ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବିରୋଧୀଙ୍କ ସଂସଦ ଭବନ ଉଦ୍‌ଘାଟନ ବର୍ଜନକୁ ପ୍ରଧାନମନ୍ତ୍ରୀଙ୍କ ପରୋକ୍ଷ ନିଶାଣ: ‘ଶତ୍ରୁର ମଧ୍ୟ ଆମେ ଯତ୍ନ ନେଇଥାଉ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ ସାରି ଭାରତ ଫେରିଛନ୍ତି। ଦିଲ୍ଲୀର ପାଲମ ବିମାନବନ୍ଦରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ କ’ଣ ଚିନ୍ତା କରୁଛି ତାହା ବିଶ୍ୱ ଜାଣିବାକୁ ଚାହୁଛି।…
ଅଧିକ ଖବର ଦେଖନ୍ତୁ...

ଶନିବାର ଦିନ କର୍ଣ୍ଣାଟକ କ୍ୟାବିନେଟ୍‌ ସମ୍ପ୍ରସାରଣ; ସିଦ୍ଦରମେୟାଙ୍କ କ୍ୟାବିନେଟ୍‌ରେ ଯୋଗ ଦେଇପାରନ୍ତି ଆଉ ୨୪ଜଣ…

ନୂଆଦିଲ୍ଲୀ: ଶନିବାର ଦିନ ସମ୍ପ୍ରସାରିତ ହେବାକୁ ଥିବା ସିଦ୍ଦରମେୟାଙ୍କ ନେତୃତ୍ବାଧୀନ କର୍ଣ୍ଣାଟକ କ୍ୟାବିନେଟ୍‌ରେ ଅନ୍ୟୂନ ୨୦ରୁ ୨୪ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି ବୋଲି ଗରୁବାର ଦିନ କଂଗ୍ରେସ ପାର୍ଟିସୂତ୍ରରୁ ଜଣାପଡ଼ିଛି। କ୍ୟାବିନେଟ୍‌ ସମ୍ପ୍ରସାରଣ ନିମନ୍ତେ ଆଲୋଚନା କରିବା…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଗଲେ ୧୬୦ ଯାତ୍ରୀ

ନୂଆଦିଲ୍ଲୀ: ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିବା  ଏକ ଇଣ୍ଡିଗୋ ବିମାନ ଆଜି ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପକ୍ଷୀ ସହ ମାଡ଼ ହୋଇଥିଲା।  ବିମାନରେ ପକ୍ଷୀ ମାଡ଼ ହେବାପରେ ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ନୋ ଫ୍ଲାଏ ଲିଷ୍ଟ୍‌ରେ ଇମ୍ରାନ ଖାନ୍‌,ବିଦେଶ ଯାତ୍ରା ଉପରେ ଲାଗିଲା ରୋକ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ‘ନୋ ଫ୍ଲାଏ ଲିଷ୍ଟ୍‌’ରେ ରଖାଯାଇଛି। ଇମ୍ରାନ ଖାନ୍‌, ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ)ର ୮୦ ଜଣ ସଦସ୍ୟଙ୍କୁ ନୋ ଫ୍ଲାଏ ଲିଷ୍ଟ୍‌ରେ ରଖାଯାଇଛି। ଇମ୍ରାନଙ୍କ ଦଳ ପିଟିଆଇକୁ…
ଅଧିକ ଖବର ଦେଖନ୍ତୁ...

ଜନମତ ସର୍ଭେ: ଭାରତ କେମିତି ଚୀନ୍ ଓ ପାକିସ୍ତାନକୁ ନିୟନ୍ତ୍ରଣ କରିଛି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଭାରତର ଭାବମୂର୍ତ୍ତି ବୃଦ୍ଧି ପାଇଛି ଏବଂ ଏହା ଏକ ବିଶ୍ୱନେତା ଭାବରେ ଉଭା ହୋଇଛି ବୋଲି ଲୋକନୀତି-ସେଣ୍ଟର ଫର୍ ଷ୍ଟଡି ଅଫ୍ ଡେଭ୍‌ଲପିଂ ସୋସାଇଟିଜ୍ (ସିଏସ୍‌ଡିଏସ୍‌) ସହଯୋଗରେ ଏକ ସ୍ବତନ୍ତ୍ର ଏନ୍‌ଡିଟିଭି ସର୍ଭେ ସମୟରେ ଅଧିକାଂଶ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ନୌସେନାର ଐତିହାସିକ ସଫଳତା: ଆଇଏନ୍‌ଏସ୍‌ ବିକ୍ରାନ୍ତରେ ମିଗ୍ ୨୯କେର ପ୍ରଥମ ରାତ୍ରିକାଳୀନ ଅବତରଣ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବୁଧବାର ମିଳିଛି ଏକ ଐତିହାସିକ ସଫଳତା। ଏହାର ବିମାନବାହୀ ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଏକ ମିଗ୍ ୨୯କେ ଲଢ଼ୁଆ ବିମାନ ପ୍ରଥମଥର ପାଇଁ ରାତ୍ରିକାଳରେ ଅବତରଣ କରିବାରେ ସଫଳ ହୋଇଛି। ଏହାଦ୍ବାରା ନୌସେନା ଆତ୍ମନିର୍ଭରତା ପଥରେ ଏକପାଦ ଆଗକୁ ବଢ଼ିଛି। ବିକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

୧୪୩ କୋଟି ଟଙ୍କାରେ ନିଲାମ ହେଲା ଟିପୁଙ୍କ ଖଣ୍ଡା:

ଲଣ୍ଡନ: ଅଷ୍ଟାଦଶ ଶତାବ୍ଦୀର ମହୀଶୁର ଶାସକ ଟିପୁ ସୁଲତାନଙ୍କ ଅତି ପ୍ରିୟ ଖଣ୍ଡା ମଙ୍ଗଳବାର ଦିନ ନିଲାମ ହୋଇଛି। ଲଣ୍ଡନ ଅକ୍ସନ ହାଉସ୍‌‌ ବୋନହମ୍‌ସ ଇସଲାମିକ ଆଣ୍ଡ ଇଣ୍ଡିଆନ ଆର୍ଟ ସେଲ୍‌ରେ ଟିପୁଙ୍କ ଖଣ୍ଡା ୧୪୩ କୋଟି ଟଙ୍କାରେ ନିଲାମ ହୋଇଛି। ବୋନହମ୍‌ସ ପକ୍ଷରୁ ଜାରି ହୋଇଥିବା ପ୍ରେସ…
ଅଧିକ ଖବର ଦେଖନ୍ତୁ...

ନୂଆ ଭବନକୁ ସଂସଦ ଭବନ କୁହାଯାଇ ନପାରେ

ନୂଆଦିଲ୍ଲୀ : ଭାରତର ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୮ ତାରିଖରେ ଉଦ୍‌ଘାଟନ କରିବେ। ଏହି ନୂତନ ଭବନର ଅନେକ ବୈଶିଷ୍ଟ୍ୟ ରହିଛି। ଏହାର ଅଛି ତିନୋଟି ପ୍ରବେଶ ଦ୍ବାର - ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। ବାହାରକୁ ଯିବା ବାଟଗୁଡ଼ିକର ମଧ୍ୟ ଅଭିନବ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ରାଜନୀତି: ଜୁନ୍‌ ୧ରୁ ବିଦ୍ୟୁତ ବିଲ୍‌ ଦିଅନି ବୋଲି କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ : ମହୀଶୁର ସାଂସଦ ତଥା ବିଜେପି ନେତା ପ୍ରତାପ ସିମହା ଆଜି ଲୋକମାନଙ୍କୁ ସେମାନଙ୍କ ବିଦ୍ୟୁତ ବିଲ୍‌ ନଦେବାପାଇଁ ମନା କରିଛନ୍ତି। କଂଗ୍ରେସ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ତେଣୁ ଯେଉଁମାନଙ୍କ ବିଦ୍ୟୁତ ବିଲ୍‌ ୨୦୦ ୟୁନିଟ୍‌ ତଳେ ରହୁଛି…
ଅଧିକ ଖବର ଦେଖନ୍ତୁ...

ନିଜ ପିଲାଙ୍କୁ କମ୍ପାନି ଚଲାଇବା ଦାୟିତ୍ବ ଦେବେନି ମସ୍କ

ନୂଆଦିଲ୍ଲୀ : ଟେସ୍‌ଲା ଓ ଟ୍ବିଟରର ମୁଖ୍ୟ ଏଲନ୍‌ ମସ୍କ ନିଜ ଉତ୍ତରାଧିକାରୀ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କଂପାନିକୁ ଚଲାଇବା ଲାଗି ନିକଟ ଭବିଷ୍ୟତରେ ସେ ନିଜର କୌଣସି ପିଲାଙ୍କୁ ଦାୟିତ୍ବ ଦେବାକୁ ଚାହୁନଥିବା ସ୍ପଷ୍ଟ କରିଛନ୍ତି। ଉତ୍ତରାଧିକାରୀ ଚୟନ ଦୁନିଆର ସବୁଠୁ…
ଅଧିକ ଖବର ଦେଖନ୍ତୁ...