ଅନୁସନ୍ଧାନ କରୁଥିବା ବର୍ଗ

Leading

ରାଜନ୍‌ଙ୍କୁ ନେଇ ଚର୍ଚ୍ଚା: ମିଳିପାରେ ଅର୍ଥନୀତି ନୋବେଲ

ନ୍ୟୁୟର୍କ: ୨୦୧୭ ମସିହା ପାଇଁ ଭେଷଜ ବିଜ୍ଞାନ ଠାରୁ ଆରମ୍ଭ କରି ଶାନ୍ତି ପର୍ଯ୍ୟନ୍ତ ୫ଟି କ୍ଷେତ୍ରର ନୋବେଲ ପୁରସ୍କାର ଘୋଷଣା ହୋଇସାରିଲାଣି। କେବଳ ବାକି ରହିଛି ଅର୍ଥନୀତି। ଆସନ୍ତା ସୋମବାର ଷ୍ଟକହୋମ୍‌ରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବ। ତେବେ ଅର୍ଥନୀତି ପାଇଁ ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଭଲ୍‌ଭୋ କାର୍‌ସର ନୂଆ ଏମ୍‌ଡି

ଭୁବନେଶ୍ୱର: ଭାରତ ପାଇଁ ଭଲଭୋ କାର ପକ୍ଷରୁ ଚାର୍ଲସ ଫ୍ରମ୍ପ୍‌ଙ୍କୁୁ ପରିଚାଳନା ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଛି। ସେ ନିଜର କାର୍ଯ୍ୟଭାର ଚଳିତ ମାସ ୩ ତାରିଖରୁ ଗ୍ରହଣ କରିଛନ୍ତି। ଚାର୍ଲସ ଫ୍ରମ୍ପ ଅଟୋମୋଟିଭ ଉଦ୍ୟୋଗରେ ୧୭ ବର୍ଷ ଧରି କାର୍ଯ୍ୟ କରିଥିବାବେଳେ ଭଲଭୋ କାର୍‌ ସହିତ ୮…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇବନି ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୨ ଟଙ୍କା ଉତ୍ପାଦନ ଶୁଳ୍କ କମାଇବା ପରେ ରାଜ୍ୟ ସରକାରଗୁଡ଼ିକୁ ୫ ପ୍ରତିଶତ ଭାଟ୍‌ କମାଇବା ଲାଗି ପରାମର୍ଶ ଦେଇଥିଲେ। ଏହାହେଲେ ଗ୍ରାହକଙ୍କ ଉପରୁ ବୋଝ ହାଲକା ହେବ ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୪୦% ବ୍ୟବସାୟୀ ଟଙ୍କାଟେ ଜିଏସ୍‌ଟି ଦେଇନାହାନ୍ତି

ନୂଆଦିଲ୍ଲୀ: ୨୦୧୭ ଜୁଲାଇରେ ମୋଟ ୫୪ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପ୍ରତିଷ୍ଠାନ ଜିଏସ୍‌ଟି ବାବଦକୁ ଟଙ୍କାଟେ ପ୍ରଦାନ କରିନାହାନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨୨ ଲକ୍ଷ ହେବ। ୬୯.୫% ଟିକସଦାତା ୧…
ଅଧିକ ଖବର ଦେଖନ୍ତୁ...

କର୍ମକ୍ଷେତ୍ରର ରୂପରେଖ ନିର୍ମାଣ କରିବେ ନୂଆପିଢ଼ି: ରାଜ୍ୟପାଳ

ଭୁବନେଶ୍ୱର: ବ୍ୟବସାୟିକ ଜଗତରେ ଗତ ଦଶକରେ ନାକଟୀୟ ପରିବର୍ତ୍ତନ ଘଟିଛି। ବ୍ୟବସାୟିକ ସଂସ୍ଥାଗୁଡ଼ିକ ପୂର୍ବାପେକ୍ଷା ଆହୁରି ଅନ୍ତର୍ଜାତୀୟ ସ୍ୱରୂପ ଆପଣାଇଛନ୍ତି। କର୍ମଚାରୀମାନଙ୍କ ମଧ୍ୟରେ ବିବିଧତା ପରିଦୃଷ୍ଟ ହୋଇଛି। ଉତ୍ସାହ ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସହସ୍ରାବ୍ଦୀର ନୂଆ ପିଢ଼ି…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଲକ୍ସ ଭେଲଭେଟ୍‌ ଟଚ୍‌ ଅଟୋଗ୍ରାଫ୍‌ କଲେକ୍ସନ

ଭୁବନେଶ୍ୱର: ଡ୍ୟୁଲକ୍ସ ପେଣ୍ଟ ନିର୍ମାତା ଆକ୍‌ଜୋନେବଲ ପକ୍ଷରୁ ସୁପର ପ୍ରମିୟମ ପେଣ୍ଟ ବର୍ଗରେ ନୂଆ ଡ୍ୟୁଲକ୍ସ ଭେଲଭେଟ୍‌ ଟଚ ଅଟୋଗ୍ରାଫ କଲେକ୍‌ସନ ଆଣିଛି। ୫୦ ଏକ୍ସକ୍ଲୁସିଭ ରଙ୍ଗରେ ଏହି କଲେକ୍ସନକୁ ଉପଲବ୍ଧ କରାଯାଇଛି। ଡ୍ୟୁଲକ୍ସ ଗ୍ଲୋବାଲ ଆସଥେଟିକ୍‌ ସେଣ୍ଟରରେ ଏହି କଲେକ୍ସନକୁ ବିକଶିତ…
ଅଧିକ ଖବର ଦେଖନ୍ତୁ...

ବିମ୍‌ଟେକ୍‌, ବିଜିୟୁ ପକ୍ଷରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିର୍ଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି (ବିମ୍‌ଟେକ୍‌), ଗ୍ରେଟର ନୋଏଡା ଏବଂ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ପକ୍ଷରୁ ମିଳିତ ଭାବରେ ଏକ ପାଞ୍ଚଦିନିଆ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କର୍ମଶାଳା ‘ଓ୍ଵାରିୟର ଜିନ୍ସ ଓ୍ଵିଥ୍‌ ଓ୍ଵିନିଙ୍ଗ୍‌…
ଅଧିକ ଖବର ଦେଖନ୍ତୁ...

ଆଇଏମ୍‌ଏମ୍‌ଟି ପକ୍ଷରୁ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍‌ ଆଣ୍ଡ ମ୍ୟାଟେରିଆଲସ୍‌ ଟେକ୍ନୋଲୋଜି (ଆଇଏମଏମଟି) ପକ୍ଷରୁ ତିନି ଦିନିଆ ବିଜ୍ଞାନ ପ୍ରର୍ଦଶନୀ ଚଳିତ ମାସ ୯,୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ। ସିଏସ୍‌ଆଇଆର୍‌ର ପ୍ଲାଟିନମ୍‌ ଜୁବୁଲି ପାଳନ ଅବସରରେ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ଫିଲ୍ମନିର୍ମାତା କୁନ୍ଦନ ଶାହ

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ କୁନ୍ଦନ ଶାହଙ୍କର ଆଜି ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଡାର୍କ କମେଡି ‘ଜାନେ ଭି ଦୋ ୟାରୋ’ ପାଇଁ ବେଶ୍‌ ଜଣାଶୁଣା କୁନ୍ଦନଙ୍କର ଆଜି ସକାଳେ ତାଙ୍କ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ୧୯୪୭ ଅକ୍ଟୋବର ୧୯ରେ ଜନ୍ମ ହୋଇଥିବା ଶାହ…
ଅଧିକ ଖବର ଦେଖନ୍ତୁ...

ଜିହାଦୀଙ୍କ ଉପରେ ସିରିଆ ବାୟୁସେନା ଆକ୍ରମଣ

ନୂଆଦିଲ୍ଲୀ :ଉତ୍ତର ପଶ୍ଚିମ ସିରିଆ ଅନ୍ତର୍ଗତ ଇଦ୍‌ଲିବ ପ୍ରଦେଶର ଜିହାଦୀ କବଳିତ ଖାଁ ଶେଖୁନ୍‌ ସହରରେ ସିରିଆ ବାୟୁସେନା ଆକ୍ରମଣରେ ୧୩ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାର ଆକ୍ରମଣ ହେତୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସିରିଆ ମାନବାଧିକାରର ମୁଖ୍ୟ (ଅବଜରବେଟୋରି) ରାମି ଅବଦେଲ…
ଅଧିକ ଖବର ଦେଖନ୍ତୁ...