ଅନୁସନ୍ଧାନ କରୁଥିବା ବର୍ଗ

Latest

ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଗୁମର ଫିଟିଲା, ଜାଣନ୍ତୁ ଅସଲ ରହସ୍ୟ

ହାଇଦ୍ରାବାଦ୍‌: ଗତ ସପ୍ତାହରେ ଚଳନ୍ତା ଟ୍ରେନ୍‌ ସହ ଜଣେ ଯୁବକ ଲାଇଭ୍‌ ଭିଡିଓ ନେଉଥିବା ବେଳେ ଟ୍ରେନ୍‌ଟି ଯୁବକଙ୍କୁ ପଛରୁ ଆସି ପିଟି ଦେଇଥିବାରୁ ଯୁବକ ଜଣକ ଛିଡ଼ିକି ପଡ଼ିବାକୁ ଗୁରୁତର ହୋଇଥିଲେ ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେଲେଙ୍ଗାନାର ଶିବ ନାମକ ଯୁବକ ଏପରି ଦୁଃସାହସିକ…
ଅଧିକ ଖବର ଦେଖନ୍ତୁ...

ଆକାଶପଥରେ ମୁହାଁମୁହିଁ ହେଲେ ଆମେରିକା ଓ ଋଷିଆ ବିମାନ: ଏ ପ୍ରକାର ଆଚରଣରୁ ବିରତ ରହିବାକୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ଏକ ଆମେରିକୀୟ ଗୁଇନ୍ଦା ବିମାନକୁ ଏକ ଋଷୀୟ ଯୁଦ୍ଧ ବିମାନ ଗତ ସୋମବାର ଦିନ କୃଷ୍ଣସାଗର ଉପରେ ଅଟକାଇବା ସହ ତା’ର ଗତିରୋଧ କରିବା ଘଟଣାକୁ କେନ୍ଦ୍ର କରି ଏବେ ଉଭୟ ଆମେରିକା ଓ ଋଷିଆ ମୁହାଁମୁହିଁ ହୋଇଛନ୍ତି। ଆମେରିକା ଆଜି ଏହି ଘଟଣାର ତୀବ୍ର ପ୍ରତିବାଦ କରିବା ସହ ଋଷିଆକୁ ନିଜ…
ଅଧିକ ଖବର ଦେଖନ୍ତୁ...

ରାତିରେ ସାଥୀଙ୍କୁ ଏସବୁ ଦିଅନ୍ତୁ, ସୁଖମୟ ହେବ ଦାମ୍ପତ୍ୟ ଜୀବନ

ଆପଣ ଭାବୁଥିବେ ପତ୍ନୀଙ୍କୁ ଦବା ପାଇଁ ରାତି ସମୟ କାହିଁକି, ଦିନ କାହିଁକ ନୁହେଁ? ସେପରି ତ ଦେଖିବାକୁ ଗଲେ କୌଣସି ବିରାଟ ତଫାତ ନାହିଁ। ମାତ୍ର ଏହା ଏକ ମାନସିକତା। ଉପହାର ସେତେବେଳେ ଦିଅନ୍ତୁ ଯେତେବେଳେ ଆପଣ ତାଙ୍କ ସହ କିଛି ସମୟ ବିତାଇପାରିବେ। ଆପଣ ଦିନରେ କିଛି ଦେଇ ଚାଲିଯିବା ପରେ…
ଅଧିକ ଖବର ଦେଖନ୍ତୁ...

ବିଲ୍‌ ଗେଟସ୍‌ ବନାଉଛନ୍ତି ‘ସୁପର କାଓ’: କ’ଣ ରହିଛି ଏହି ଗାଈର ବିଶେଷତ୍ୱ ଜାଣନ୍ତୁ

ଲଣ୍ଡନ: ଦୁନିଆର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ । ବିଲ୍‌ ଗେଟସ୍‌ କିଛିଦିନ ହେବ ଜୈବିକ କ୍ଷେତ୍ରରେ କାମ କରୁଛନ୍ତି। ସେ ଏକ ‘ସୁପର କାଓ’ (ଶକ୍ତିଶାଳୀ ଗାଈ)ର ବନାଇବେ ବୋଲି ଯୋଜନା କରିଛନ୍ତି। ଏଥିପାଇଁ ସେ ଏଡିନବର୍ଗସ୍ଥିତ…
ଅଧିକ ଖବର ଦେଖନ୍ତୁ...

