ଅନୁସନ୍ଧାନ କରୁଥିବା ବର୍ଗ

Latest

ମୃତ୍ୟୁ ପୂର୍ବରୁ କର୍କଟ ଆକ୍ରାନ୍ତ ବାଳକର ଶେଷ ଇଚ୍ଛା କ’ଣ ରହିଛି ଜାଣନ୍ତୁ….

ନୂଆଦିଲ୍ଲୀ: ଆମେରିକାର ଜାର୍ଜିଆସ୍ଥିତ ଅଟଲାଣ୍ଟା ସହରରେ ଡଷ୍ଟିନ୍‌ ସ୍ନାଇଡର ବସବାସ କରନ୍ତି।୧୯ବର୍ଷର ସ୍ନାଇଡର ଏକ ଦୁର୍ଲଭ ପ୍ରକାର କର୍କଟ ସାୟନୋବିୟଲ ସାର୍କୋମାରେ ପୀଡ଼ିତ ଅଛନ୍ତି। ଡାକ୍ତର ବି ସ୍ପଷ୍ଟ ଭାବେ କହିଦେଇଛନ୍ତି, ସ୍ନାଇଡର ପାଖରେ ବେଶୀ ସମୟ ନାହିଁ। କୌଣସି ମୁହୂର୍ତ୍ତରେ ବି…
ଅଧିକ ଖବର ଦେଖନ୍ତୁ...

ବିପଦରେ ଜାତୀୟ ପଶୁ ବାଘ: ସେହଢ଼ୋଲରେ ମିଳିଲା ବାଘର ମୃତଦେହ, ୧୩ ମାସରେ ୩୩ ମୃତ୍ୟୁ

ଭୋପାଲ: ଭାରତର ଜାତୀୟ ପଶୁ ‘ବାଘ’କୁ ସୁରକ୍ଷା ମିଳି ପାରୁ ନାହିଁ। ବର୍ତମାନ ପରିସ୍ଥିତିରେ ବାଘର ଜୀବନ ବିପଦ ଆଡ଼କୁ ଗତି କରୁଛି। ମଧ୍ୟପ୍ରଦେଶକୁ ‘ବାଘ ରାଜ୍ୟ’ର ମର୍ଯାଦା ପାଇବା ପୂର୍ବରୁ ସେହଢ଼ୋଲରେ ପୁଣି ଏକ ବାଘର ମୃତଦେହ ମିଳିଛି। ଏହାକୁ ନେଇ ପରିବେଶ ପ୍ରେମୀ ତଥା ବୁଦ୍ଧିଜୀବୀଙ୍କ ମନରେ…
ଅଧିକ ଖବର ଦେଖନ୍ତୁ...

ବୁଦ୍ଧି ପରୀକ୍ଷା: ଏପରି ପରିସ୍ଥିତିରେ ଆପଣ ଥିଲେ କ’ଣ କରିଥାନ୍ତେ?

ଚିତ୍ରଟିରେ ଆପଣ ଦେଖି ପାରୁଥିବେ ଯେ ପିଲାଟି ଅଧା ଗଛ ଚଢ଼ିଛି। ଗଛଟି ଏକ ପୋଖରୀ କୂଳରେ ଥିବାରୁ ପୋଖରୀ ହୁଡ଼ାକୁ ଲାଗି କୁମ୍ଭୀରଟି ପିଲାଟିକୁ ଚାହିଁକି ରହିଛି। ଅନ୍ୟ ଏକ ପାର୍ଶ୍ୱରେ ଖାଇବା ପାଇଁ ସିଂହଟି ଏକ ଲୟରେ ପିଲାଟିକୁ ଦେଖୁଛି। ଗଛର ଉପର ଡାଳରେ ଏକ ସାପ ଗୁଡ଼େଇ ହୋଇ ଫଣା ଟେକି ରହିଛି।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ କାସଗଞ୍ଜ ହିଂସା: ବରିଷ୍ଠ ପୁଲିସ ଅଧିକାରୀ କହିଲେ, ମଜା ପାଇଁ ଲୋକ କରୁଛନ୍ତି ଭଙ୍ଗାରୁଜା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାସଗଞ୍ଜରେ ଜାନୁଆରି ୨୬ରେ ତ୍ରିରଙ୍ଗା ଯାତ୍ରା ଉପରେ ହୋଇଥିବା ଆକ୍ରମଣ ନେଇ ଉତ୍ତେଜନା ଲାଗି ରହିଛି। ପୁରା ସହରରେ ଶୁକ୍ରବାର ଠାରୁ ଧାରା ୧୪୪ ଲଗାଯାଇଛି। ହିଂସା ଥମୁ ନାହିଁ। କର୍ଫ୍ୟୁ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଥିଲେ ମଧ୍ୟ ଆକ୍ରମଣକାରୀମାନେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ରାତିରେ ଦୁଃସ୍ୱପ୍ନ ଦେଖୁଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ନିଦ ଆସିଲେ ସ୍ୱପ୍ନ ମଧ୍ୟ ତା’ ସହ ଆସିଥାଏ । କିନ୍ତ ସମସ୍ତଙ୍କର ସ୍ୱପ୍ନ ଅନ୍ୟଠାରୁ ଭିନ୍ନ । କିଛି ଲୋକ ଶୋଇବା ପରେ ଭଲ ସ୍ୱପ୍ନ ଦେଖିଥାନ୍ତି ତ କିଛି ଲୋକ ଖରାପ ସ୍ୱପ୍ନ । ଯେଉଁ ସ୍ୱପ୍ନ ତାଙ୍କର ପୁରା ଦିନକୁ ଖରାପ କରି ଦେଇଥାଏ । ଏପରି ହେବାର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

କାହିଁକି ହିନ୍ଦୁ ଧର୍ମରେ ମୃତକ୍ରିୟାରେ ଲଣ୍ଡା ହେବାର ପ୍ରଥା ରହିଛି?

ପରିବାରର କେହି ବୟସ୍କଙ୍କ ମୃତ୍ୟୁ ଘଟିଲେ ଘରର ପୁରୁଷଲୋକେ ଲଣ୍ଡା ହେବା କଥାଟି ହିନ୍ଦୁ ଧର୍ମର ବହୁ ପ୍ରଚଳିତ ପ୍ରଥା। ଆଜି ସେ ସଂପର୍କରେ ଆଲୋଚନ କରିବା ଯେ କାହିଁକି ଘରର କେହି ମରିଗଲେ ପୁଅ, ନାତି ଏବଂ ଅନ୍ୟାନ୍ୟ ସଂପର୍କୀୟମାନେ ଲଣ୍ଡା ହୋଇଥାନ୍ତି। ପ୍ରଥମତଃ ଏହା ଏକ ଧରଣର ପରିଚ୍ଛନ।…
ଅଧିକ ଖବର ଦେଖନ୍ତୁ...

ବଜେଟ୍‌ ଅଧିବେଶନ ପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନ ଅବ୍ୟବହିତ ପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ଏହି ଅଧିବେସନରେ ସରକାର ଏବଂ ବିରୋଧୀ ତିନ୍‌ ତଲାକ୍‌ ସମେତ ଅନେକ ମାମଲା ଉପରେ ଯୁକ୍ତିତର୍କ କରିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ପ୍ରଣବ ମୁଖାର୍ଜୀ, ଏଚ ଡି ଦେବଗୌଡ଼ା ଓ ଲାଲକୃଷ୍ଣ ଆଡଭାନୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ‘ ଦି ଟଲ ମ୍ୟାନ’ର ଉନ୍ମୋଚନ ହେବ। ଅପରାହ୍ଣରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ତେଲେଙ୍ଗାନାରେ ୯ଟି ଗାଡ଼ି ପୋଡିବା ସହିତ ପୁଲିସ ଇନ୍‌ଫରମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ ଠାରେ ବାଲି ଉଠାଣକୁ ନେଇ ମାଓବାଦୀମାନେ ୯ଟି ଗାଡ଼ିିରେ ନିଆଁ ଲଗାଇ ଦେବା ସହିତ ଜଣଙ୍କୁ ପୁଲିସ ଇନ୍‌ଫରମର ସନ୍ଦେହରେ ହତ୍ୟା କରିଛନ୍ତି। ମାଓବାଦୀମାନେ ଗୋଟିଏ ଜେସିବି ମେସିନ ସହିତ ୮ଟି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବିଜୁଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

ପୁରୀ: ବିଜେଡ଼ିରୁ ନିଳମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପୁରୀ ଯାଇ ଶ୍ରୀଜୀଉମାନପଙ୍କ ଦର୍ଶନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ବିଜୁପଟ୍ଟନାୟଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ପାଇଁ ଜାତୀୟ ସ୍ତରର ନେତାମାନେ ଭୁବନେଶ୍ୱର ଆସୁଥିବା ବେଳେ ସାଂସଦ ଶ୍ରୀ ପଣ୍ଡା ପୁରୀ ଯାଇ…
ଅଧିକ ଖବର ଦେଖନ୍ତୁ...