ଅନୁସନ୍ଧାନ କରୁଥିବା ବର୍ଗ

Leading

ବାଂଲା ବୋଲର ନୟାନ୍ତ; ଦକ୍ଷିଣ ଆଫ୍ରିକା ୪୨୮/୩

ବ୍ଲୋଏମ୍‌ଫୋଣ୍ଟିନ୍‌: ବାଂଲାଦେଶ ବୋଲରଙ୍କୁ ନୟାନ୍ତ କରି ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡିନ୍‌ ଏଲ୍‌ଗାର ଓ ଆଦେନ୍‌ ମର୍କରାମ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର କରାଇଛନ୍ତି। ଏଲ୍‌ଗାର ଓ ମର୍କରାମ୍‌ ନିଜ ନିଜର ଶତକ ଜମାଇବା…
ଅଧିକ ଖବର ଦେଖନ୍ତୁ...

କରୁଣାରତ୍ନେଙ୍କ ଶତକ; ଶ୍ରୀଲଙ୍କା ୩/୨୫୪

ଦୁବାଇ: ସ୍ପିନର ୟାସିର୍‌ ଶାହାଙ୍କ ଯୁଗଳ ଝଟ୍‌କା ସତ୍ତ୍ୱେ ଦିମୁତ୍‌ କରୁଣାରତ୍ନେଙ୍କ ଶତକୀୟ ପାଳି ବଳରେ ଶ୍ରୀଲଙ୍କା ଦଳ ଏଠାରେ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ (ଦିବାରାତ୍ର) ଟେଷ୍ଟର ପ୍ରଥମ ଦିବସରେ ସମ୍ମାନ ହାତେଇ ନେଇଛି। କୌଶଲ୍‌ ସିଲ୍‌ଭା (୨୭), ସାଦିରା ସମରବିକ୍ରମା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଖିମ୍‌ଜି ଜୁଏଲର୍ସ ସୋ’ରୁମ୍‌

ବ୍ରହ୍ମପୁର: ଗହଣା ବିକ୍ରି କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଖିମ୍‌ଜି ଜୁଏଲର୍ସର ନୂତନ ସୋ’ରୁମ୍‌ ବ୍ରହ୍ମପୁର ସାନବଜାରରେ ଆଜି ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର, କଟକ ଓ ରାଉରକେଲା ପରେ ବ୍ରହ୍ମପୁରରେ ଖିମ୍‌ଜି ସୋ’ ରୁମ୍‌ ଖୋଲିଛି। ଖିମ୍‌ଜି ଜୁଏଲର୍ସର ଅଧ୍ୟକ୍ଷ ଦିନେଶ…
ଅଧିକ ଖବର ଦେଖନ୍ତୁ...

ରେସିଡେନ୍ସି ଓଭରସିଜ୍‌କୁ ପ୍ରତିନିଧି ନିଯୁକ୍ତ କଲା ସାଇପ୍ରସ୍‌ର ଆରିଷ୍ଟୋ ଡେଭଲପର୍ସ

ନୂଆଦିଲ୍ଲୀ: ସାଇପ୍ରସ୍‌ରେ ଭାରତୀୟମାନଙ୍କୁ ପୁଞ୍ଜିନିବେଶ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସେଠାରେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ଗ୍ରୁପ୍‌ ଆରିଷ୍ଟୋ ଡେଭଲପର୍ସ ଦ୍ୱାରା ଭାରତର ଅଗ୍ରଣୀ ସମ୍ପତ୍ତି ପରାମର୍ଶଦାତା ରେସିଡେନ୍ସି ଓଭରସିଜ୍‌କୁ ଭାରତୀୟ ପ୍ରତିନିଧି ରୂପେ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

