ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ତାମିଲନାଡୁରେ କଂଗ୍ରେସ – ଡିଏମକେ ମେଣ୍ଟ

ଚେନ୍ନାଇ : ଗତକାଲି ଏଆଇଡିଏମକେ ସହ ବିଜେପି ମେଣ୍ଟ କରିବା ପରେ ଆଜି କଂଗ୍ରେସ ଓ ଡିଏମକେ ମେଣ୍ଟ ଘୋଷଣା କରିଛନ୍ତି । ଉଭୟ ଦଳ ପୂର୍ବରୁ ଏ ନେଇ ନିଷ୍ପତ୍ତି ନେଇସାରିଥିଲେ, କେବଳ ଆନୁଷ୍ଠାନିକ ଘୋଷଣା ବାକିଥିଲା । ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କଂଗ୍ରେସ ତାମିଲନାଡୁରେ ୯ଟି ଓ…
ଅଧିକ ଖବର ଦେଖନ୍ତୁ...

ଯୋଗୀ ମିଛୁଆ, ‘କାଳିଆ’ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁନି: ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡି ମୁଖପାତ୍ର ପ୍ରତାପ ଦେବ କଡ଼ା ଜବାବ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଯୋଗୀଙ୍କ ଟାର୍ଗେଟ ପ୍ରସଙ୍ଗରେ ପ୍ରତାପ ଦେବ କହିଛନ୍ତି, କାଳିଆ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁ ନାହିଁ। ରାଜ୍ୟ ସରକାର ‘ଡିବିଟି’…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପୁଲଓ୍ଵାମା ଆକ୍ରମଣର ଜବାବ ମିଳିବ: ଯୋଗୀ ଆଦିତ୍ୟନାଥ

ଖୋର୍ଦ୍ଧା: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତ୍ତା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ପାକିସ୍ତାନ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ…

ଭବାନୀପାଟଣା: ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଛତିଶଗଡ଼ ରାଜଧାନୀ ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚି କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ…
ଅଧିକ ଖବର ଦେଖନ୍ତୁ...

ଶିବସେନାର ପ୍ରାର୍ଥୀମାନଙ୍କୁ ପରାଜିତ କରିବା ଏକ ମାତ୍ର ଲକ୍ଷ୍ୟ: ନାରାୟଣ ରାଣେ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟସଭା ସାଂସଦ ନାରାୟଣ ରାଣେ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା-ଶିବସେନା ମେଣ୍ଟ ହେବାଯୋଗୁଁ କ୍ଷୁବ୍ଧ ହୋଇଛନ୍ତି। ଏହାର ପ୍ରତିବାଦରେ ସେ ସାରା ମହାରାଷ୍ଟ୍ରରେ ଯେଉଁସବୁ ଲୋକସଭା ଆସନରେ ଶିବସେନା…
ଅଧିକ ଖବର ଦେଖନ୍ତୁ...

ଶିବସେନାର କୌଣସି ନେତାଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାଁନ୍ତି ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ଭାଜପା) ଓ ଶିବସେନା ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହେବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମେଣ୍ଟର ଅସଲ କାରଣ ସଂପର୍କରେ ଖୁୂଲାସା କରିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ଏନଡିଏ ସହଯୋଗୀମାନଙ୍କ ସହିତ ବ୍ୟବହାରରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ନୂଆ ଦାୟିତ୍ୱ: ବରଗଡ଼-ଦେବଗଡ଼ ପର୍ଯ୍ୟବେକ୍ଷକ ହେଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ବରଗଡ଼ ସହ ଦେବଗଡ଼ର ପର୍ଯ୍ୟବେକ୍ଷକ ଭାବରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି। ରବି ପାଣିଙ୍କୁ ଝାରସୁଗୁଡ଼ା ସହ ସମ୍ବଲପୁର ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦେବାଶିଷ ମଲ୍ଲିକ ଓ ସିଦ୍ଧାର୍ଥ ଦାସଙ୍କୁ ବିଜେଡି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...