ଅନୁସନ୍ଧାନ କରୁଥିବା ବର୍ଗ

Leading

୪ ଶତକ ସହ ଦକ୍ଷିଣ ଆଫ୍ରିକା ଦୃଢ଼

ବ୍ଲୋଏମ୍ଫଟେନ୍‌: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଚାରି ଚାରିଟା ଶତକ ସହିତ ଦକ୍ଷିଣ ଆଫ୍ରିକା ୫୭୩/୪ର ବିଶାଳ ସ୍କୋର୍‌ ଛିଡ଼ା କରିବା ପରେ ପ୍ରଥମ ପାଳି ଘୋଷଣା କରିଛି। ଜବାବରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୨.୫ ଓଭରରେ ମାତ୍ର ୧୪୭ ରନ୍‌ରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କା ୪୮୨ ରନ୍‌ରେ ଆଉଟ୍‌

ଦୁବାଇ: ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟ୍‍ରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୪୮୨ ରନ୍‌ କରିଛି। କରୁଣାରତ୍ନେ (୧୯୬, ୧୯ ଚୌକା, ୧ ଛକା) ଦ୍ୱିଶତକରୁ ବଞ୍ଚିତ ହେବା ପରେ ମଧ୍ୟକ୍ରମରେ ଦୀନେଶ ଚାନ୍ଦିମାଳ (୬୨, ୧୯୫ ବଲ୍‌, ୬ ଚୌକା), ନିରୋଶନ ଡିକ୍‌େଓ୍ଵଲା (୫୨, ୫୩ ବଲ୍‌, ୫ ଚୌକା) ଏବଂ…
ଅଧିକ ଖବର ଦେଖନ୍ତୁ...

ଉଷୁ ବଡ଼ ମହଙ୍ଗା: ମୋଟା ଅର୍ଥ ଦେଲେ ମିଳୁଛି ଜାତୀୟ ସୁଯୋଗ

ସମ୍ବଲପୁର: ଅଲିମ୍ପିକ୍‌ ମାନ୍ୟତାପ୍ରାପ୍ତ ଖେଳ ଉଷୁ ଓଡ଼ିଶା ଖେଳାଳିମାନଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେଉଛି। ଉଷୁର ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜଣେ ଖେଳାଳିକୁ ଜଣ ପିଛା ଦଶରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯେ ଏତେ ଟଙ୍କା ଯୋଗାଡ଼ କରି ନପାରିବ, ପ୍ରତିଭା ଓ…
ଅଧିକ ଖବର ଦେଖନ୍ତୁ...

ରାଜନ୍‌ଙ୍କୁ ନେଇ ଚର୍ଚ୍ଚା: ମିଳିପାରେ ଅର୍ଥନୀତି ନୋବେଲ

ନ୍ୟୁୟର୍କ: ୨୦୧୭ ମସିହା ପାଇଁ ଭେଷଜ ବିଜ୍ଞାନ ଠାରୁ ଆରମ୍ଭ କରି ଶାନ୍ତି ପର୍ଯ୍ୟନ୍ତ ୫ଟି କ୍ଷେତ୍ରର ନୋବେଲ ପୁରସ୍କାର ଘୋଷଣା ହୋଇସାରିଲାଣି। କେବଳ ବାକି ରହିଛି ଅର୍ଥନୀତି। ଆସନ୍ତା ସୋମବାର ଷ୍ଟକହୋମ୍‌ରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବ। ତେବେ ଅର୍ଥନୀତି ପାଇଁ ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଭଲ୍‌ଭୋ କାର୍‌ସର ନୂଆ ଏମ୍‌ଡି

