ଅନୁସନ୍ଧାନ କରୁଥିବା ବର୍ଗ

Leading

ସର୍ବଭାରତୀୟ କରାଟେ: ଓଡ଼ିଶା ଦ୍ୱିତୀୟ

କଟକ: ଓଡ଼ିଶା ପାରମ୍ପରିକ ସୋଟୋକାନ୍‌ କରାଟେ ସଂଘ ପକ୍ଷରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରବିବାର ଉଦ୍‌ଯାପିତ ସର୍ବଭାରତୀୟ ଓପନ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ହରାଇ ପଶ୍ଚିମବଙ୍ଗ ବିଜେତା ହୋଇଛି। ଏଥିରେ ୪ ରାଜ୍ୟରୁ ପ୍ରାୟ ୪୭୦ ଜଣ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନରେ କଟକ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭାରତ ‘ଏ’ ୩-୦ରେ ଜିତିଲା

ବିଶାଖାପାଟଣା: ଭାରତ-ଏ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ପରାଜୟ ବରଣ କଲା। ଏଥି ସହିତ ଘରୋଇ ଭାରତ ଶୃଙ୍ଖଳାକୁ ୩-୦ରେ ଜିତିନେଲା। ଶୃଙ୍ଖଳା ପ୍ରଥମ ମ୍ୟାଚ୍‌କୁ ବର୍ଷା ସଂପୂର୍ଣ୍ଣ ଧୋଇନେବା ପରେ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ୧୭୩, ମଧ୍ୟପ୍ରଦେଶ ୬୨/୧ 

କଟକ: ଇନ୍ଦୋରରେ ରବିବାରଠୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ପାଳି ୧୭୩ ରନ୍‌ରେ ଅଟକିଯାଇଛି। ଜବାବରେ ଘରୋଇ ମଧ୍ୟପ୍ରଦେଶ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୬୨ ରନ୍‌ କରିନେଇଛି। ଓଡ଼ିଶା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କ୍ୱାର୍ଟର ଫାଇନାଲ୍‌ ପାଇଁ ଲଢ଼େଇ ଆଜିଠୁ 

ନୂଆଦିଲ୍ଲୀ: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ସ୍ଥାନ ଅକ୍ତିଆର କରିବା ପାଇଁ ସୋମବାରଠାରୁ ଲଢ଼େଇ ଆରମ୍ଭ ହେବ। ପ୍ରି-କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟର ପ୍ରଥମ ଦିବସ ଦୁଇଟି ମ୍ୟାଚ୍‌ରେ କଲମ୍ବିଆ-ଜର୍ମାନି ଏବଂ ପାରାଗୁଏ-ଆମେରିକା ମୁହାଁମୁହିଁ ହେବେ। ଉଭୟ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ଷଷ୍ଠ ପୂର୍ବାଞ୍ଚଳ ଏବଂ ୨୫ତମ ଜାତୀୟ ଦୃଷ୍ଟିହୀନ ପ୍ରତିଯୋଗିତା ଲାଗି ରବିବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ପୂର୍ବାଞ୍ଚଳ ପ୍ରତିଯୋଗିତା ପଶ୍ଚିମବଙ୍ଗରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଏବଂ ଜାତୀୟ ପ୍ରତିଯୋଗିତା ୨୯ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ସତ୍ୟବ୍ରତଙ୍କୁ ସ୍ୱର୍ଣ୍ଣ, ପ୍ରିୟଦର୍ଶିନଙ୍କୁ ରୌପ୍ୟ

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ରବିବାର ଉଦ୍‌ଯାପିତ ତୃତୀୟ ସର୍ବଭାରତୀୟ ମିଶ୍ରିତ ସାମରିକ କଳା (ଏଆଇଏମ୍‌ଏମ୍‌ଏ) କ୍ରୀଡ଼ାରେ ସତ୍ୟବ୍ରତ ବେହୁରିଆ ସ୍ୱର୍ଣ୍ଣ ଏବଂ ପି୍ରୟଦର୍ଶିନୀ ଘଟୁଆରି ରୌପ୍ୟ ପଦକ ଜିତିଛନ୍ତି। ରବିବାର ସଂଧ୍ୟାରେ ଅନୁଷ୍ଠିତ ୫୬.୭ କିଲୋଗ୍ରାମ ଫ୍ଲାଏେଓ୍ଵଟ୍‌…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସ୍ନକର କ୍ୱାର୍ଟର ଫାଇନାଲ୍‌ରେ ସୁବ୍ରତ

କଟକ: କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ସ୍ନକର ପ୍ରତିଯୋଗିତାରେ ସୁବ୍ରତ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚର ଓ୍ଵାକ୍‌ ଓଭର ପାଇଥିବା ସୁବ୍ରତ ପ୍ରି-କ୍ୱାର୍ଟରରେ ସରୋଜ ଦାସଙ୍କୁ ୩-୦ (୬୧-୨୦, ୬୨-୩୦, ୮୨-୬୧) ରେ ପରାସ୍ତ କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକରେ ରୁମିତ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ଓ୍ଵାସିଂଟନ: ବିମୁଦ୍ରାକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ଐତିହାସିକ ଉଦ୍ୟମ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ କ୍ରିଷ୍ଟିନ୍‌ ଲାଗାର୍ଡ କହିଛନ୍ତି। ଏହି ଦୁଇ ପଦକ୍ଷେପ ଭାରତର ଅର୍ଥନୀତିକୁ ସୁଦୃଢ଼ ପଥରେ ଅବସ୍ଥାପିତ କରିଛି ବୋଲି ସେ କହିଛନ୍ତି। ଏକ…
ଅଧିକ ଖବର ଦେଖନ୍ତୁ...

ମୁଦ୍ରା ପ୍ରୋତ୍ସାହନ ଅଭିଯାନରେ ଆନ୍ଧ୍ର ବ୍ୟାଙ୍କ ଷ୍ଟଲ୍‌

ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ମୁଦ୍ରା ପ୍ରୋତ୍ସାହନ ଅଭିଯାନରେ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଏକ ଷ୍ଟଲ୍‌ ସ୍ଥାପନ କରାଯାଇଥିଲା। ଏଥିରେ ମୁଦ୍ରା ଋଣ ସମ୍ପର୍କିତ ସୂଚନା ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏହି ଷ୍ଟଲରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ଭି.…
ଅଧିକ ଖବର ଦେଖନ୍ତୁ...

ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ନୂଆ ମେଗା ସୋ’ରୁମ୍‌

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଇଲେକ୍‌ଟ୍ରୋନିକ୍ସ ଓ ହୋମ୍‌ ଆପ୍ଲାଏନ୍‌ସେସ୍‌ ସୋ’ରୁମ୍‌ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଖୋର୍ଧାରେ ଏକ ମେଗା ଇଲେକ୍‌ଟ୍ରୋନିକ୍ସ ସୋ’ରୁମ୍‌ ଖୋଲାଯାଇଛି। ଖୋର୍ଧାର ପଲ୍ଲା ଛକର ଟିଭିଏସ୍‌ ସୋ’ରୁମ୍‌ ନିକଟରେ ୧୧ତମ ସୋ’ରୁମ୍‌ ଖୋଲିଛି। ୪୦୦୦…
ଅଧିକ ଖବର ଦେଖନ୍ତୁ...