ଅନୁସନ୍ଧାନ କରୁଥିବା ବର୍ଗ

Leading

ମମତା ବାନାର୍ଜୀଙ୍କୁ ହତ୍ୟା କରିବାକୁ ହ୍ଵାଟ୍‌ସ୍‌ଆପ୍‌ରେ ବଙ୍ଗୀୟ ଛାତ୍ରଙ୍କୁ ୬୫ ଲକ୍ଷ ଟଙ୍କା ଅଫର୍‌

କୋଲକତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବାରେ ସହଯୋଗ କରିବା ନିମନ୍ତେ ସହଯୋଗ କଲେ ୧ ଲକ୍ଷ ଡଲାର୍‌ ପୁରସ୍କାର ମିଳିବ ବୋଲି ସୋମବାର ଦିନ ଅଫର୍‌ ପାଇ ପଶ୍ଚିମବଙ୍ଗର ବେହରାମ୍‌ପୁର ଅନ୍ତର୍ଗତ ମୁର୍ଶିଦାବାଦ ଜିଲ୍ଲାର ଜଣେ ଛାତ୍ର ଚିହିଙ୍କି ଉଠିଛନ୍ତି। ପଲିଟେକ୍‌ନିକ୍‌ର…
ଅଧିକ ଖବର ଦେଖନ୍ତୁ...

ବାଣ ବଜାରରେ ନିଆଁ ଲାଗି ଜଣେ ମୃତ

ରାଉରକେଲା : ରାଉରକେଲାସ୍ଥିତ ପାଓ୍ଵାର ହାଉସ୍‌ ରୋଡ୍‌ ବାଣ ବଜାରରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବାଣ ପୋଡି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୭ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡରେ ୪୮ଟି…
ଅଧିକ ଖବର ଦେଖନ୍ତୁ...

୧୨୦ କୋଟି ଟଙ୍କାର ବେପାର

ଭୁବନେଶ୍ୱର : ଧନ୍‌ତେରସ୍‌ ପାଇଁ ଗହଣା ସୋ’ରୁମ୍‌ ଗୁଡ଼ିକରେ ପ୍ରବଳ ଭିଡ଼। ସକାଳୁ ସୋ’ରୁମ୍‌ ଖୋଲିବା ପରେ ପରେ ଭିଡ଼ ଆରମ୍ଭ ହୋଇଯାଇଥିଲା ଏବଂ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାର ବେପାର ହୋଇଥିବା କୁହାଯାଉଛି। ସେଥିମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କର୍ମୀ ସଂଘରେ ଫାଟ

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ଆଜି ୫୦% ବୃଦ୍ଧି କରିଛନ୍ତି। ସେମାନଙ୍କୁ ବୀମା ଭୁକ୍ତ କରାଯିବା ଲାଗି ନିଷ୍ପତ୍ତି ହୋଇଛି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବିଭିନ୍ନ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ଦୋଳନକାରୀ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ଆପାତତଃ ଟଳିଛି। ବରଂ ଏହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାବେଳକୁ ଦକ୍ଷିଣ ଓଡ଼ିଶାର ଅନେକ…
ଅଧିକ ଖବର ଦେଖନ୍ତୁ...

କଟକରେ ଏନ୍‌କାଉଣ୍ଟର୍‌, ଦୁର୍ଦ୍ଦାନ୍ତ ଖୋକନ ଆହତ

କଟକ : ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ। ପୁଲିସ ଏନକାଉଣ୍ଟରର ଶିକାର ଅଭିଯୁକ୍ତ ହେଉଛି ଚାଉଳିଆଗଞ୍ଜ ବିଦ୍ୟାଧରପୁରରେ ରହୁଥିବା ଜଗତସିଂହପୁର ଅଞ୍ଚଳର ଖୋକନ ଓରଫ ପିନାକୀ ରଞ୍ଜନ ବାରିକ (୩୪)। ପିନାକୀ ଗତକାଲି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ବିଦାୟ ନେଲା ମୌସୁମୀ : ୯% କମ୍‌ ବୃଷ୍ଟିପାତ

ଭୁବନେଶ୍ୱର : ଆଜି ସାରା ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଗତବର୍ଷ ୧୮ ତାରିଖରେ ରାଜ୍ୟରୁ ଫେରିଯାଇଥିଲା। ଏହା ପୂର୍ବରୁ ଦେଶର ଉତ୍ତର ପୂର୍ବର କିଛି ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକୁ ଛାଡ଼ି ଆପାତତଃ ଅନ୍ୟ ସମସ୍ତ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ କରିସାରିଛି। ମୌସୁମୀ ବାୟୁ…
ଅଧିକ ଖବର ଦେଖନ୍ତୁ...

ଆଫଗାନ ପୁଲିସ ମୁଖ୍ୟାଳୟରେ ତାଲିବାନ ହମ୍‌ଲା: ୫୦ ମୃତ, ୨୦୦ରୁ ଅଧିକ ଆହତ

କାବୁଲ(ଆଫଗାନିସ୍ତାନ): ଆଫଗାନିସ୍ତାନର ପାକ୍ତିଆ ପ୍ରଦେଶର ରାଜଧାନୀ ସହର ଗାର୍ଦଜ୍‌ ସ୍ଥିତ ପୁଲିସ ମୁଖ୍ୟାଳୟ ନିକଟରେ ଏକ ଆତ୍ମଘାତୀ କାର ବିସ୍ଫୋରଣ ଏବଂ ଭିତରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଅତି କମ୍‌ରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆର ଚେତାବନୀ: କେତେବେଳେ ବି ହୋଇପାରେ ଆଣବିକ ଯୁଦ୍ଧ

ଜାତିସଂଘ: ଏକ ଆଣବିକ ଯୁଦ୍ଧ ଜଳ ଜଳ ହୋଇ ଦିଶୁଛି। ତାହା ଯେ କୌଣସି ମୁହୂର୍ତ୍ତରେ ବି ଘଟିପାରେ। ଜାତିସଂଘରେ ଉତ୍ତର କୋରିଆର ଉପରାଷ୍ଟ୍ରଦୂତ କିମ୍‌ ଇନ୍‌ ରେ‍୍ୟାଙ୍ଗ ଏପରି ଚେତାବନୀ ଦେଇଛନ୍ତି। ସମ୍ପ୍ରତି ଆମେରିକା ପ୍ରରୋଚନାରେ କୋରିଆ ଉପଦ୍ୱୀପରେ ଯେପରି ସ୍ଥିତି ଜାରି ରହିଛି, ସେଥିରୁ ସେ…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷ ବୟସରେ ଅକ୍ଷୟ ପାଲଟିଛନ୍ତି ବ୍ରିଟେନର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ: କଥାରେ ଅଛି ବୟସ କେବଳ ଏକ ସଂଖ୍ୟା। ଏପରି କହିବାର ଯଥାର୍ଥତା ହେଉଛି, ଆପଣ ବୟସ ଅଧିକ ହେଉ ଅବା କମ୍‌ ଏଥିରେ କୌଣସି ଫରକ ପଡେ ନାହିଁ। ଆମେ ଏପରି ଜଣେ ୧୯ବର୍ଷିଅ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବୟସ ତୁଳନାରେ ସେ ଢ଼େର୍‌ ଅଧିକ ସଫଳତା ହାସଲ କରିଛନ୍ତି। ଏହି ସଫଳତାକୁ…
ଅଧିକ ଖବର ଦେଖନ୍ତୁ...