ଭୁବନେଶ୍ୱର: ଭାରତ ପାଇଁ ଭଲଭୋ କାର ପକ୍ଷରୁ ଚାର୍ଲସ ଫ୍ରମ୍ପ୍‌ଙ୍କୁୁ ପରିଚାଳନା ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଛି। ସେ ନିଜର କାର୍ଯ୍ୟଭାର ଚଳିତ ମାସ ୩ ତାରିଖରୁ ଗ୍ରହଣ କରିଛନ୍ତି। ଚାର୍ଲସ ଫ୍ରମ୍ପ ଅଟୋମୋଟିଭ ଉଦ୍ୟୋଗରେ ୧୭ ବର୍ଷ ଧରି କାର୍ଯ୍ୟ କରିଥିବାବେଳେ ଭଲଭୋ କାର୍‌ ସହିତ ୮…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇବନି ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୨ ଟଙ୍କା ଉତ୍ପାଦନ ଶୁଳ୍କ କମାଇବା ପରେ ରାଜ୍ୟ ସରକାରଗୁଡ଼ିକୁ ୫ ପ୍ରତିଶତ ଭାଟ୍‌ କମାଇବା ଲାଗି ପରାମର୍ଶ ଦେଇଥିଲେ। ଏହାହେଲେ ଗ୍ରାହକଙ୍କ ଉପରୁ ବୋଝ ହାଲକା ହେବ ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୪୦% ବ୍ୟବସାୟୀ ଟଙ୍କାଟେ ଜିଏସ୍‌ଟି ଦେଇନାହାନ୍ତି

ନୂଆଦିଲ୍ଲୀ: ୨୦୧୭ ଜୁଲାଇରେ ମୋଟ ୫୪ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପ୍ରତିଷ୍ଠାନ ଜିଏସ୍‌ଟି ବାବଦକୁ ଟଙ୍କାଟେ ପ୍ରଦାନ କରିନାହାନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨୨ ଲକ୍ଷ ହେବ। ୬୯.୫% ଟିକସଦାତା ୧…
ଅଧିକ ଖବର ଦେଖନ୍ତୁ...

କର୍ମକ୍ଷେତ୍ରର ରୂପରେଖ ନିର୍ମାଣ କରିବେ ନୂଆପିଢ଼ି: ରାଜ୍ୟପାଳ

ଭୁବନେଶ୍ୱର: ବ୍ୟବସାୟିକ ଜଗତରେ ଗତ ଦଶକରେ ନାକଟୀୟ ପରିବର୍ତ୍ତନ ଘଟିଛି। ବ୍ୟବସାୟିକ ସଂସ୍ଥାଗୁଡ଼ିକ ପୂର୍ବାପେକ୍ଷା ଆହୁରି ଅନ୍ତର୍ଜାତୀୟ ସ୍ୱରୂପ ଆପଣାଇଛନ୍ତି। କର୍ମଚାରୀମାନଙ୍କ ମଧ୍ୟରେ ବିବିଧତା ପରିଦୃଷ୍ଟ ହୋଇଛି। ଉତ୍ସାହ ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସହସ୍ରାବ୍ଦୀର ନୂଆ ପିଢ଼ି…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଲକ୍ସ ଭେଲଭେଟ୍‌ ଟଚ୍‌ ଅଟୋଗ୍ରାଫ୍‌ କଲେକ୍ସନ

ଭୁବନେଶ୍ୱର: ଡ୍ୟୁଲକ୍ସ ପେଣ୍ଟ ନିର୍ମାତା ଆକ୍‌ଜୋନେବଲ ପକ୍ଷରୁ ସୁପର ପ୍ରମିୟମ ପେଣ୍ଟ ବର୍ଗରେ ନୂଆ ଡ୍ୟୁଲକ୍ସ ଭେଲଭେଟ୍‌ ଟଚ ଅଟୋଗ୍ରାଫ କଲେକ୍‌ସନ ଆଣିଛି। ୫୦ ଏକ୍ସକ୍ଲୁସିଭ ରଙ୍ଗରେ ଏହି କଲେକ୍ସନକୁ ଉପଲବ୍ଧ କରାଯାଇଛି। ଡ୍ୟୁଲକ୍ସ ଗ୍ଲୋବାଲ ଆସଥେଟିକ୍‌ ସେଣ୍ଟରରେ ଏହି କଲେକ୍ସନକୁ ବିକଶିତ…
ଅଧିକ ଖବର ଦେଖନ୍ତୁ...

ବିମ୍‌ଟେକ୍‌, ବିଜିୟୁ ପକ୍ଷରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିର୍ଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି (ବିମ୍‌ଟେକ୍‌), ଗ୍ରେଟର ନୋଏଡା ଏବଂ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ପକ୍ଷରୁ ମିଳିତ ଭାବରେ ଏକ ପାଞ୍ଚଦିନିଆ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କର୍ମଶାଳା ‘ଓ୍ଵାରିୟର ଜିନ୍ସ ଓ୍ଵିଥ୍‌ ଓ୍ଵିନିଙ୍ଗ୍‌…
ଅଧିକ ଖବର ଦେଖନ୍ତୁ...