ଅନୁସନ୍ଧାନ କରୁଥିବା ବର୍ଗ

Leading

ଓଡ଼ିଆ ଅସ୍ମିତା ଓ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି । ଏଠି ବାବୁମାନେ ପ୍ରତିନିଧି । ବାବୁମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ ଠାରେ…
ଅଧିକ ଖବର ଦେଖନ୍ତୁ...

ଏଥର ଅମରନାଥ ଗୁମ୍ଫାର ସୁରକ୍ଷା ଦାୟିତ୍ବ ଆଇଟିବିପି ହାତରେ

ନୂଆଦିଲ୍ଲୀ :  ଗତବର୍ଷ ଅମରନାଥ ଯାତ୍ରା ସମୟରେ ଗୁମ୍ଫାରେ ହୋଇଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗୁମ୍ଫାର ସୁରକ୍ଷା ପାଇଁ ଆଇଟିବିପିକୁ ନିୟୋଜିତ କରାଯାଇଛି । ସିଆରପିଏଫ କେବଳ ଗୁମ୍ଫା ନିକଟ କିଛି ସ୍ଥାନରେ ରହିବ । ଏଥର ସୁରକ୍ଷା ପାଇଁ ଏନଡିଆରଏଫକୁ ମଧ୍ୟ ମୁତୟନ କରାଯାଇଛି ।  …
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କଲେ ଯଶୋଦା ବେନ୍‌, ଶ୍ରୀମନ୍ଦିର ବି ବୁଲିଲେ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନ୍‌ ଆଜି ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ସଂଧ୍ୟା ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି। ଏହା ତାଙ୍କ ସୌଭାଗ୍ୟ ଓ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରି ସେ କୃତାର୍ଥ ବୋଲି କହିଛନ୍ତି ଶ୍ରୀମତୀ ବେନ୍‌। ଏହି ଅବସରରେ ସେ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଦୁର୍ଘଟଣାକୁ ବିତିଲା ୨୫ ଦିନ; ଷ୍ଟେସନ୍‌ରେ ସ୍ବାଭାବିକ ହେଲା ଟ୍ରେନ୍‌ ରହଣି

ସୋର/ବାହାନଗା: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨୫ ଦିନ ବିତିଯାଇଛି। ସିବିଆଇ ଦୁର୍ଘଟଣାର କାରଣ ଜାଣିବା ଏବଂ ଦୋଷୀଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଅତିରିକ୍ତ ପରିବହନ କମିସନର କହିଲେ- ମିନିବସ୍‌ର ଅବସ୍ଥା ଏତେ ଖରାପ ନଥିଲା, ସରକାରୀ ବସ୍…

ଭୁବନେଶ୍ବର/ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବସ୍‌ର ସ୍ଥିତି ନେଇ ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ କିଏ ଜିତିବ? କମଳ ନା କମଳନାଥ? କ’ଣ କହୁଛି ଏବିପି ନ୍ୟୁଜ୍-ସି ଭୋଟର ସର୍ଭେ ?

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବହୁତ କମ୍ ସମୟ ବାକି ଅଛି । ଏଭଳି ସ୍ଥିତିରେ ବିଜେପି ଓ କଂଗ୍ରେସ ବିଜୟ ନେଇ ନିଜ ନିଜର ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ହୁଅନ୍ତୁ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଉଭୟ ଏଥର ମଧ୍ୟପ୍ରଦେଶରେ ସରକାର…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍ ବିଶ୍ବକପରେ ପାକିସ୍ତାନ ଖେଳିବା ନେଇ ସଂଦେହ ଜାରି

କରାଚୀ : ଭାରତରେ ହେବାକୁ ଥିବା ବିଶ୍ବକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଯାଇଛି । କିନ୍ତୁ ଏଥିରେ ପାକିସ୍ତାନ ଖେଳିବା ନେଇ ଏବେ ବି ସଂଦେହ ଜାରି ରହିଛି । ପାକିସ୍ତାନର କେତେକ ଦାବିକୁ ଆଇସିସି ନ ମାନିବା ପରେ ପାକିସ୍ତାନ ପକ୍ଷରୁ ଏପରି ସଂକେତ ଦିଆଯାଇଛି । ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୮ ତାରିଖ ଯାଏଁ ଚାଲିବ। ରାଜ୍ୟବ୍ୟାପି ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଆବଶ୍ୟକ ଆଡମିଟ୍ କାର୍ଡ…
ଅଧିକ ଖବର ଦେଖନ୍ତୁ...

ସରିଲା ମହାପ୍ରଭୁଙ୍କ ଆଡ଼ପ ଦର୍ଶନ: ଜୁନ୍‌ ୨୮ରେ ବାହୁଡ଼ାଯାତ୍ରା, ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଶ୍ରୀଜିଉ

ପୁରୀ: ଶରଧାବାଲିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ସାଧାରଣ ଭକ୍ତମାନେ ଆଜି ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଧାଡ଼ିରେ ରହି ଆଡ଼ପ ଦର୍ଶନ କରିଛନ୍ତି। ପବିତ୍ର ନବମୀ ତିଥିରେ ସନ୍ଧ୍ୟା ଦର୍ଶନ ‌ଶେଷ ହେଲା…
ଅଧିକ ଖବର ଦେଖନ୍ତୁ...

ଅମରନାଥ ଯାତ୍ରା ପୂର୍ବରୁ କଶ୍ମୀରରେ ସେନାର ସ୍ବତନ୍ତ୍ର ଅଭିଯାନ, ୧୫ ଦିନରେ ମଲେଣି ୧୧ ବିଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ : କଶ୍ମୀର ଘାଟିରେ ଏବେ ଅନୁପ୍ରବେଶ ବଢିଚାଲିଥିବାବେଳେ ସେମାନଙ୍କ ନିପାତ ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି । ଏଥିପାଇଁ ସ୍ବତନ୍ତ୍ର ଅପରେସନ ଚଳାଯାଉଛି । ଏହାର ଫଳସ୍ବରୂପ ଗତ ୧୫ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର କୁପଓ୍ଵାରା ସେକ୍ଟରରେ ବିପୁଳ ପରିମାଣର ନିଶାଦ୍ରବ୍ୟ,…
ଅଧିକ ଖବର ଦେଖନ୍ତୁ...