କାବୁଲ ହୋଟେଲ ଆକ୍ରମଣ ପଛରେ ପାକିସ୍ତାନ, ଆତଙ୍କବାଦୀଙ୍କୁ ତାଲିମ ଦେଇଥିଲା ଆଇଏସଆଇ

କାବୁଲ: ବିଶ୍ୱରେ ଯେଉଁଠି ବି ଆତଙ୍କବାଦୀ ଆକ୍ରମଣ ହେଉଛି ତାହାର ଚେର ପାକିସ୍ତାନରେ ବାହାରୁଛି । ତେବେ ପାକିସ୍ତାନି ଆକ୍ରମଣର ସବୁଠୁ ବେଶୀ ଶିକାର ହେଉଛନ୍ତି ଭାରତ ଓ ଆଫଗାନିସ୍ତାନ । ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ତାଲିବାନ ଓ ହକ୍କାନି ନେଟଓ୍ଵାର୍କ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଦାନ ବାକ୍ସ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରୁସୁଗୁଡ଼ା: ଝାରୁସୁଗୁଡ଼ା ଲାଇକେରା ପୁଲିସ ଷ୍ଟେସନ୍‌ ନିକଟରେ ଥିବା ଏକ ମନ୍ଦିର ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ମଙ୍ଗଳବାର ଉଦ୍ଧାର କରାଯାଇଛି। ଏହା ଏକ ହତ୍ୟା ଘଟଣା ବୋଲି ପୁଲିସ ସନ୍ଦେହ କରି ଛାନ୍‌ଭିନ୍‌ ଆରମ୍ଭ କରି ହତ୍ୟାକାରୀକୁ ଧରିଥିଲା। ହତ୍ୟାକାରୀ ନାମ ମିଶ୍ର ମାଝି ବୋଲି…
ଅଧିକ ଖବର ଦେଖନ୍ତୁ...

୮ମାସର ଶିଶୁକନ୍ୟା ଦାଦାପୁଅ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର, ଦିଲ୍ଲୀ ହସ୍ପିଟାଲରେ ଜୀବନ ସହ ଲଢ଼ୁଛି

ନୂଆଦିଲ୍ଲୀ : ଦୁଷ୍କର୍ମ ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରୁଥିଲେ ମଧ୍ୟ ଏହା ଥମିବାର ନା ନେଉ ନାହଁ । ପ୍ରତିଦିନ ଦେଶର କୋଣ ଅନୁକୋଣରେ ଦୁଷ୍କର୍ମର ଖବର ଆସିବାରେ ଲାଗିଛି । ବିଶେଷ କରି ଭାରତର ରାଜଧାନୀ ଦିଲ୍ଲୀରେ ଏହାର ସଂଖ୍ୟା ଅଧିକ। ଏବେ ପୁଣି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ନାନୋ ଓ ଇନୋଭା ମୁହାଁମୁହିଁ ଧକ୍କା: ଜଣେ ମୃତ ଓ ୨ଗୁରୁତର

ଝାରସୁଗୁଡ଼ା: ମଙ୍ଗଳବାର ଅପରାହ୍ନରେ ଝାରସୁଗୁଡ଼ା-କୋଲାବିରି ଜାତୀୟ ରାଜପଥ -୪୯ ଅନ୍ତର୍ଗତ ପୁରାଣ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା କରି ସ୍ୱାମୀ ଫେରାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦେଓଭବନପୁର ଗାଁରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଟାଙ୍ଗିିଆରେ ହାଣି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ବସ ଭଡ଼ା, କିଲୋମିଟର ପିଛା ୨ରୁ ୪ ପଇସା ଯାଏ ବୃଦ୍ଧି

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ବସ ଯାତ୍ରୀ ଭଡ଼ାରେ ବୃଦ୍ଧିି କରିଛନ୍ତି। ବସ ଭଡ଼ା କିଲୋମିଟର ପିଛା ୨ ପଇସାରୁ ୪ ପଇସା ଯାଏ ବୃଦ୍ଧି ଘଟିଛି। ମିଥିବା ସୂଚନା ଅନୁଯାୟୀ, ସାଧାରଣ ବସ ଭଡ଼ା କିଲୋମିଟର ପିଛି ୬୫ ପଇସାରୁ ୬୭ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ ବସ ଭଡ଼ା ୬୮ ପଇସାରୁ…
ଅଧିକ ଖବର ଦେଖନ୍ତୁ...