ଅନୁସନ୍ଧାନ କରୁଥିବା ବର୍ଗ

Latest

ଭୁବନେଶ୍ୱରରେ ପ୍ରଣବ ମୁଖାର୍ଜୀ, ଏଚ ଡି ଦେବଗୌଡ଼ା ଓ ଲାଲକୃଷ୍ଣ ଆଡଭାନୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ‘ ଦି ଟଲ ମ୍ୟାନ’ର ଉନ୍ମୋଚନ ହେବ। ଅପରାହ୍ଣରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ତେଲେଙ୍ଗାନାରେ ୯ଟି ଗାଡ଼ି ପୋଡିବା ସହିତ ପୁଲିସ ଇନ୍‌ଫରମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ ଠାରେ ବାଲି ଉଠାଣକୁ ନେଇ ମାଓବାଦୀମାନେ ୯ଟି ଗାଡ଼ିିରେ ନିଆଁ ଲଗାଇ ଦେବା ସହିତ ଜଣଙ୍କୁ ପୁଲିସ ଇନ୍‌ଫରମର ସନ୍ଦେହରେ ହତ୍ୟା କରିଛନ୍ତି। ମାଓବାଦୀମାନେ ଗୋଟିଏ ଜେସିବି ମେସିନ ସହିତ ୮ଟି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବିଜୁଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

ପୁରୀ: ବିଜେଡ଼ିରୁ ନିଳମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପୁରୀ ଯାଇ ଶ୍ରୀଜୀଉମାନପଙ୍କ ଦର୍ଶନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ବିଜୁପଟ୍ଟନାୟଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ପାଇଁ ଜାତୀୟ ସ୍ତରର ନେତାମାନେ ଭୁବନେଶ୍ୱର ଆସୁଥିବା ବେଳେ ସାଂସଦ ଶ୍ରୀ ପଣ୍ଡା ପୁରୀ ଯାଇ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା କଥାଟି ଗୁଜବ; ଖୁବ୍‌ ଅପମାନଜନକ ଏବଂ ଅରୁଚିକର: ନିକି ହେଲି

ଓ୍ଵାସିଂଟନ୍‌: ଜାତିସଙ୍ଘସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲିଙ୍କର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା ଗୁଜବକୁ ନିକି ହେଲି ସମାଲୋଚନା କରି କହିଛନ୍ତି: ଏହା ଖୁବ୍‌ ଅପମାନଜନକ ଏବଂ ଅରୁଚିକର। ଟ୍ରମ୍ପ୍‌ଙ୍କର ଆଫେୟାର୍‌ ରହିଛି। କାହା ସହିତ ରହିଛି ଏ ପୁସ୍ତକରେ ତାହା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ନିଲାମ: ବିରାଟ କୋହଲି , ଏମ ଏସ ଧୋନୀ, ରୋହିତ ଶର୍ମା ସବୁଠାରୁ ଦାମୀ ଖେଳାଳି

ଆଜି ଇଣ୍ଡିଆନ ପ୍ରିମିୟମ ଲିଗ୍‌ ୨୦୧୮ ପାଇଁ ଫ୍ରାଞ୍ଚାଇଜ୍‌ମାନେ ଖେଳାଳି ନିଲାମରେ ଭାଗ ନେଇ ଖେଳାଳିମାନଙ୍କୁ ନିଜ ଦଳ ପାଇଁ ଚୟନ କରିଛନ୍ତି। ଏହି ନିଲାମରେ ୮ଟି ଟିମ୍‌ ଯଥା କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚାେଲେଞ୍ଜ ବେଙ୍ଗାଲୁର, ରାଜସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ୪ ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଉତ୍ତର ଆଫଗାନିସ୍ତାନର କୁନ୍ଦୁଜ୍‌ ସହରରେ ବୋମା ବିସ୍ଫୋରଣ କରିବାକୁ ଚେଷ୍ଟା କରୁଥିବା ଚାରି ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଆତଙ୍କ ଆକ୍ରମଣ ପାଇଁ ସେ ତାଲିବାନୀୟ ଲୋକମାନେ ଗୋଟାଏ ଚାରି ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ଘଟଣା ହିଁ କ୍ଷୋଭର…
ଅଧିକ ଖବର ଦେଖନ୍ତୁ...

ଟୋକିଓରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମ ଥର ଲାଗି ଯୋଗ ଦେଲେ ଜାପାନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମ ଥର ଲାଗି ଯୋଗ ଦେଇଛନ୍ତି ଜାପାନର ବୈଦେଶିକ ମନ୍ତ୍ରୀ ତାରୋ କୋନୋ। ଭାରତର ‘ଆକ୍ଟ୍‌ ଇଷ୍ଟ୍‍ ପଲିସି’କୁ ଅଭିନନ୍ଦିତ କରିଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦେଶ। ଭାରତର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋନୋ ଗୁରୁତ୍ୱ ଦେଇ…
ଅଧିକ ଖବର ଦେଖନ୍ତୁ...

୨୪ ବର୍ଷ ହେବ ବୃନ୍ଦାବନରେ ବାସ କରୁଥିବା କାନଡୀୟ ବ୍ୟକ୍ତି ଗିରଫ

ମଥୁରା: ଜାଲ କାଗଜପତ୍ର ବ୍ୟବହାର କରି ଗତ ୨୪ ବର୍ଷ ଧରି ବୃନ୍ଦାବନରେ ବସବାସ କରୁଥିବା ଜଣେ କାନଡୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ସିଟି ଏସ୍‌ପି ଶ୍ରବଣ କୁମାର ସିଂହ କହିଛନ୍ତି ଯେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୫୫ ବର୍ଷିୟ ରେୟାନ୍‌ ଆଡ୍‌ଓ୍ଵାର୍ଡ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ଗୋରେଗାଓଁ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ: ଶନିବାର ପ୍ରତ୍ୟୁଷରେ ଗୋରେଗାଓଁ ପୂର୍ବାଞ୍ଚଳରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଓ୍ଵାଲ୍‌ବର୍ଟ ରୋଡ୍‌ରେ ଅବସ୍ଥିତ କାମା ଶିଳ୍ପାଞ୍ଚଳ ନିଅାଁ ଲାଗି କାରଖାନାର ଗୋଟାଏ ଘରକୁ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିଅାଁ ଲିଭାଇବାକୁ ପ୍ରାୟ ୧୫ଟି…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ ଲର୍ଡ ନାଜିର୍‌ କଶ୍ମୀର ସ୍ୱାଧୀନତା ପାଇଁ ଡାକରା ଦେବାରୁ ଲଣ୍ଡନ୍‌ରେ ସଂଘର୍ଷ

ନୂଆଦିଲ୍ଲୀ: ଇଂଲଣ୍ଡ ପାର୍ଲାମେଣ୍ଟ୍‌ର ହାଉସ୍‌ ଅଫ୍‌ ଲର୍ଡସ୍‌ର ସଦସ୍ୟ ପାକିସ୍ତାନୀ ପ୍ରେମୀ ନାଜିର୍‌ ଅହମଦ୍‌ କଶ୍ମୀର ଓ ଖଲିସ୍ତାନର ସ୍ୱାଧୀନତା ଦାବି କରିବାକୁ କଳା ଦିବସ ଆୟୋଜନ କରିବାରୁ ଶୁକ୍ରବାର ସନ୍ଧ୍ୟାବେଳେ ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇ କମିସନ୍‌ ବାହାରେ ସଂଘର୍ଷର ସୂତ୍ରପାତ…
ଅଧିକ ଖବର ଦେଖନ୍ତୁ...