ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ମହାରାଷ୍ଟ୍ରରେ ଭୂସ୍ଖଳନ ନେଲା ୧୩ ଜୀବନ, ୧୦୦ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ଭୂସ୍ଖଳନ ନେଲା ୧୩ଜଣଙ୍କ ଜୀବନ। ଗୁରୁବାର ପୂର୍ବାହ୍ନରେ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଭୂସ୍ଖଳନ ଘଟି ଅତି କମରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଭୂସ୍ଖଳନ ପାଇଁ ୪୮ଟି ପରିବାର ପ୍ରଭାବିତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଖୋଲୁଛି ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ପେଡ଼ି: ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କ ସମେତ ୨ ଗିରଫ

ମୁମ୍ବାଇ: ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକର ଏବଂ ଡାକ୍ତର କିଶୋରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରୀ। ଅଭିଯୁକ୍ତ ପାଟକର ଏବଂ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ୟୁସିସିର ଆବଶ୍ୟକତା କ’ଣ ? ପ୍ରଶ୍ନ ଉଠାଇଲା ଅକାଳୀ ଦଳ

ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପୁରୁଣା ସହଯୋଗୀ ଅକାଳୀ ଦଳ ସମାନ ନାଗରିକ ସଂହିତା ବା ୟୁସିସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ବିଧାନରେ ଯାହାର ବ୍ୟସସ୍ଥା ନାହିଁ ତାହାକୁ ଆଣିବାକୁ କାହିଁକି ଉଦ୍ୟମ କରାଯାଉଛି ? ଏହା…
ଅଧିକ ଖବର ଦେଖନ୍ତୁ...

୬ ବର୍ଷର ଝିଅକୁ ସାଥୀରେ ନେଇ ୧୪ ବର୍ଷ ସାନ ପ୍ରେମିକ ପାଇଁ ପୋଲାଣ୍ଡରୁ ଝାରଖଣ୍ଡ ଧାଇଁ ଆସିଛନ୍ତି ବିଦେଶିନୀ

ରାଞ୍ଚି: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ବିଷୟରେ ‌ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ହେଉଛି। ବେଆଇନ ଭାବେ ଭାରତ ଆସିଥିବାରୁ ତାଙ୍କୁ ୟୁପି ପୁଲିସର ଏଟିଏସ୍ ଜେରା କରିଛି। ବର୍ତ୍ତମାନ ପୋଲାଣ୍ଡର ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଝାରଖଣ୍ଡକୁ ଆସିବା ଭଳି ମାମଲା…
ଅଧିକ ଖବର ଦେଖନ୍ତୁ...

ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଯୌନ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଧାର୍ମିକ ଭେଦଭାବ ଆଫଗାନିସ୍ତାନ, ସିରିଆ ସ୍ତରରେ ପହଞ୍ଚିଗଲାଣି : ଆମେରିକା

ଓ୍ବାସିଂଟନ : ଆମେରିକା ପୁଣି ଥରେ ଭାରତରେ ଧାର୍ମିକ ଭେଦଭାବ ପ୍ରସଙ୍ଗ ଉଠାଇ ଭାରତକୁ ଧମକାଇବାକୁ ଚେଷ୍ଟା କରିଛି । ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଦାବି କରିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ…
ଅଧିକ ଖବର ଦେଖନ୍ତୁ...

ସୀମାଙ୍କ ପାଇଁ ପ୍ରଥମ ପତ୍ନୀ ଓ ଦୁଇ ପିଲାଙ୍କୁ ପର କରି ଦେଇଥିଲେ ଗୁଲାମ ହାଇଦର୍‌

ଇସ୍‌ଲାମ୍‌ବାଦ୍‌: ‘ମୁଁ ତା’ ପାଇଁ ମୋ ପ୍ରଥମ ସ୍ତ୍ରୀ’କୁ ଛାଡ଼ିଲି ଆଉ ସେ ମୋତେ ଛାଡ଼ି ପଳାଇଲା’। ଏହି କଥା ଆମ‌େ କହୁନୁ, କହୁଛନ୍ତି ପାକିସ୍ତାନରୁ ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତକୁ ଆସିଥିବା ସୀମା ହାଇଦରଙ୍କ ସ୍ବାମୀ ଗୁଲାମ୍‌ ହାଇଦର୍‌। ସୀମା ତାଙ୍କ ହିନ୍ଦୁସ୍ତାନୀ ପ୍ରେମିକ…
ଅଧିକ ଖବର ଦେଖନ୍ତୁ...

ଚିତା ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ: ଏହାକୁ ସମ୍ମାନର ପ୍ରସଙ୍ଗ କରନ୍ତୁ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି ସକାରାତ୍ମକ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡ଼ିଶା ସମେତ ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ଯନ୍ତ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ବର୍ଷା ହେବାର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅଧ୍ୟାଦେଶ ମାମଲା : ୫ ଜଣିଆ ସମ୍ବିଧାନିକ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗକୁ ସୁପ୍ରିମ୍ କୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ…
ଅଧିକ ଖବର ଦେଖନ୍ତୁ...