ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

କିଏ ହେବେ ରାଜନଗରର ରାଜା? : କଂଗ୍ରେସର ତାଲିକାରେ ଜଣେ, ବିଜେଡିରୁ ଏକାଧିକ ଆଶାୟୀ, ବିଜେପିରେ ଅନ୍ତଃକନ୍ଦଳ ତେଜୁଛି

ରାଜନଗର, (ସୂର୍ଯ୍ୟନାରାୟଣ ଲେଙ୍କା) ଉପକୂଳ ଓଡିଶାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନଗର । ପ୍ରବାଦପୁରୁଷ ବିଜୁବାବୁଙ୍କୁ ରାଜନୈତିକ ଜୀବନ୍ୟାସ ଦେଇଥିଲା ରାଜନଗର। ରାଜନଗରର ଭୁମିପୁତ୍ର ନଳୀନକାନ୍ତ ମହାନ୍ତି ଏଠାରୁ ସାତ ସାତ ଥର କ୍ରମାଗତ ଭାବେ ବିଧାନସଭାକୁ ଯାଇଥିଲେ। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଜଟଣୀ ଆସନ : କିଏ ପ୍ରାର୍ଥୀ, ତା’ ଉପରେ ଭୋଟରଙ୍କ ନଜର

ଖୋର୍ଦ୍ଧା, (ଲମ୍ବୋଦର ପ୍ରସାଦ ଦାଶ): ରାଜଧାନୀ ଭୁବନେଶ୍ବର ଉପକଣ୍ଠର ପଡୋଶୀ ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ସ୍ବାଭାବିକ ଭାବେ ଏହି ନିର୍ବାଚନମଣ୍ଡଳୀ ଉପରେ ରାଜ୍ୟ ରାଜନୀତିର ନଜର ଥାଏ। ଗୁରୁତ୍ବପୂର୍ଣ୍ଣ ଏହି ଆସନରେ ଏଥର ନିର୍ବାଚନ ବେଶ୍ ସରଗରମ ହେବ। ସ୍ଥିତି ଏମିତି ଯେ ବିଜେଡି-ବିଜେପି ଓ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ : ବଦଳିଗଲା ଗଣିତ, ବିଜେଡି ଶିବିରରେ କଂଗ୍ରେସ ନେତା

ରାଉରକେଲା, (ରଶ୍ମିରଂଜନ ମୁଦୁଲି): ଲଗାତର ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିଥିଲା ସୁନ୍ଦରଗଡ ବିଧାନସଭା ଆସନରେ। ହେେଲ ନିର୍ବାଚନ ପୂର୍ବରୁ କେଂଗ୍ରସ ବିଧାୟକ ବିେଜଡି ମୁହାଁ ହେବା ପରେ ନିର୍ବାଚନ ଗଣିତ ଓଲଟପାଲଟ ହୋଇଯାଇଛି। ଯଦି ଯୋଗେଶଙ୍କୁ ସହୃଦୟତାର ସହିତ ବିଜେଡି…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ : କଡ଼ା ଟକ୍କର ପାଇଁ ବାଟ ଖୋଲୁଛି

କେନ୍ଦୁଝର, (ସୁବ୍ରତ ସ୍ବାଇଁ): କେନ୍ଦୁଝର ବିଧାନସଭା ଆସନ ୨୦୦୯ରୁ ଲଗାତାର ଭାବେ ବିେଜଡି ହାତରେ ଅଛି। ଏହା ପୂର୍ବରୁ ବିେଜପି ଏହି ଆସନକୁ ଦଖଲରେ ରଖିଥିଲା। ୨୦୧୯ ନିର୍ବାଚନରେ ଏହି ଆସନ କାହା ହାତକୁ ଯିବ, ତାହାକୁ ନେଇ ଏବେ ଜିଲ୍ଲା ରାଜନୀତିରେ ଚର୍ଚ୍ଚା େଜାର ଧରିଛି। କେନ୍ଦୁଝର ସଦର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ : ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସରେ ଦ୍ବନ୍ଦ୍ବ

ବାଲେଶ୍ବର : ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ସବୁବେଳେ ଏକ ଗୁରୁତ୍ବ ବହନ କରି ଆସିଛି। ଅଣକଂଗ୍ରେସର ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ ଗତ ୧୦ ବର୍ଷ ହେଲା ବିଜୁ ଜନତା ଦଳ ଅକ୍ତିଆରରେ ଅଛି। ତେବେ ଅଧିକାଂଶ…
ଅଧିକ ଖବର ଦେଖନ୍ତୁ...

