ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଦେଢ଼ କୋଟି ଠକେଇର ଶିକାର ହେଲେ ବିବେକ ଓବରାୟ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିବେକ ଓବରାୟ ୧ କୋଟି ୫୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ନିବେଶ କରିବା ଏବଂ ସିନେମା ‌ପ୍ରଯୋଜନା କରି ଭଲ ଲାଭ ପାଇବା ଆଶା ଦେଖାଇ ୩ ଜଣ ବ୍ୟକ୍ତି ତାଙ୍କ ଠାରୁ ଏହି ଟଙ୍କା ନେଇଛନ୍ତି। କିନ୍ତୁ ଅଭିଯୁକ୍ତମାନେ ସେହି ଟଙ୍କାକୁ ନିଜେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଖଡ଼ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୮୧ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ବିଟ୍‌ କରି କହିଛନ୍ତି, ‘ମଲ୍ଲିକାର୍ଜୁନ ଖଡ଼ଗେଜୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା। ଖଡ଼ଗେଙ୍କ ସୁସ୍ଥ ଏବଂ ଦୀର୍ଘାୟୁ…
ଅଧିକ ଖବର ଦେଖନ୍ତୁ...

ପିଏସିଏସ୍‌ ଦ୍ବାରା ସିଏସ୍‌ସି ସେବା ଆରମ୍ଭ, କନକ୍ଲେଭ ଉଦ୍‌ଘାଟନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌) ଦ୍ୱାରା ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଲାଇନ୍‌କୁ ରାସ୍ତା ଭାବି କାର୍‌ ଚଳାଇଲେ ନିଶାସକ୍ତ ବ୍ୟକ୍ତି

ତିରୁଅନନ୍ତପୁରମ : କେରଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଶାରେ ଚୁର୍‌ ଥିବା ଜଣେ ବ୍ୟକ୍ତି ରେଳ ଧାରଣାରେ କାର୍‌ ଚଳାଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ନାମ ଜୟପ୍ରକାଶ ଏବଂ ତାଙ୍କ ଘର ଅଞ୍ଜରାକାଣ୍ଡି ଅଞ୍ଚଳରେ। କନ୍ନୁର ସିଟି ପୁଲିସ ତାଙ୍କୁ ଗିରଫ କରିଛି। ଉକ୍ତ ଘଟଣାର ଭିଡିଓ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବାବ୍ୟକ୍ତି ଗିରଫ, ବନ୍ଧୁକ ଓ ଛୁରି ଜବତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳିଘାଟ ବାସଭବନକୁ ପ୍ରବେଶ କରିବାପାଇଁ ଉଦ୍ୟମ କରୁଥିବା‌ ଜଣେ ବ୍ୟକ୍ତିକୁ ଶୁକ୍ରବାର ଦିନ କୋଲକାତା ପୁଲିସ ଗିରଫ କରିଛି। କୋଲକାତା ପୁଲିସ କମିସନର ବିନୀତ ଗୋୟଲ କହିଛନ୍ତି, ବାନାର୍ଜୀଙ୍କ ବାସଭବନ ନିକଟସ୍ଥ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ୪୧ଜଣଙ୍କ ପରିଚୟ ମିଳୁନି, ଏମ୍‌ସରେ ପଡ଼ିରହିଛି ଶବ

ନୂ୍ଆଦିଲ୍ଲୀ : ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ୨୯୫ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୧୭୬ ଯାତ୍ରୀ ଗୁରୁତର ଆହତ, ୪୫୧ ଜଣ ସାମାନ୍ୟ ଆହତ ଏବଂ ୧୮୦ ଜଣ ଯାତ୍ରୀ ଫାଷ୍ଟ-ଏଡ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି। ରାଜ୍ୟସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ପନ୍ନୁ ଟାର୍ଗେଟରେ ଶାହ, ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକାରୁ ନେଟ୍‌ୱର୍କ ଚଳାଇଥିବା ଆତଙ୍କବାଦୀ ଜି ଏସ୍‌ ପନ୍ନୁର ଟାର୍ଗେଟ୍‌ରେ ଏବେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର। ବେଆଇନ ଘୋଷିତ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଜେଏଫ୍‌) ପାଇଁ କାର୍ଯ୍ୟ କରୁଥିବା ପନ୍ନୁ ଉପରୋକ୍ତ ଦୁଇ…
ଅଧିକ ଖବର ଦେଖନ୍ତୁ...

ହତଭାଗ୍ୟ କାରଗିଲ୍‌ ଯୋଦ୍ଧା: ସ୍ବାମୀ ଦେଶକୁ ସୁରକ୍ଷା ଦେଲେ, ମଣିପୁରରେ ସ୍ତ୍ରୀଙ୍କୁ ସୁରକ୍ଷା ମିଳିଲାନି

ଇମ୍ଫାଲ : ମଣିପୁରର କାଙ୍ଗପୋକପି‌ରେ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବା ଭିଡିଓ ଭାଇରାଲ୍‌ ହେବାପରେ ରାଜ୍ୟ ପୁଲିସର ଅପାରଗତା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିବା ଜଣେ ପୀଡ଼ିତାଙ୍କ ସ୍ବାମୀ ଜ‌ଣେ ଅବସରପ୍ରାପ୍ତ ସେନା ଯବାନ।…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧିଙ୍କ ମାମଲାର ଶୁଣାଣିରୁ ଓହରିବାକୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ବିଆର୍‌ ଗୱାଇ ଆଜି ରାହୁଲ ଗାନ୍ଧିଙ୍କ ମାମଲାରୁ ଓହରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାମଲା ଶୁଣାଣି ‌ବେଳେ ସେ କହିଥିଲେ ମୋ’ ବାପା କଂଗ୍ରେସ ସହିତ ଜଡ଼ିତ ଥିଲେ। ସେ ଯଦିଓ କଂଗ୍ରେସର ସଭ୍ୟ ନଥିଲେ କିନ୍ତୁ ଦଳ ସହିତ ତାଙ୍କର ନିବିଡ଼ ସଂପର୍କ…
ଅଧିକ ଖବର ଦେଖନ୍ତୁ...

‘ପଶ୍ଚିମବଙ୍ଗରେ ମଧ୍ୟ ମଣିପୁର ସ୍ଥିତି’: ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଲକେଟ ଚାଟାର୍ଜୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମବଙ୍ଗ ବିଜେପି ବିଧାୟିକା ଲକେଟ୍‌ ଚାଟାର୍ଜୀ କାନ୍ଦି ପକାଇଛନ୍ତି। ଲକେଟ ଚାଟାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗରେ ମଧ୍ୟ ମଣିପୁର ଭଳି ସ୍ଥିତି ଉପୁଜିଛି। ଲକେଟ ଚାଟାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ…
ଅଧିକ ଖବର ଦେଖନ୍ତୁ...