ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ହନି ଟ୍ରାପ୍‌ର ତାଲିମ କେନ୍ଦ୍ର ରାୱଲପିଣ୍ଡି, ତାଲିମ ଦେଉଛି ଆଇଏସ୍‌ଆଇ

ରାୱଲପିଣ୍ଡି : ପୁଣେସ୍ଥିତ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ)ର ବୈଜ୍ଞାନିକ ପ୍ରଦୀପ କୁରୁଲକର ଜଣେ ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସି ଦେଶର ପ୍ରତିରକ୍ଷା ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶତ୍ରୁ ଦେଶକୁ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ଭଳି ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ବେହାଲ ଉତ୍ତର ଭାରତ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନି ଓ ରବିବାର ପ୍ରବଳ ବର୍ଷା ହେବା ସହ ଦିଲ୍ଲୀ ୪୦ ବର୍ଷ ରେକର୍ଡ ଭାଙ୍ଗିଛି। ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ମାତିଲେ ଖଲିସ୍ତାନୀ, କାନା‌ଡ଼ାରେ ଖଲିସ୍ତାନୀ ସପକ୍ଷବାଦୀ ଓ ଭାରତୀୟ ସମୁଦାୟ ମୁହାଁମୁହିଁ

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହାକୁ ବିରୋଧ କରି ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ କାନାଡାରେ ଖାଲିସ୍ତାନୀ ସମର୍ଥକମାନେ ଗତକାଲି ‘କିଲ୍ ଇଣ୍ଡିଆ ରାଲି’ର ଆୟୋଜନ କରିଥିଲେ। ଏହି ରୢାଲି ସମୟରେ ଖଲିସ୍ତାନୀ ଗୋଷ୍ଠୀ ହିଂସା…
ଅଧିକ ଖବର ଦେଖନ୍ତୁ...

ରାହୁଲ କେଟିଏମ୍ ୩୯୦ ବାଇକ୍‌ ରଖିଛନ୍ତି, କିନ୍ତୁ ଚଲାଇ ପାରୁନାହାନ୍ତି

ନୂଆଦିଲ୍ଲୀ: ଦିଲ୍ଲୀର କରୋଲ ବାଗର ବାଇକର୍ସ ମାର୍କେଟରେ ମୋଟର ସାଇକଲ ମେକାନିକ୍‌ମାନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତମାସ ୨୭ ତାରିଖରେ ସମୟ ବିତାଇଥିଲେ। ମେକାନିକମାନଙ୍କୁ ବାଇକ ସଜାଡ଼ିବା ସଂପର୍କରେ ପଚାରି ବୁଝିବା ସହିତ ସେମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଆଉ ଜଣେ ତୃଣମୂଳ କର୍ମୀ ନିହତ

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ବି ନିର୍ବାଚନୀ ହିଂସା ବନ୍ଦ ହୋଇନାହିଁ। ଶନିବାର ରାତିରେ ମାଲଦାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ଫଳରେ ନିର୍ବାଚନୀ ହିଂସାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ମୃତକ ଜଣକ ହେଉଛନ୍ତି ମାତିଉର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁର ପୁଞ୍ଚରେ ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଯବାନ

ପୁଞ୍ଚ: ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଶନିବାର ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍‌) ଆସି ଦୁଇ ଜଣ ଯବାନଙ୍କୁ ଭସାଇ ନେଇଥିଲା। ଉଭୟଙ୍କର ଶବ ରବିବାର ଉଦ୍ଧାର କରାଯାଇଥିବା ପୁଲିସ ପ୍ରକାଶ କରିଛି। ଶନିବାର ସେନା କର୍ମଚାରୀମାନେ ସୁରନକୋଟ ଅଞ୍ଚଳରେ ଡୋଗ୍ରା ନାଲା…
ଅଧିକ ଖବର ଦେଖନ୍ତୁ...

କଠିନ ଜୀବନଯାତ୍ରା ଓ ଜେଲ ପରେ ପାକିସ୍ତାନର ସୀମାଙ୍କ ପାଇଁ ଫେରିଲା ଖୁସି

ନୂଆଦିଲ୍ଲୀ ପାଞ୍ଚଦିନ ଜେଲରେ ରହିବା ପରେ ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର ଓ ଗ୍ରେଟର ନଏଡ଼ା ନିବାସୀ ସଚିନ ମୀନା ବର୍ଷଣମୁଖର ଶନିବାରର ସକାଳ ସାଢ଼େ ୮ଟା ସମୟରେ ଗୌତମବୁଦ୍ଧ ନଗରର ଲକ୍ସର ଜେଲରୁ ବାହାରି ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ହାଇଦର ତାଙ୍କର ୪ ପିଲାଙ୍କ ସହ ଜେଲରୁ ବାହାରିବା…
ଅଧିକ ଖବର ଦେଖନ୍ତୁ...

ଦାଦନ ଶ୍ରମିକ ହାତ ହରାଇବା ମାମଲା: ମୁଖ୍ୟ ସଚିବ, ଡିଜିଙ୍କୁ ଏନ୍‌ସିଏସ୍‌ଟିଙ୍କ ‌ନୋଟିସ

ନୂଆଦିଲ୍ଲୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା‌ ଏନ୍‌ଏସିର ଦୁଇ ନମ୍ବର ୱାର୍ଡ ଡହଲପଡ଼ି ସାହିର ୨୨ ବର୍ଷୀୟ ଅଙ୍ଗଦ ମଲ୍ଲିକଙ୍କ ଦୁଇ ହାତ ହରାଇବା ମାମଲାରେ ଜାତୀୟ ଜନଜାତି ଆୟୋଗ(ଏନ୍‌ସିଏସ୍‌ଟି) ମୁଖ୍ୟ ସଚିବ, ପୁଲିସ ଡିଜି ଓ ଆର୍‌ପିଏଫ୍‌ ଡିଜିଙ୍କୁ ନୋଟିସ ଜାରି କରିଛନ୍ତି। ୧୫ ଦିନ ଭିତରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ, ନଏଡ଼ାରେ ଜଳ ପ୍ରହାର

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଭାରତରେ ଅଧିକାଂଶ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଲୋକେ ନାନା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଆସନ୍ତାକାଲି (ସୋମବାର) ସ୍କୁଲ୍‌ ବନ୍ଦ ରଖିବା ପାଇଁ ଦିଲ୍ଲୀ ସରକାର ଓ ନଏଡ଼ା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଷ୍ଟାଲିନଙ୍କ ଅଭିଯୋଗପତ୍ର

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରୁନାହାନ୍ତି ଏବଂ ଅଯଥା ଅନର୍ଥ ସୃଷ୍ଟି କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...