ଅନୁସନ୍ଧାନ କରୁଥିବା ବର୍ଗ

Leading

ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ…
ଅଧିକ ଖବର ଦେଖନ୍ତୁ...

ବାଇକରେ ବସି ଡାକ୍ତରଙ୍କ ପାଖକୁ ଗଲା ଅସୁସ୍ଥ ବାଘ

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବାଗିଭାଲୁ ଗାଁରେ ଜଣେ ଯୁବକ ନିଜ ଜମି ନିକଟରେ ଏକ ଅସୁସ୍ଥ କଲରାପତ୍ରିଆ ବାଘକୁ ଦେଖିବାକୁ ପାଇଥିଲେ। ଏହାପରେ ସେ କଲରାପତ୍ରିଆ ବାଘକୁ ନିଜ ଦୁଇ ଚକିଆ ଯାନରେ ଦଉଡ଼ିରେ ବାନ୍ଧି ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମ୍‌, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ବର:  ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଉଭୟ ମୋକିମ୍‌ ଓ  ବିଶ୍ବାଳଙ୍କୁ ନିଲମ୍ବନ କରିଛି। ଓଡ଼ିଶା କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ରାତିରୁ ଲଗାଣ ବର୍ଷା ଲାଗି ରହିଛି । ଏହା ଫଳରେ ରାସ୍ତାଘାଟ ଜଳାର୍ଣ୍ଣବ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି । ତେବେ ଏହା ଯୋଗୁଁ ଗତ କିଛି ସପ୍ତାହ ଧରି ରାଜ୍ୟରେ ଦେଖାଯାଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ସୁଧୁରିବାର ଆଶା ସୃଷ୍ଟିହୋଇଛି ।…
ଅଧିକ ଖବର ଦେଖନ୍ତୁ...

୧୫ରୁ ୧୯ ଯାଏ ପ୍ରବଳ ବର୍ଷା‌: ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରେ ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର  ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ଘରୁ ଅପହରଣ ହୋଇଥିବା ମହିଳାଙ୍କ ମୃତଦେହ ମିଳିଲା; ଶରୀରରେ ବାଜିଛି ଗୁଳି

ଜୟପୁର: ନିକଟରେ ଅନୁସୂଚିତ ଜାତିର ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ବେଳେ ଗତକାଲି ତାଙ୍କ ମୃତଦେହ ମିଳିଛି। ମହିଳାଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଛି। ଏବେ ଏକ କୂଅ ଭିତରୁ ତାଙ୍କ ମୃତଶରୀରକୁ ଉଦ୍ଧାର କରାଯିବା ପରେ ଆଗକୁ ନିର୍ବାଚନ ଥିବା ରାଜସ୍ଥାନର…
ଅଧିକ ଖବର ଦେଖନ୍ତୁ...

୬୦ ଫୁଟ ତଳକୁ ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର: ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ୧୦ ମିନିଟ ସମୟରେ  ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା…
ଅଧିକ ଖବର ଦେଖନ୍ତୁ...

୧୮ ମହଲା ବାଲ୍‌କୋନିରୁ ତଳକୁ ନଇଁ ମାଆଙ୍କୁ ଡାକୁଥିବା ବେଳେ ପଡ଼ିଯାଇ ସପ୍ତମ ଶ୍ରେଣୀ ବାଳକ ମୃତ

ଗ୍ରେଟର୍‌ ନୋଏଡ଼ା:  ରାଜଧାନୀ ଦିଲ୍ଲୀର  ଗ୍ରେଟର୍‌ ନୋଏଡାର ହାଇ ସୋସାଇଟିର ଏକ ଫ୍ଲାଟ୍‌ ବାଲ୍‌କୋନିରୁ ତଳେ ପଡ଼ି ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ବାଳକ ଜଣକ ୧୮ ମହଲା ଉପରେ ରହି ତଳେ ଥିବା ନିଜ ମାଆକୁ ଡାକୁଥିବା ବେଳେ ତଳକୁ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ବାଳକଟିର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ପିଟି ପିଟି ହତ୍ୟା ଅଭିଯୋଗରେ ଶବ ରଖି ରାସ୍ତାରୋକ

ଭଞ୍ଜନଗର/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଜଣକ ହେ‌ଲେ, ବେଲଗୁଣ୍ଠା ବ୍ଲକ୍ ନୂଆତନରଡ଼ା ଗ୍ରାମର ଗଙ୍ଗା ବେହେରାଙ୍କ ପୁଅ ଚରଣ ବେହେରା (୪୦)। ଆଜି ସକାଳେ ଚରଣଙ୍କୁ ସେଲ୍ ଭିତରୁ…
ଅଧିକ ଖବର ଦେଖନ୍ତୁ...

ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ୍ସ; ଚଳିତବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ରୋଡ୍…

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବାକୁ ଯାଉଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…
ଅଧିକ ଖବର ଦେଖନ୍ତୁ...