ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ତାଳଚେର ବିଧାନସଭା କ୍ଷେତ୍ର : ତିନି ଦଳରେ ଗୋଷ୍ଠୀ ବିବାଦ

ଅନୁଗୁଳ, (ରତ୍ନାକର ଭୋଇ): ଗୋଷ୍ଠୀ ବିବାଦ ତାଳଚେର ବିଧାନସଭା ଆସନରେ ସବୁ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ େହଲାଣି। ବିବାଦକୁ ଯିଏ ତୁଟାଇ ପାରିବ, ଅସନ୍ତୁଷ୍ଟଙ୍କୁ ନିଜ ଆଡକୁ ଟାଣିବ, ତା ପାଇଁ ଏହି ଆସନ ସହଜ େହବ େବାଲି ଏବେଠାରୁ ରାଜନୈତିକ ମହଲ ପୂର୍ବାନୁମାନ କଲେଣି। ୨୦୦୯ରେ…
ଅଧିକ ଖବର ଦେଖନ୍ତୁ...

ଘଡ଼ାଇ ପୁଅଙ୍କୁ ମୁକାବିଲା ପାଇଁ ସଜବାଜ

ଯାଜପୁର, (ସଂଗ୍ରାମ ସିଂହ): ଉଭୟ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ବ ବହନ କରେ। ହେଲେ ୨୦୧୯ ସାଧାରଣ ନିର୍ବାଚନ ତିନିଟି ପ୍ରମୁଖ ଦଳ ବିେଜଡି, କେଂଗ୍ରସ ଓ ବିେଜପି ପାଇଁ ଅଗ୍ନିପରୀକ୍ଷା ସଦୃଶ େହଲାଣି। ଗୋଷ୍ଠୀ କନ୍ଦଳ,…
ଅଧିକ ଖବର ଦେଖନ୍ତୁ...

ଭଣ୍ଡାରିପୋଖରୀ : ପ୍ରାର୍ଥୀଙ୍କ ଉପରେ ସଭିଁଙ୍କ ନଜର

ଭଦ୍ରକ, (ହରିହର ନାୟକ): ଧୀରେ ଧୀରେ ଉଷ୍ମ ହେଲାଣି ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର। ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ଟିକେ ଅଧିକ। କାରଣ ଏଠାରେ ଏବେ ବିଜେଡି ଦଳର ପ୍ରତିନିଧିତ୍ବ କରୁଛନ୍ତି ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ପ୍ରଫୁଲ୍ଲ ବାବୁ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଧାନସଭା କ୍ଷେତ୍ର : ସ୍ଥିତି ଜଟିଳ, ଚିତ୍ର ଅସ୍ପଷ୍ଟ

ବ୍ରହ୍ମପୁର (ପ୍ରଦୀପ ସାହୁ): ବିଜେଡି, ବିେଜପି ଏବଂ କଂଗ୍ରେସ ତିନି ପ୍ରମୁଖ ଦଳରେ ବଢିବାରେ ଲାଗିଛି ଆଶାୟୀଙ୍କ ସଂଖ୍ୟା। ଏମିତି େଯ କିଏ େକଉଁ ଦଳରୁ ପ୍ରାର୍ଥୀ ହେବେ ସେହି ଚିତ୍ର ଅଦ୍ୟାବଧି ଅସ୍ପଷ୍ଟ ରହିଛି। ଏଥିସହିତ ବ୍ରହ୍ମପୁର ବିଧାନସଭା ଆସନକୁ ନେଇ ରାଜନୈତିକ ଉଷ୍ମତା େଯତିକି…
ଅଧିକ ଖବର ଦେଖନ୍ତୁ...

ବିଜେଡି ମୁଖପାତ୍ରଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ଭୁବନେଶ୍ବର : ବିଜୁ ଜନତା ଦଳର ମୁଖପାତ୍ର ଭାବେ ଲେନିନ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ସେହିପରି ସୁଶାନ୍ତ ଚୌଧୁରୀଙ୍କୁ ରାଜ୍ୟ ସମ୍ପାଦକ ପଦବି ସହ ନବରଙ୍ଗୁପର ଜିଲ୍ଲା ଉମରକୋଟ୍ ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଗୁରୁବାର ବିଜେଡି ସଭାପତି ତଥା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରିଚାଳନା ଟିମ୍‌ ଘୋଷଣା କଲା ଏଆଇସିସି

ନୂଆଦିଲ୍ଲୀ : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି, ମିଡିଆ ସମନ୍ବୟ କମିଟି ଓ ନିର୍ବାଚନ ପରିଚାଳନା ଟିମ୍‌ ଘୋଷଣା କରାଯାଇଛି। ୬ ଜଣିଆ ପ୍ରଚାର କମିଟିରେ ବିଶ୍ବଜିତ ଦାସ, କହ୍ନେଇ ଚରଣ ସେଠୀ, ନିରୋଦ କୁମାର ଖୁଣ୍ଟିଆ, ମନୋଜ କୁମାର ଜେନା, କୈଳାଶ ଚନ୍ଦ୍ର ସାହୁ ଓ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣୀ ଗଜପତି ବିଜେଡିକୁ ଯିବେ!

ପାରଳାଖେମୁଣ୍ତି : ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ଏ ମାସ ଶେଷ ଆଡ଼କୁ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେବେ। ପୁଣି ତ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ରାଜକୁମାରୀ କଲ୍ୟାଣୀଙ୍କ ନିକଟତମ ରାଜନୈତିକ ପରାମର୍ଶଦାତାଙ୍କ ମହଲରୁ ଏହା ଶୁଣିବାକୁ ମିଳୁଛି। ଏପରିକି, ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏସପି-ବିଏସପି ମଧ୍ୟରେ ଆସନ ବୁଝାମଣା

ଲକ୍ଷ୍ନୌ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ଉତ୍ତରପ୍ରଦେଶରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ସେନା ଟଣାଓଟରା

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି-ଶିବସେନା ଲୋକଭା ନିର୍ବାଚନ ପାଇଁ ମେଣ୍ଟ ଗଠନ କରିବାର ଦୁଇ ଦିନ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୁଣି ବିବାଦ ତୀବ୍ର ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଅଧିକ ଆସନରେ ବିଜୟୀ ହେବ, ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି…
ଅଧିକ ଖବର ଦେଖନ୍ତୁ...

କ˚ଗ୍ରେସରେ ଯୋଗଦେଲେ ବିଜେଡ଼ି ନେତା

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ପ୍ରଭାକର ନାୟକ ତାଙ୍କର ସମର୍ଥକମାନଙ୍କ ସହ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତିି। ସେମାନଙ୍କୁ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବ ଅବସରରେ…
ଅଧିକ ଖବର ଦେଖନ୍ତୁ...