ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

“ସୁନ୍ଦରୀ ବୋଲି ରାଜ୍ୟସଭା ପଠାଯାଇଛି” ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବସେନା ବିଧାୟକ

ମୁମ୍ବାଇ : ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସଞ୍ଜୟ ଶିରସାତ କହିଛନ୍ତି ଯେ ପ୍ରିୟଙ୍କା ଚତୁର୍ବେଦୀ ସୁନ୍ଦର ବୋଲି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୫ମ ଥର ମା’ ହେବାକୁ ଯାଉଛନ୍ତି ସୀମା! ଗୁଜବ ନା ସତ?

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ନିରନ୍ତର ଶିରୋନାମାରେ ରହିଛନ୍ତି। ପ୍ରଥମେ ସଚିନଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇ ରହିଛନ୍ତି। ନିକଟରେ ସୀମାଙ୍କୁ ନେଇ ଆଉ ଏକ ନୂଆ…
ଅଧିକ ଖବର ଦେଖନ୍ତୁ...

ହରିୟାଣା : ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ; ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦…

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି  । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି।…
ଅଧିକ ଖବର ଦେଖନ୍ତୁ...

ରବନେ ବନାଦି ଯୋଡ଼ି ! ରୋହିତ ଓ ନେହାଙ୍କ ବିବାହ ପରେ ଶୁଣିବାକୁ ମିଳିଲା ଏମିତି କଥା…

ପାଟନା: କହାଯାଏ, ଭଗବାନ୍ ଯୋଡ଼ି ବନାନ୍ତି। ହିନ୍ଦୀରେ ଆପ୍ତବାକ୍ୟ ରହିଛି- ରବନେ ବନାଦି ଯୋଡ଼ି। ଏହି କଥନିକାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ବିହାରର ଛାପ୍ରାର ରୋହିତ ଓ ନେହା। ଦୁହେଁ ଯେମିତି ପରସ୍ପର ପାଇଁ ଗଢ଼ା। ଛପ୍ରାର ସତେନ୍ଦ୍ର ସିଂଙ୍କ ପୁଅ ରୋହିତଙ୍କର ଉଚ୍ଚତା ସାଢ଼େତିନି ଫୁଟ…
ଅଧିକ ଖବର ଦେଖନ୍ତୁ...

ଚାକିରି ପାଇଁ ଜମି ମାମଲା : ଲାଲୁଙ୍କ ପରିବାରର ୬ କୋଟିର ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: 'ଜମି ପାଇଁ ଚାକିରି' ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।  ଏହି ମାମଲାରେ ସିବିଆଇ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ରଜନୀକାନ୍ତଙ୍କ ହମସକଲ, ସେଲଫି ନେବାକୁ ଲୋକେ ଲଗାନ୍ତି ଭିଡ଼

ମୁମ୍ବାଇ: ଅନେକ ସମୟରେ ବଲିଉଡ ସେଲିବ୍ରିଟିଙ୍କ ଭଳି ଦେଖାଯାଉଥିବା ଲୋକଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ। ପୂର୍ବରୁ ବଲିଉଡ ଷ୍ଟାର ଅମିତାଭ ବଚ୍ଚନ, ଶାହରୁଖ ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା, ରଣବୀର କପୁର, କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟଙ୍କ ଭଳି…
ଅଧିକ ଖବର ଦେଖନ୍ତୁ...

୮ବର୍ଷ ଚାକିରି ଭିତରେ ୧୮ଥର ବଦଳି ଚିଠି ହୋଇଥିବା ଆଇପିଏସ୍ ଅଧିକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଇପିଏସ ଅଧିକାରୀ ପ୍ରଭାକର ଚୌଧୁରୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗତରବିବାର ବରେଲିରେ ପ୍ରବେଶ ନିଷେଧ କରାଯାଇଥିବା ରାସ୍ତା ଦେଇ କାଉଡିଆମାନେ ଯାତ୍ରା କରୁଥିଲେ। ଏହାପରେ ସେହି ରାସ୍ତାରେ କାଉଡିଆଙ୍କୁ ଯାତ୍ରା କରିବା ପାଇଁ ପ୍ରଭାକର ତାଗିଦ କରିଥିଲେ । ହେଲେ…
ଅଧିକ ଖବର ଦେଖନ୍ତୁ...

ପାରୁନ ଯଦି ଆମକୁ ଦାୟିତ୍ବ ଦିଅ : ମୋଦୀଙ୍କୁ କହିଲେ ମମତା

କୋଲକାତା : ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ହିଂସାକୁ ନିନ୍ଦା କରି ଏକ ସଂକଳ୍ପ ପାରିତ ହୋଇଛି । ପଶ୍ଚିମବଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭଦେବ ଚଟ୍ଟୋପାଧ୍ୟାୟ ଗୃହରେ ଏହି…
ଅଧିକ ଖବର ଦେଖନ୍ତୁ...

ଅମରନାଥ ଯାତ୍ରା ପରେ ଦୁଇ ବିଦେଶୀଙ୍କ ପୂରା ହେଲା ୪୦ବର୍ଷ ପୂର୍ବରୁ ଦେଖିଥିବା ସ୍ବପ୍ନ

ନୂଆଦିଲ୍ଲୀ: ଚଳିତବର୍ଷ ଯେବେଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି ସେହିଦିନ ଠାରୁ ଆରମ୍ଭ କରି ଏଯାବତ ୩ଲକ୍ଷ ୬୦ହଜାର ଭକ୍ତ ଅମରନାଥ ବାବାଙ୍କ ଦର୍ଶନ କରି ସାରିଥିବା ଜଣାପଡ଼ିଛି। ଏଥିରେ ଦୁଇଜଣ ଆମେରିକୀୟ ନ‌ାଗରିକ ବି ସାମିଲ ଅଛନ୍ତି। ଏହି ଦୁଇ ବିଦେଶୀ ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ସଭାରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରର ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଲା

ଲାହୋର: ଚଳିତ ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଠାରୁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ସଭାମାନ ଆୟୋଜନ କରାଯାଉଛି। ଏହିକ୍ରମରେ ଖୈବର ପଖ୍‌ତୁନଖ୍ବା ପ୍ରଦେଶର ବଜୌର ଜିଲ୍ଲା ଖାର୍‌ଠାରେ ଜମିୟତ ଉଲେମା ଇସ୍‌ଲାମ-ଫଜଲ (ଜେୟୁଆଇ-ଏଫ୍‌)ର ଏକ…
ଅଧିକ ଖବର ଦେଖନ୍ତୁ...