ଆଜି କଂଗ୍ରେସର ‘କିଷାନ ବିଜୟ ଦିବସ’ ରାଲି

ନୂଆଦିଲ୍ଲୀ  : କଂଗ୍ରେସ ଆଜି ‘କିଷାନ ବିଜୟ ଦିବସ’ ପାଳନ କରିବ। କେନ୍ଦ୍ର ସରକାରଙ୍କ ବିବାଦୀୟ ଆଇନ ବିରୋଧରେ କୃଷକମାନେ ଲଗାତାର ଆନ୍ଦୋଳନ କରିବାଦ୍ବାରା ଶେଷରେ ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି। କୃଷକମାନଙ୍କ ଏହି ବିଜୟ ପାଇଁ କଂଗ୍ରେସ ଆଜିଲି ‘କିଷାନ ବିଜୟ ଦିବସ’ ପାଳନ କରିବ। ସବୁ ରାଜ୍ୟରେ ଜିଲ୍ଲା ଏବଂ ବ୍ଲକ୍‌ ସ୍ତରରେ ଏହି ବିଜୟ ରାଲି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର