ଅନୁସନ୍ଧାନ କରୁଥିବା ବର୍ଗ

Latest

ରାଜସ୍ଥାନ: ସଓ୍ଵାଇ ମାଧୋପୁରରେ ନଈକୁ ବସ୍‌ ଖସି ୩୩ ମୃତ

ଜୟପୁର: ଶନିବାର ସକାଳେ ରାଜସ୍ଥାନର ସଓ୍ଵାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଦୁବି ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ପୋଲ ଉପରୁ ବନସ ନଦୀଗର୍ଭକୁ ଖସିପଡ଼ିବାରୁ ଅତି କମ୍‌ରେ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଗୋପନୀୟତା ଅଧିକାର: ରାତିରେ ଗିରଫ କରି ପାରିବ ନାହିଁ ପୁଲିସ !

ନୂଆଦିଲ୍ଲୀ: ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ମନ୍ଧରେ ଅବଗତ ନଥାନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡିଥାଏ। ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ କ’ଣ ରହିଛି ଆଇନ୍‌। ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟ ଅସ୍ତ ପରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ପ୍ଳେ ଷ୍ଟୋରରୁ ଏହି ଆପ୍‌କୁ ଡାଉନ୍‌ଲୋଡ କରନ୍ତୁ ନାହିଁ, ଫୋନ୍‌ରେ ହୋଇପାରେ ବିସ୍ଫୋରଣ

ନୂଆଦିଲ୍ଲୀ: ସ୍ମାର୍ଟଫୋନକୁ ନିଜର ଶିକାର ବନାଉଥିବା ଏକ ନୂଆ ଭାଇରସକୁ ଠାବ କରାଯାଇଛି । ଏହି ଭାଇରସ ସ୍ମାର୍ଟଫୋନରେ ଥିବା ସମସ୍ତ ଡାଟା ବା ତଥ୍ୟକୁ ଚୋରି କରିନେବା ସହିତ ପରବର୍ତ୍ତୀ ସମୟରେ ଫୋନରେ ବିସ୍ଫୋରଣ ଘଟାଉଥିବାର ଖବର ସାମ୍ନାକୁ ଆସିଛି । ତେବେ ଏ ସମ୍ପର୍କରେ ଋଷର ସିକ୍ୟୁରିଟି ଫାର୍ମ…
ଅଧିକ ଖବର ଦେଖନ୍ତୁ...

ଶାଢ଼ିରେ ଗୌତମ ବୁଦ୍ଧଙ୍କ ଫଟୋ : ୪ ଦୋକାନୀ ଗିରଫ, ଫ୍ୟାକଟ୍ରି ଖୋଜୁଛି ପୁଲିସ୍‌

ସୁରଟ୍‌: ଭଗବାନ୍‌ ବୁଦ୍ଧଙ୍କ ଫଟୋ ପ୍ରିଣ୍ଟ ଥିବା ଶାଢ଼ି ବିକ୍ରି କରୁଥିବାର ଅଭିଯୋଗରେ ଶୁକ୍ରବାର ୪ଜଣ କପଡ଼ା ଦୋକାନିଙ୍କୁ ଗିରଫ କରିଛି ପୁଲିସ । ବୌଦ୍ଧ ଧର୍ମାବଲମ୍ବୀଙ୍କ ଭାବନାକୁ କ୍ଷତି ପହଞ୍ଚାଇଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବା ସହ ୧୨୦୦ଟି ଶାଢ଼ି ୪ଟି ଦୋକାନରୁ ଜବତ କରିଛି। ସମସ୍ତ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ଅପମାନର ପ୍ରତିଶୋଧ କାଶ୍ମୀରରେ ନେବୁ : ହାଫିଜ୍‌ ସଇଦ୍‌

ଇସ୍ଲାମାବାଦ: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଜମାଉତ-ଉଲ୍‌-ଦାଓ୍ଵାର ମୁଖ୍ୟ ହାଫିଜ୍‌ ସଇଦ୍‌ ପୁଣି ଥରେ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ କରିଛି । କାଶ୍ମୀରକୁ ଭାରତଠାରୁ ମୁକ୍ତ କରାଯିବ ବୋଲି ସଇଦ୍‌ ଧମକ ଦେଇଛି । ଏହା ଦ୍ୱାରା ୧୯୭୧ରେ ଭାରତ ନିକଟରେ ପାକିସ୍ତାନ କରିଥିବା ଲଜ୍ଜାଜନକ ପରାଜୟର…
ଅଧିକ ଖବର ଦେଖନ୍ତୁ...

ରାଣୀ ମୁଖାର୍ଜୀ କାହିଁକି ତାଙ୍କ ସିନେମାର ପ୍ରମୋସନ୍‌ ପାଇଁ ବ୍ୟକ୍ତିଗତ ସୋସିଆଲ ଆକାଉଣ୍ଟର ବ୍ୟବହାର କରନ୍ତି ନାହିଁ

ନୂଆଦିଲ୍ଲୀ: ରାଣୀ ମୁଖାର୍ଜୀ ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଫ୍ୟାନ୍‌ ଫଲୋଇଂ ତ ବହୁତ ଅଛି କିନ୍ତୁ ସେ କେବେ ବି ସୋସିଆଲ ଆକାଉଣ୍ଟ ହ୍ୟାଣ୍ଡେଲ କରନ୍ତି ନାହିଁ। ତାଙ୍କର ଆଗାମୀ ସିନେମା ‘ହିଚକି’ର ଟ୍ରେଲର ଲଞ୍ଚ ସମୟରେ ସେ ସୋସିଆଲ ମିଡିଆରେ ସକ୍ରିୟ ନୁହନ୍ତି ବୋଲି କହିଥିଲେ। ଏଥିସହିତ ସେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଉପସଭାପତି ପଦରୁ ବିଦା ହେଲେ ଦାମ ରାଉତ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଶୁକ୍ରବାର ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ପରେ ଶନିବାର ତାଙ୍କ ଠାରୁ ଆଉ ୨ଟି ପଦ କାଢ଼ି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ତାଙ୍କ ଠାରୁ ଉପ-ସଭାପତି…
ଅଧିକ ଖବର ଦେଖନ୍ତୁ...

୨୦୧୭ରେ ଚିକେନ ବିରିୟାନି ସବୁଠୁ ବେଶୀ ଅର୍ଡର କରାଯାଇଥିବା ଖାଦ୍ୟ

ନୂଆଦିଲ୍ଲୀ: ଆପଣଙ୍କୁ କେଉଁ ଫାଷ୍ଟଫୁଡ ବେଶୀ ପସନ୍ଦ? କେଉଁ ଖାଦ୍ୟ ଲଞ୍ଚ୍‌ ବା ଡିନରରେ ଖାଇବାକୁ ପସନ୍ଦ କରନ୍ତି ? ଅନଲାଇନରେ କ’ଣ ମଗେଇ ଖାଇବାକୁ ଆପଙ୍କ ଇଚ୍ଛା? ଇଣ୍ଡିଆନ, ଚାଇନିଜ୍‌ ଅଥବା ମୋଗଲାଇ ? ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଅନଲାଇନ ଫୁଡ୍‌ ଅର୍ଡରିଂ ଏଣ୍ଡ ଡେଲିଭରି ପ୍ଲାଟଫର୍ମ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ଆଣିଲା ପରିବର୍ତ୍ତନ, ଏଣିକି ଦିନକୁ ମିଳିବ ୫ଜିବି ଡାଟା

ନୂଆଦିଲ୍ଲୀ:  ଅନ୍ୟ ଟେଲିକମ୍‌ କମ୍ପାନିଙ୍କ ଭଳି ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ୧୮୬ଟଙ୍କାର ଡାଟା ପ୍ଲାନ୍‌ର ପରିବର୍ତ୍ତନ କରିଛି। ବିଏସ୍‌ଏନ୍‌ଏଲ୍‌ ୧୮୬ଟଙ୍କାର ପ୍ଲାନ୍‌ରେ ଏଣିକି ବ୍ୟବହାରକାରୀ ୫ଜିବିର ହାଇ ସ୍ପିଡ୍‌ ଡାଟା ପାଇ ପାରିବେ। ବ୍ୟବହାରକାରୀ ପୂର୍ବରୁ ଏହି ଡାଟା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ, ଆଜିଠୁ ଚାଲିଲା କଂସ ରାଜ୍‌

ବରଗଡ଼: ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହି ଯାତ୍ରା ୨୦୧୮ ଜାନୁଆରି ୨ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା କମିଟର ସଦସ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାଂସଦ…
ଅଧିକ ଖବର ଦେଖନ୍ତୁ...