ଅନୁସନ୍ଧାନ କରୁଥିବା ବର୍ଗ

Leading

ଯବାନଙ୍କ ଖାଦ୍ୟ ଲୁଟିନେଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଏକ ଘରୋଇ ପାଓ୍ଵାର ବୋଟ୍‌ (ଭୁଟୁଭୁଟି)ରେ ଯବାନଙ୍କ ପାଇଁ ରାସନ୍‌ ସାମଗ୍ରୀ ନିଆଯାଉଥିବା ବେଳେ ଏହାକୁ ଅପହରଣ କରି ନେଇଛନ୍ତି ନକ୍ସଲ। ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ପ୍ରଘଟ ହୋଇଛି। ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ଫେରିଗଲା ୩୦ ହଜାର କୋଟି

ଭୁବନେଶ୍ୱର : ବିଧାନସଭାରେ ବଜେଟ୍‌ ଉପସ୍ଥାପନ ବେଳେ ଅନେକ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। କେତେବେଳେ ନୂଆ ଯୋଜନା ଘୋଷଣା କରାଯାଉଛି ତ ଆଉ କେତେବେଳେ ବିଭିନ୍ନ ଯୋଜନାର ବ୍ୟୟ ଅଟକଳ ବଢାଇ ସରକାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ହେଲେ ସରକାରଙ୍କ ବଜେଟ୍‌ ସ୍ୱପ୍ନ ଓ ବାସ୍ତବତା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଛାତ୍ରୀ ଗଣଦୁଷ୍କର୍ମ ମାମଲା : ୪ ସଂପର୍କୀୟଙ୍କୁ ଉଠାଇନେଲା ପୁଲିସ

କୋରାପୁଟ :କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୁଲିସ ୪ଜଣଙ୍କୁ ଉଠାଇ ନେଇଛି। ଏହି ୪ଜଣ ପୀଡିତାଙ୍କ ସଂପର୍କୀୟ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ…
ଅଧିକ ଖବର ଦେଖନ୍ତୁ...

ବାରବାଟୀ ଟି-୨୦ : ଡ଼ିସେମ୍ବର ୧୪ରୁ ଟିକେଟ୍‌ ବିକ୍ରି

କଟକ : ଡ଼ିସେମ୍ବର ୨୦ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଲାଗି ଡ଼ିସେମ୍ବର ୧୪ ତାରିଖରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଡ଼ିସେମ୍ବର…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟିମାନଙ୍କୁ ଘୃଣା କରନ୍ତି ଗାନ୍ଧି ପରିବାର : ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଗୌରବ ଯାତ୍ରାର ବିରାଟ ସମାବେଶକୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ,ଗୁଜୁରାଟିମାନଙ୍କୁ ଗାନ୍ଧି ପରିବାର ଘୃଣା କରନ୍ତି,କିନ୍ତୁ ଭାରତୀୟ ଜନତା ପାର୍ଟି ନେହେରୁଙ୍କ ଦୃଷ୍ଟି ଭଙ୍ଗୀକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରିଛି। ଗାନ୍ଧି…
ଅଧିକ ଖବର ଦେଖନ୍ତୁ...

ଆରୁଷୀ ହତ୍ୟା ମାମଲା: ୪ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ତଲଓ୍ଵାର ଦମ୍ପତି

ନୂଆଦିଲ୍ଲୀ: ୨୦୦୮ ମସିହାରେ ଘଟିଥିବା ଆରୁଷୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ  ୨୦୧୩ ମସିହାରୁ ଜେଲ୍‌ ଦଣ୍ଡ ଭୋଗୁଥିବା ରଜେଶ ତଲଓ୍ଵାର ଏବଂ ନୁପୂର ତଲଓ୍ଵାର ସୋମବାର ସଂଧ୍ୟା ୫ଟାରେ  ଜେଲ୍‌ରୁ ମୁକୁଳିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଆଲ୍ଲାହାବାଦ୍‌ କୋର୍ଟ ଅକ୍ଟୋବର ୧୨ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ନିର୍ବାଚନୀ ଅନିୟମିୟତା ମାମଲାର ପୂର୍ଣ୍ଣଛେଦ ପଡ଼ିଲା : ଉପନିର୍ବାଚନ ଲାଗି ରାସ୍ତା ସଫା

କଟକ: ବିଜେପୁର ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲା ଆଉ ଆଗକୁ ଚାଲିପାରିବ ନାହିଁ ବୋଲି ମାନ୍ୟବର ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ଆଚାର୍ଯ୍ୟ କଂଗ୍ରେସର ବିଜୟୀ ପ୍ରାର୍ଥୀ ସୁବଳ ସାହୁଙ୍କ ନାମରେ ଏହି ମାମଲା ଦାୟର କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ହନିପ୍ରୀତ୍‌ଙ୍କ ପରାମର୍ଶ କ୍ରମେ ଗୁରମିତ ରାମରହିମ୍‌ ସିନେମା ନିର୍ମାଣ ଓ ମ୍ୟୁଜିକାଲ୍‌ ନାଇଟ୍‌ସ ଆୟୋଜନ କରିଥିଲେ!

ଚଣ୍ଡୀଗଡ଼: ସୂଚନା ଅଧିକାର ଆଇନ୍‌ ବଳରେ ଏବେ ଡ଼େରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ୍‌ କିପରି ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟର ବିସ୍ତାର କରିଥିଲେ,ତାହା ଜଣାପଡ଼ିଛି। ଏଥିରୁ ଜଣାଯାଇଛି ଯେ, ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଭାଇ ଗୁଳିରେ ଭାଇ ମଲା, ପାରିବାରିକ ବିବାଦରୁ ହତ୍ୟାକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଅଧିନସ୍ଥ ତୋଟାପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଭାଇର ଗୁଳିରେ ମରିଛି ଆଉ ଜଣେ ଭାଇ। ପାରିବାରିକ ବିବାଦ ଉଗ୍ର ରୂପ ନେବାରୁ ଏଭଳି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ମହମ୍ମଦ ସାବିର ବୋଲି ଜଣାପଡ଼ିଛି। ସାବିରଙ୍କୁ ତାଙ୍କର ସାବତ ଭାଇ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ବିଲରେ ବିଷ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ପୁଣି ଆତ୍ମହତ୍ୟା କରିଛନ୍ତି ଚାଷୀ। ନିଜ ଧାନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି  ଯୁବଚାଷୀ ସୌମେନ୍ଦ୍ର ମହାନ୍ତି। ଫସଲ ନଷ୍ଟ ହୋଇଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଛନ୍ତି ବାସୁଦେବପୁର ବ୍ଲକ ଅନ୍ତର୍ଗତ ରହିମପୁର ଗାଁର ଏଇ ଯୁବଚାଷୀ। ରାଜ୍ୟରେ ଏଭଳି ଘଟଣା…
ଅଧିକ ଖବର ଦେଖନ୍ତୁ...