ଅନୁସନ୍ଧାନ କରୁଥିବା ବର୍ଗ

Leading

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲାରେ ‘ସିବିଆଇ’ ଓ ‘ଇଡି’କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମଦ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଫାଇଲ୍‌ କରିଥିବା ପୃଥକ୍‌ ଜାମିନ ଆବେଦନ ସଂକ୍ରାନ୍ତରେ ଆଜି ସୁପ୍ରିମ୍‌ କୋର୍ଟ ‘ସିବିଆଇ’ ଓ ‘ଇଡି’ଙ୍କୁ ନୋଟିସ ଜାରି କରିଛନ୍ତି। ସ୍ତ୍ରୀ ସୀମା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟର ୨ଜଣ ନୂଆ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ଉଜ୍ଜ୍ବଳ ଭୂୟାଁ ଏବଂ ବିଚାରପତି ଏସ୍‌. ଭେଙ୍କଟନାରାୟଣ ଭଟ୍ଟୀଙ୍କୁ ସୁପ୍ରିମ୍‌ କୋର୍ଟର ନୂଆ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ସୁପ୍ରିମ୍‌ କୋର୍ଟର ଅଡିଟରିୟମ୍‌ରେ ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ହୋଇଛି: ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚାର୍ଜସିଟ ଏକ ରଦ୍ଦି କାଗଜ। ଏହାର ତଦନ୍ତ ଗୋପାଳରୁ ଆରମ୍ଭ ଏବଂ ଗୋପାଳରେ ଶେଷ ହୋଇଛି। ବିଜେପି…
ଅଧିକ ଖବର ଦେଖନ୍ତୁ...

ଟମାଟୋ ଆଶ୍ବସ୍ତି: ୧୩୦ ଟଙ୍କାରେ କିଣି ଖାଉଟିଙ୍କୁ ୯୦ ଟଙ୍କାରେ ଟମାଟୋ ବିକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଟମାଟୋ ଦରର ମୁକାବିଲା ଲାଗି ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ପାଟନା ଓ ଦେଶର ଆଉ କେତେକ ସୁନିର୍ବାଚିତ ସହରରେ କେନ୍ଦ୍ର ସରକାର କିଲୋପ୍ରତି ୯୦ ଟଙ୍କା ଦରରେ ଖାଉଟିଙ୍କୁ ଟମାଟୋ ବିକିବେ ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ପନିକି ଚୋଟରେ ଉଡ଼ିଗଲା ସ୍ତ୍ରୀଙ୍କ ପ୍ରାଣବାୟୁ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି। ସୂଚନା ଅନୁଯାୟୀ, ଗ୍ରାମର ଅଭୟ ରାଉତ(ବାପୁନୁ) ଓ ତାଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍‌ସ୍‌ରୁ ଅମିତ ଶାହଙ୍କୁ ଫୋନ୍‌ କରି ଦିଲ୍ଲୀ ବନ୍ୟା ପରିସ୍ଥିତି କଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଫ୍ରାନ୍‌ସ୍‌ରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତ ବିଷୟରେ ବୁଝାବୁଝି କରିଥିବା କଥା ଗୃହ ମନ୍ତ୍ରାଳୟ ‘ଟୁଇଟ୍‌’ରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ: ଜୀବନଯାତ୍ରା ବାଧାପ୍ରାପ୍ତ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଯାତ୍ରୀବାହୀ ବସ୍: କଣ୍ଡକ୍ଟର ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ଠାରୁ ୨୦୦ ମିଟର ଆଗକୁ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୩୭ ଜଣ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଗସ୍ତର ପ୍ରଥମ ଦିନରେ ଫ୍ରାନ୍‌ସ୍‌ର ସର୍ବୋଚ୍ଚ ସମ୍ମାନରେ ଭୂଷିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ୟାରିସ୍‌: ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍‌ସ୍‌ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍ ଦି ଲିଜନ୍‌ ଅଫ୍‌ ଅନର୍‌’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା…
ଅଧିକ ଖବର ଦେଖନ୍ତୁ...

ଭାସିଲା ଦିଲ୍ଲୀ: ୧୨ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ, ରବିବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ଯମୁନା ନଦୀ ଯୋଗୁ ଦିଲ୍ଲୀ ଏବେ ଭାସୁଛି। ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି। ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍‌ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିପର୍ଯ୍ୟୟ…
ଅଧିକ ଖବର ଦେଖନ୍ତୁ...