ୟୁପିରେ ଅଖିଳେଶ-ପ୍ରିୟଙ୍କା ସିଧା ଲଢ଼େଇ: ୨୦ ଆସନ ପାଇଁ ପ୍ରିୟଙ୍କାଙ୍କ ସ୍ବତନ୍ତ୍ର ରଣନୀତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ସପା) ଏବଂ ବହୁଜନ ସମାଜ ପାର୍ଟି (ବସପା) ଚୂଡ଼ାନ୍ତ ଆସନ ବଣ୍ଟନ ସ୍ଥିତି ଘୋଷଣା କରିବା ପରେ ଏବେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ସପା ୩୭ ଏବଂ ବସପା ୩୮ ଆସନରେ ଲଢ଼ିବାକୁ ଘୋଷଣା କରିଥିବା ବେଳେ ସପାକୁ ମିଳିଥିବା ଅଧିକାଂଶ ଆସନରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଏବେ ଗୋଟିଏ ଚର୍ଚ୍ଚା : କାହାକୁ ମିଳିବ ଏମପି ଟିକେଟ୍ ?

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଏବେ ଗୋଟିଏ ଚର୍ଚ୍ଚା-କାହାକୁ ମିଳିବ ଏମପି ଟିକେଟ୍ । ଚର୍ଚ୍ଚା ହେଉଛି ୨୦୧୯ ନିର୍ବାଚନରେ ବିଜେଡି ଅଧାରୁ ଅଧିକ ସଂସଦୀୟ କ୍ଷେତ୍ରରେ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ଯାଉଛି । ଅର୍ଥାତ୍ ବର୍ତମାନ ବିଜେଡି ଟିକେଟରୁ ସାଂସଦ ବନିଥିବା…
ଅଧିକ ଖବର ଦେଖନ୍ତୁ...

ଆସନ ବୁଝାମଣା: ଭୁବନେଶ୍ୱର ଲୋକସଭା ଆସନ ସିପିଏମକୁ ଛାଡ଼ିପାରେ କଂଗ୍ରେସ

ଭୁବନେଶ୍ୱର( ସୁବ୍ରତ ଦାସ) : ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆସନ ବୁଝାମଣା କ୍ରମରେ ସି.ପି.ଏମ୍‌କୁ ଛାଡି ଦେଇପାରେ। ଏହି ମର୍ମରେ ସି.ପି.ଏମ୍‌ ପକ୍ଷରୁ କଂଗ୍ରେସକୁ ପ୍ରସ୍ତାବ ଦିଆଯାଇଛି। ବରିଷ୍ଠ ସି.ପି.ଏମ୍‌ ନେତା ଜନାର୍ଦ୍ଦନ ପତି ‘ସମ୍ବାଦ…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ ଦାୟୀ କଲେ ଶାହା : ସର୍ଦ୍ଦାର ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଆଜି…

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଛାତିଥରା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଆଉ ଏହାରି ଭିତରେ ଘଟଣାକୁ ନେଇ ବିଜେପି ଓ…
ଅଧିକ ଖବର ଦେଖନ୍ତୁ...

କାହା ଦଖଲକୁ ଯିବ ‘ପାରାଦୀପ’ ଗଡ଼?

ଜଗତସିଂହପୁର, (ସନ୍ଦୀପ ଲେଙ୍କା): ବନ୍ଦର ଏବଂ ଶିଳ୍ପ ପାଇଁ ଗୁରୁତ୍ୱ ରଖୁଥିବା ପାରାଦୀପ, ୨୦୧୯ ସାଧାରଣ ନିର୍ବାଚନରେ କାହା ଦଖଲକୁ ଯିବ? ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ, ଏବେ ଏ ପ୍ରଶ୍ନ ରାଜନୀତିରେ ରୁଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନକୁ…
ଅଧିକ ଖବର ଦେଖନ୍ତୁ...