୫ ଦିନିଆ ପାରୋଲ୍‌ରେ ଗଲେ ଶଶିକଳା

ଚେନ୍ନାଇ : ଅସୁସ୍ଥ ସ୍ୱାମୀଙ୍କୁ ଭେଟିବାପାଇଁ ଏଆଇଏଡିଏମକେ ନେତ୍ରୀ ଭିକେ ଶଶିକଳା ୫ ଦିନିଆ ପାରୋଲ୍‌ରେ ଜେଲ୍‌ରୁ ମୁକୁଳିଛନ୍ତି। ଦୁର୍ନୀତି ମାମଲାରେ ବେଙ୍ଗାଲୁରୁର ପରପ୍ପନା ଅଗ୍ରହରା ଜେଲ୍‌ରେ ୪ ବର୍ଷ ଜେଲ୍‌ଦଣ୍ଡ ଭୋଗୁଥିବା ଶଶିକଳାଙ୍କୁ ଅକ୍ଟୋବର ୭ରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ପାକିସ୍ତାନର ଧମକ: ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କଲେ ପରିଣାମ ଭୋଗିବ

ଓ୍ଵାଶିଂଟନ୍‌ : ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ଵାଜା ଆସିଫ ଭାରତକୁ ଧମକ ଦେଇ କହିଛନ୍ତି ଯଦି ଭାରତ ପାକିସ୍ତାନ ବିରୋଧରେ କୌଣସି ସର୍ଜିକାଲ ଷ୍ଟ୍ରାଇକ୍‌ ଆରମ୍ଭ କରେ କିମ୍ବା ଏହାର ପରମାଣୁ ପ୍ରତିଷ୍ଠାନକୁ ଧ୍ୱଂସ କରିବାକୁ ଚେଷ୍ଟା କରେ ତେବେ ଏହାକୁ ପରିଣାମ ଭୋଗିବାକୁ ପଡ଼ିବ। ବାୟୁସେନା…
ଅଧିକ ଖବର ଦେଖନ୍ତୁ...

ଭାରତ-ୟୁରୋପୀୟ ସଂଘ ୩ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ : ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଜି ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତରେ ବିନିଯୋଗ ନେଇ ଆଜି ଉଭୟ ପକ୍ଷ ମଧ୍ୟରେ ୩ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ୟୁରୋପୀୟ ସଂଘ ନେତାଙ୍କ ସହ ବୈଠକ ପରେ ମୋଦି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ‘ନେଟ୍‌’ ଝଡ଼ ଆତଙ୍କ: ୨୨ ମୃତ

ନୂଆଦିଲ୍ଲୀ : ଭୟଙ୍କର ଝଡ଼ ନେଟ୍‌ କେନ୍ଦ୍ରିୟ ଆମେରିକାରେ ଆତଙ୍କ ସୃଷ୍ଟି କରିଛି। ନେଟ୍‌ ହେତୁ କେନ୍ଦ୍ର ଆମେରିକାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କୋଷ୍ଟା ରିକା, ନିକାରାଗୁଆ ଏବଂ ହୋଣ୍ଡୁରାସରେ ୨୨ଜଣଙ୍କର ମୃତ୍ୟୁ ହୋଇଛି। କୋଷ୍ଟାରିକାରେ ୮ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁ ରାଜ୍ୟପାଳ ଭାବେ ଶପଥ ନେଲେ ବନଓ୍ଵରିଲାଲ୍‌

ନୂଆଦିଲ୍ଲୀ : ବନଓ୍ଵରିଲାଲ ପୁରୋହିତ ଆଜି ତାମିଲନାଡ଼ୁର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଚେନ୍ନାଇର ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ପୁରୋହିତଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଡାପଡି ପଲାନିସାମି ଏବଂ…
ଅଧିକ ଖବର ଦେଖନ୍ତୁ...

ଗୌରୀ ଲଙ୍କେଶ ହତ୍ୟାକାଣ୍ଡ: ୫ ମୁଖ୍ୟ ଅଭିଯୁକ୍ତ ସନାତନ ସଂସ୍ଥା ସହ ଜଡ଼ିତ

ବେଙ୍ଗାଲୁରୁ : ଦକ୍ଷିଣ ପନ୍ଥୀ ସନାତନ ସଂସ୍ଥା ଅନୁଷ୍ଠାନ ସହ ଜଡ଼ିତ ଥିବା ୫ ଜଣ ସଦସ୍ୟ ସାମ୍ବାଦିକା ଏବଂ ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଛି । ଗୌରୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...