ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ମୋଦୀ କ୍ୟାବିନେଟ୍‌ରୁ ଓହରିଲା ଜେଡିୟୁ, ଗୋଟିଏ ମନ୍ତ୍ରୀ ପଦ ଗ୍ରହଣ କଲାନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହୋଇନାହିଁ। ନୀତୀଶ କୁମାରଙ୍କ ଜେଡିୟୁ ୧୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଏହାକୁ ଅନ୍ତତଃ ୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଥିଲା। ତେବେ ଆଜି ବିଜେପି ତା’ର ନିଷ୍ପତ୍ତିରେ ପରିବର୍ତ୍ତନ ଆଣି…
ଅଧିକ ଖବର ଦେଖନ୍ତୁ...

ମୋଦୀ କ୍ୟାବିନେଟର ୧୦ ପ୍ରଭାବଶାଳୀ ମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଗ୍ରହଣ ସରିଛି। ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ୫୮ ମନ୍ତ୍ରୀ ରହିଥିବା ବେଳେ ୨୪ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଯେଉଁ ୧୦ ଜଣ ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାର-୨ : ଶପଥ ନେଲେ ୫୮ ମନ୍ତ୍ରୀ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାର-୨ : ଶପଥ ନେଲେ ୨୪ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମୋଦୀ କ୍ୟାବିନେଟରେ ପୁଣି ସ୍ଥାନ ପାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର( ସୁବ୍ରତ ଦାସ) : ନରେନ୍ଦ୍ର ମୋଦୀଙ୍କ ପୂର୍ବବର୍ତ୍ତୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସଦସ୍ୟ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରର ୨ୟ ପର୍ଯ୍ୟାୟ : ଅରୁଣ ଜେଟଲୀ, ସୁଷମା ସ୍ୱରାଜଙ୍କ ଯୁଗ ଶେଷ

ନୂଆଦିଲ୍ଲୀ : କ୍ରମାଗତ ୨ୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ଶପଥ ଗ୍ରହଣ (ଲାଇଭ ଦେଖନ୍ତୁ) : ମନ୍ତ୍ରୀ ହେବେନି ସୁଷମା, ଗୋଟିଏ ମନ୍ତ୍ରୀପଦ ମିଳିବାରୁ ଜେଡିୟୁ…

ନୂଆଦିଲ୍ଲୀ : ମୋଦି ସରକାର ଆଜି ଶପଥ ଗ୍ରହଣ କରୁଥିବାବେଳେ ମୂଳରୁ ହିଁ ବିବାଦ ଦେଖାଦେଇଛି । ବରିଷ୍ଠ ବିଜେପି ନେତା ସୁଷମା ସ୍ୱରାଜ ମଧ୍ୟ ଖରାପ ସ୍ୱାସ୍ଥ୍ୟ କାରଣରୁ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନାହିଁ । ଏନଡିଏର ସହଯୋଗୀ ଦଳ ଜେଡିୟୁକୁ ମାତ୍ର ଗୋଟିଏ ମନ୍ତ୍ରୀପଦ ମିଳିଥିବାରୁ ଶପଥ…
ଅଧିକ ଖବର ଦେଖନ୍ତୁ...

ଶପଥ ନେବେ ମୋଦି: ସୁରକ୍ଷା ବଳୟ ଭିତରେ ଜାତୀୟ ରାଜଧାନୀ, ସମ୍ବେଦନଶୀଳ ସ୍ଥାନରେ ସାର୍ପସୁଟର ମୁତୟନ

ନୂଆଦିଲ୍ଳୀ: ଆଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୮ ହଜାର ଅତିଥିଙ୍କ ଗହଣରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ୮ ହଜାର ଅତିଥିଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଶପଥ ଗ୍ରହଣ ଆଜି:୮ ହଜାର ଅତିଥି, ଭବ୍ୟ ଆୟୋଜନ

ଅବଦୁଲ ହମିଦ, ବାଂଲାଦେଶ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ଶ୍ରୀଲଙ୍କା ରାଷ୍ଟ୍ରପତି ସୋର୍‌ନୋବେ ଜିନ୍‌ବେକୋଭ୍‌, କିର୍‌ଗିଜ୍‌ ରିପବ୍ଲିକ୍‌ ରାଷ୍ଟ୍ରପତି ୟୁ ୱିନ୍‌ ମିନ୍ତ, ମ୍ୟାମାର୍‌ ରାଷ୍ଟ୍ରପତି ପି.କେ. ଜଗନ୍ନାଥ, ମରିସସ୍‌ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ନେପାଳ…
ଅଧିକ ଖବର ଦେଖନ୍ତୁ...

୨ ଜଣ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌

ସଂସଦ ଭବନକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଯାଇଥିବା ୨ ଜଣ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌ ଏବେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ବଙ୍ଗଳା ଅଭିନେତ୍ରୀ ସଂସଦ ଭବନରେ ସେମାନଙ୍କ ପ୍ରଥମ ଦିନ ବେଶ୍‌ ସ୍ମରଣୀୟ ଥିଲା ବୋଲି କହିଛନ୍ତି।
ଅଧିକ ଖବର ଦେଖନ୍ତୁ...