ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘୮୩ ମୃତଶରୀର ବର୍ତ୍ତମାନ ସୁଧା ଚିହ୍ନଟ ହୋଇ ପାରିନାହିଁ, ସେଥିମଧ୍ୟରୁ ୫୦ଟିର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି’

ଭୁବନେଶ୍ବର: ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ସେ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘୮୩ଟି ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

୨୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା; ୩ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୩,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଙ୍ଗର ସବୁଠୁ ଭଲ ଆମ୍ବ ପଠାଇଲେ ମମତା ବାନାର୍ଜୀ

କୋଲ୍‌କାତା: ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରାଜ୍ୟର ଜାତିଆ ଆମ୍ବ (ସବୁଠୁ ଭଲ କିସମ) ପଠାଇଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି କେତେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ‘ଟିଭି’ରେ ଲାଇଭ୍‌ ପ୍ରସାରଣ ଦେଖି ବାପାମାଆଙ୍କୁ ପାଇଲା ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ନେପାଳୀ ନାବାଳକ

କଟକ: ଡାକ୍ତରଖାନାରୁ ପ୍ରସାରିତ ଏକ ନେପାଳୀ ଦମ୍ପତିଙ୍କ ‘ଲାଇଭ୍‌’ ଟେଲିଭିଜନ୍ ସାକ୍ଷାତ୍‌କାର ଯୋଗୁଁ ସେମାନେ ଜୁନ୍‌ ୨ ତାରିଖ ଦିନ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ୧୫ ବର୍ଷିୟ ପୁଅର ସନ୍ଧାନ ମଙ୍ଗଳବାର ଦିନ ପାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ‘ଆଇସିୟୁ’ରେ ରହି…
ଅଧିକ ଖବର ଦେଖନ୍ତୁ...

ପାର୍ଲାମେଣ୍ଟ୍‌ରେ ପୁଅକୁ ସ୍ତନ୍ୟପାନ କରାଇଲେ ଇଟାଲୀୟ ସାଂସଦ: ତାଳିମାରି ପ୍ରଶଂସା କଲେ ସାଥୀ ସାଂସଦ

ରୋମ୍‌: ବୁଧବାର ଦିନ ଇଟାଲୀୟ ପାର୍ଲାମେଣ୍ଟ୍‌ରେ ଡେପୁଟିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଚେମ୍ବର୍‌ରେ ବସି ମହିଳା ସାଂସଦ ଜିଲ୍‌ଡା ସ୍ପୋର୍ତିଏଲୋ ତାଙ୍କ ପୁଅ ଫେଡେରିକୋକୁ ସ୍ତନ୍ୟପାନ କରାଇବା ବେଳେ ସାଥୀ ସାଂସଦମାନେ କରତାଳି ଦେଇ ପ୍ରଶଂସା କରିଥିଲେ। ଇଟାଲୀୟ ସଂସଦରେ କୌଣସି ପିଲା…
ଅଧିକ ଖବର ଦେଖନ୍ତୁ...

ବିଜେପି ଆଡ଼କୁ ଢଳୁଛି ଜେଡିଏସ୍‌, ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରିପାରେ

ନୂଆଦିଲ୍ଲୀ : ଗତ ମାସରେ ସରିଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍‌ (ଜନତା ଦଳ ସେକ୍ୟୁଲାର) ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ତେବେ ଭବିଷ୍ୟତ ପାଇଁ ନୂଆ ରଣନୀତିରେ ବଢ଼ୁଥିବା ଜେଡିଏସ୍‌ ଏବେ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛି । ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍‌ ବିଜେପି…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ ଦୁର୍ଘଟଣାରେ ୧୨୫ କୋଟି କ୍ଷତି

ନୂଆଦିଲ୍ଲୀ : ବାଲେଶ୍ବରର ବାହାନଗାରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି। ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା…
ଅଧିକ ଖବର ଦେଖନ୍ତୁ...

ଝଡ଼ର ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’: ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ପ୍ରଭାବିତ ହେବ

ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହୋଇ ଏକ ବିରାଟ ଝଡ଼ର ରୂପ ନେଇଛି ଏବଂ ଏହା ଗତ ୬ ଘଣ୍ଟା ହେଲା ଉତ୍ତର ଆଡ଼କୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ବୁଧବାର ପ୍ରକାଶ କରିଛି। ବିଭାଗର କହିବା ଅନୁସ‌ାରେ ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଉତ୍ତରମୁହାଁ ହୋଇ ଗତି କରିବ। ତା’ପରେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର ଲକିଂ ସମ୍ପୂର୍ଣ୍ଣ ରେଳ ବିଭାଗ ଦ୍ବାରା ନିୟନ୍ତ୍ରିତ: ମନ୍ତ୍ରାଳୟ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଂ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ରେଳବାଇ ଦ୍ବାରା ନିୟନ୍ତ୍ରିତ। ଏହାର ଆଉଟସୋର୍ସିଂ ହୋଇନଥାଏ। ଯେଉଁ ରୁଟ୍‌ରେ ଏହାର ଆବଶ୍ୟକତା ହୋଇଥାଏ ସେଠାରେ ଇଣ୍ଟର ଲକିଂ ବ୍ୟବସ୍ଥା କରାଯାଇଥାଏ। ସମସ୍ତ ରୁଟ‌‌୍‌ରେ ଏହାର ବ୍ୟବସ୍ଥା ନଥାଏ। ଏହାର ଠିକା…
ଅଧିକ ଖବର ଦେଖନ୍ତୁ...

କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ପରେଡ୍‌

ନୂଆଦିଲ୍ଲୀ : କାନାଡ଼ାରେ ରହୁଥିବା ଖଲିସ୍ତାନୀ-ସପକ୍ଷବାଦୀମାନେ କାନାଡ଼ାର ବ୍ରାମ୍ପଟନ ସହରରେ ଏକ ୫ କିମି ଦୀର୍ଘ ପରେଡ୍‌ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଘଟଣାକୁ ଦର୍ଶାଉଥିବା ଏକ ମେଢ଼ ପ୍ରଦର୍ଶନ କରିଛନ୍ତି। ଏହି ମେଢ଼ ପ୍ରଦର୍ଶନର ଭିଡିଓ ଜାରି ହେବା ପରେ ଖଲିସ୍ତାନୀ ସମର୍ଥକଙ୍କ ଏଭଳି…
ଅଧିକ ଖବର ଦେଖନ୍ତୁ...