ମଧ୍ୟପ୍ରଦେଶରେ ୨ ମହିଳାଙ୍କୁ ଗଣଦୁଷ୍କର୍ମ

ମଧ୍ୟପ୍ରଦେଶ : ରାଜସ୍ଥାନର ଝାଲୱାର ଜିଲ୍ଲାର ୨ ଜଣ ମହିଳାଙ୍କୁ ପୃଥକ ପୃଥକ ସ୍ଥାନରେ ଗଣଦୁଷ୍କର୍ମ ହୋଇଛି। ବୁଧବାର ରାତିରେ ଶେଓପୁର ଜିଲ୍ଲାରେ ଏକ ବିବାହୋତ୍ସବରେ ପୁରୀ ତିଆରି କରିବାକୁ ଆସିଥିବା ୨ ଜଣ ମହିଳାଙ୍କୁ ୫ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଛନ୍ତି ବୋଲି ପୁଲିସ କହିଛି। ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କୁ ଡାକ୍ତରୀମାଇନା କରି ପୁଲିସ କେସ୍‌ ରୁଜୁ କରିଛି। ଫେରାର ଆସାମୀମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର