ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଭାବିନଥିଲେ ପୁଣି ଏକାଠି ହେବେ: ହନିମୁନ୍‌ ସ୍ପଟ୍‌ରେ ନହେଉ ପଛେ ହସ୍ପିଟାଲ୍‌ରେ ତ ସାଥୀ ହୋଇରହିଲେ…

କଟକ: ବାହାଘରକୁ ମାତ୍ର ତିନିଦିନ ପୂରିଥିଲା। ସାରାଜୀବନ ସାଥି ହୋଇ ରହିବେ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁର ଦାନବ ପରି ଏହି ହାୱଡ଼ା ଅଞ୍ଚଳର ନିବାସୀ ମହମ୍ମଦ ରଫିକ ଓ ଦୀପିକା ପାଲିଙ୍କ ବାଟ ଘେରିଥିଲା। ଦୁର୍ଘଟଣାରେ ଗୁରୁତର ଭାବେ ଆହତ…
ଅଧିକ ଖବର ଦେଖନ୍ତୁ...

୨୦୨୪ ନିର୍ବାଚନ ଫଳାଫଳ ଯାହା ହେବ ଆମେ ଜାଣିଛୁ: ଜୟଶଙ୍କର

ନୂଆଦିଲ୍ଲୀ: ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିଦେଶରେ ଦେଶର ରାଜନୀତି ବିଷୟରେ କହିବା ଠିକ ନୁହେଁ | ବିଦେଶରେ ଦେଶକୁ ସମାଲୋଚନା କରିବା ତାଙ୍କର ଅଭ୍ୟାସ ବୋଲି ସେ କହିଛନ୍ତି। ନରେନ୍ଦ୍ର ମୋଦୀ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଭାଷଣ ଦେବା ସମୟରେ ମୋଦୀ ମୋଦୀ କହିବା ଆରମ୍ଭ କଲେ ଲୋକେ, ଏହା ଶୁଣି ହାତ ଯୋଡିଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଭାଷଣ ଦେବା ସମୟରେ ମୋଦୀ ମୋଦୀ କହିବା ଆରମ୍ଭ କଲେ ଲୋକେ। ଏହା ଶୁଣି ହାତ ଯୋଡିଦେଲେ କେଜ୍ରିୱାଲ।ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ତାଇୱାନ୍‌ ସୁରକ୍ଷା ସୀମା ଅତିକ୍ରମ କଲା ଚୀନ୍‌ର ୩୭ ଲଢୁଆ ବିମାନ

ତାଇପେଇ: ପ୍ରାୟ ୬ ଘଣ୍ଟା ସମୟ ମଧ୍ୟରେ ତାଇୱାନ୍‌ର ବାୟୁ ସୁରକ୍ଷା ଜୋନ୍‌ ମଧ୍ୟକୁ ୩୦ରୁ ଅଧିକ ଚୀନା ଲଢୁଆ ବିମାନ ପ୍ରବେଶ କରିଥିବା କଥା ଆଜି ଦ୍ବୀପଦେଶ ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଉଲ୍ଲେଖଯୋଗ୍ୟ, ସ୍ବୟଂଶାସିତ ତାଇୱାନ୍‌କୁ ନିଜ ଦେଶର ଅଞ୍ଚଳ ବୋଲି ଘୋଷଣା କରି…
ଅଧିକ ଖବର ଦେଖନ୍ତୁ...

ମୋତେ ହିନ୍ଦୁ ପିଲାର ମରଶରୀର ଦିଆଯାଇଛି ‌ବୋଲି ଅଭିଯୋଗ ଆଣିଲେ ମୁସ୍‌ଲମାନ ମାଆ, ଅଭିଯୋଗକୁ ଖଣ୍ଡନ କଲେ ଆଡିସିନାଲ…

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନଙ୍କୁ ଏମ୍ସରେ ରଖାଯାଇଥିବା ବେଳେ ଏହାକୁ ଚିହ୍ନଟ କରିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏ ନେଇ କୋଲକାତାର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ସେ ଗୋଟାଏ ମୃତଦେହକୁ ତାଙ୍କ ପୁଅର ମୃତଦେହ ବୋଲି କହିଥିବା ବେଳେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କେରଳରେ ପ୍ରବେଶ କଲା ମୌସୁମୀ ବାୟୁ; ଏଥର ବିଳମ୍ବରେ ଓଡ଼ିଶାକୁ ଆସିବ

ନୂଆଦିଲ୍ଲୀ: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାଛି, କିନ୍ତୁ ଏହା ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଟେଲିଫୋନ୍‌ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ମୌସୁମୀ ବାୟୁ…
ଅଧିକ ଖବର ଦେଖନ୍ତୁ...

ରୁଷ୍‌ର ମଗଦାନ୍‌ରେ ଫସି ରହିଥିବା ୨୧୬ଜଣ ଯାତ୍ରୀଙ୍କ ନେଇ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋ ଗଲା ଏୟାର୍‌ ଇଣ୍ଡିଆ…

ନୂଆଦିଲ୍ଲୀ: ପ୍ରାୟ ୨ ଦିନ ହେବ ରୁଷ୍‌ର ମଗଦାନ୍‌ରେ ଫସି ରହିଥିବା ୨୧୬ଜଣ ଯାତ୍ରୀଙ୍କ ନେଇ ଏୟାର୍‌ ଇଣ୍ଡିଆର ଏକ ବିମାନ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ନଗରୀ ସାନ୍‌ ଫ୍ରାନ୍‌ସିସ୍‌କୋ ଅଭିମୁଖେ ଯାତ୍ରା କରିଥିବା କଥା ଏୟାର୍‌ ଇଣ୍ଡିଆ ସୂଚନା ଦେଇଛି। ସୂଚନାଯୋଗ୍ୟ, ନୂଆଦିଲ୍ଲୀରୁ…
ଅଧିକ ଖବର ଦେଖନ୍ତୁ...

‘୮୩ ମୃତଶରୀର ବର୍ତ୍ତମାନ ସୁଧା ଚିହ୍ନଟ ହୋଇ ପାରିନାହିଁ, ସେଥିମଧ୍ୟରୁ ୫୦ଟିର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି’

ଭୁବନେଶ୍ବର: ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ସେ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘୮୩ଟି ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

୨୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା; ୩ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୩,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଙ୍ଗର ସବୁଠୁ ଭଲ ଆମ୍ବ ପଠାଇଲେ ମମତା ବାନାର୍ଜୀ

କୋଲ୍‌କାତା: ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରାଜ୍ୟର ଜାତିଆ ଆମ୍ବ (ସବୁଠୁ ଭଲ କିସମ) ପଠାଇଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି କେତେ…
ଅଧିକ ଖବର ଦେଖନ୍ତୁ...