨୮୫ଟି ବୁଥ୍‌

ବରଗଡ଼: ବିଜେପୁର ମତଦାନ ପାଇଁ ପ୍ରସ୍ତୁତ ହୋଇସାରିଛି। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ ସେ ନେଇ ଚର୍ଚ୍ଚା ଜୋରସୋର ଚାଲିଛି। ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ

ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ଲାଗି ପ୍ରଚାର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଲାଉମୁଣ୍ଡା ହେଲିପ୍ୟାଡ୍‌ରେ ପହଞ୍ଚି ପଥପ୍ରାନ୍ତ ସଭା ଆରମ୍ଭ କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହାଇଟେକ୍‌…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ ସମୟରେ ହୋଇପାରିବନି ଏକ୍‌ଜିଟ୍‌ ପୋଲ୍‌, ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ହରିଆଣା ଓ ମହାରାଷ୍ଟ୍ର ନିର୍ବାଚନ ସମୟରେ ଏକ୍‌ଜିଟ୍‌ ପୋଲ୍‌ ହୋଇପାରିବ ନାହିଁ। ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ସଂଧ୍ୟା ୬.୩୦ ମଧ୍ୟରେ ବାହୁଡ଼ା ମତ(ଏକ୍‌ଜିଟ୍‌ ପୋଲ୍‌) ହୋଇପାରିବ ନାହିଁ ବୋଲି ନିର୍ବାଚନ କମିସନ ସୂଚନା ଦେଇ କହିଛନ୍ତି। ୧୭ଟି ରାଜ୍ୟର ୫୧ଟି ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଉପ ନିର୍ବାଚନ ପାଇଁ ଓଡ଼ିଶା ସମେତ ୧୩ଟି ରାଜ୍ୟରୁ ୩୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଳୀ: ହେବାକୁ ଥିବା ଉପ ନିର୍ବାଚନ ପାଇଁ ଓଡ଼ିଶା ସମେତ ସମୁଦାୟ ୧୩ଟି ରାଜ୍ୟ ପାଇଁ ୩୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ମୁତାବକ, ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଆସାମ, ବିହାର, ଛତିଶଗଡ଼, ହିମାଚଳପ୍ରଦେଶ, କେରଳ,…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ଉପ ନିର୍ବାଚନ ୨୦୧୯: ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଲକ୍ଷ୍ନୌ: ଆସନ୍ତା ଉତ୍ତରପ୍ରଦେଶ ଉପ-ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍‌ସି) ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀମାନେ ହେଉଛନ୍ତି ଉମେଶ କୁମାର ଦିଓ୍ଵାକର, ସ୍ନେନ୍‌ ଲତା, କରିସ୍ମା ଠାକୁର, ସୁନୀଲ ମିଶ୍ର ଓ ରାଜମଙ୍ଗଲ ଯାଦବ। ଅଲ୍‌ ଇଣ୍ଡିଆ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି: ସୂଚନା ଦେଲେ ଏମ୍‌ସର ଡାକ୍ତରୀ ଦଳ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ଗତକାଲି ତାଙ୍କୁ ଦିଲ୍ଲୀର ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି…
ଅଧିକ ଖବର ଦେଖନ୍ତୁ...

ପାଟକୁରା ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ ଅଗ୍ରଓ୍ଵାଲ

ଭୁବନେଶ୍ୱର: ପାଟକୁରା ବିଧାୟିକା ଭାବେ ସାବିତ୍ରୀ ଅଗ୍ରଓ୍ଵାଲ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସୂଚନାଯୋଗ୍ୟ, ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ…
ଅଧିକ ଖବର ଦେଖନ୍ତୁ...

ପାଟକୁରା ନିର୍ବାଚନ: ବିଜୟୀ ପ୍ରାର୍ଥୀ ସାବିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ନବୀନ ଲେଖିଛନ୍ତି, ପାଟକୁରାରେ ବିଜେଡିକୁ ବିପୁଳ ଜନମତ ମିଳିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଓଡ଼ିଶାକୁ ଏକ ସମୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ପାଟକୁରାରେ ଶଙ୍ଖନାଦ, ରାଜଧାନୀରେ ଉତ୍ସବ: ବିଶାଳ ଶୋଭାଯାତ୍ରା କରି ଦଳ ସୁପ୍ରିମୋ ନବୀନଙ୍କୁ ଶୁଭେଚ୍ଛା ଜଣାଇବେ ଦଳୀୟ…

ପାଟକୁରା: ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ବିଜୟିନୀ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବିଜୟ ଉତ୍ସବ ମନାଇବ ବିଜେଡି। ବିଜୟ ଖୁସିରେ ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦଳୀୟ ନେତା ଓ କର୍ମୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...