ଅନୁସନ୍ଧାନ କରୁଥିବା ବର୍ଗ

Leading

ଖୋର୍ଦ୍ଧା: ଭାଇ ଗୁଳିରେ ଭାଇ ମଲା, ପାରିବାରିକ ବିବାଦରୁ ହତ୍ୟାକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଅଧିନସ୍ଥ ତୋଟାପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଭାଇର ଗୁଳିରେ ମରିଛି ଆଉ ଜଣେ ଭାଇ। ପାରିବାରିକ ବିବାଦ ଉଗ୍ର ରୂପ ନେବାରୁ ଏଭଳି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ମହମ୍ମଦ ସାବିର ବୋଲି ଜଣାପଡ଼ିଛି। ସାବିରଙ୍କୁ ତାଙ୍କର ସାବତ ଭାଇ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ବିଲରେ ବିଷ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ପୁଣି ଆତ୍ମହତ୍ୟା କରିଛନ୍ତି ଚାଷୀ। ନିଜ ଧାନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି  ଯୁବଚାଷୀ ସୌମେନ୍ଦ୍ର ମହାନ୍ତି। ଫସଲ ନଷ୍ଟ ହୋଇଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଛନ୍ତି ବାସୁଦେବପୁର ବ୍ଲକ ଅନ୍ତର୍ଗତ ରହିମପୁର ଗାଁର ଏଇ ଯୁବଚାଷୀ। ରାଜ୍ୟରେ ଏଭଳି ଘଟଣା…
ଅଧିକ ଖବର ଦେଖନ୍ତୁ...

ଆଇଏନଏସ୍‌ କିଲଟନ୍‌କୁ ନୌସେନାରେ ସାମିଲ୍ କଲେ ପ୍ରତିରକ୍ଷା ମନ୍ତ୍ରୀ

ବିଶାଖାପଟ୍ଟନମ୍ :ଭାରତର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଇଏନଏସ୍‌ କିଲଟନ୍‌କୁ ଭାରତୀୟ ନୌସେନାକୁ ସମର୍ପଣ କରିଛନ୍ତି।ବିଶାଖାାପଟନମ୍‌ଠାରେ ପୂର୍ବତଟ ନାଭାଲ କମାଣ୍ଡଠାରେ ଉପସ୍ଥିତ ରହି ପ୍ରତିରକ୍ଷା ମନ୍ତ୍ରୀ ଏହି ଔପଚାରିକତା ପୂରଣ କରିଛନ୍ତି। ଆଇଏନଏସ୍‌ କିଲ୍‌ଟନ୍‌କୁ ସବୁଠୁଁ…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରାକୁ ଅନୁମତି ଦେଲେ ଏନ୍‌ଜିଟି

ଭୁବନେଶ୍ୱର: ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଆରମ୍ଭ ହେବାକୁ ଯାଉଥିବା ଐତିହାସିକ ବାଲିଯାତ୍ରା ଲାଗି ଅନୁମତି ଦେଇଛନ୍ତି। ବାଲିଯାତ୍ରା ସମୟରେ ମହାନଦୀ ଜଳ ପ୍ରଦୂଷିତ ହେବା ସହ ପରିବେଶ ପ୍ରଦୂଷିତ ହେବା ନେଇ ଅଭିଯୋଗ ହୋଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ତହସିଲ୍‌ ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଖୋର୍ଦ୍ଧା: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲିଅନ୍ତା ତହସିଲର ଅମିନ ଫକୀର ମୋହନ ଜେନାଙ୍କ ଘରେ ଭିଜିଲାନ୍‌ସର ଚଢାଉ କରିଛି। ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ତେବେ ପୁରୀ, ବ୍ରହ୍ମଗିରି, ଭୁବନେଶ୍ୱର ବାସଭବନ ସମେତ ବାଲିଅନ୍ତା ତହସିଲରେ ଭିଜିଲାନ୍‌ସ ଚଢାଉ କରୁଛି।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଜନ୍ମ ଦିନରେ ଲୋକଙ୍କୁ ଉପହାର ମିଳିଥାଏ। ମାତ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମରୁଡ଼ି ପ୍ରପୀଡ଼ିତ ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳର ଚାଷୀଙ୍କୁ ଜଳସେଚନର ପାଇଁ ୧୨୫୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ସମଗ୍ର ଦେଶରେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ମେଗା ଦୀପାବଳି ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଏ ବର୍ଷ ଅଯୋଧ୍ୟାରେ ଦୀପାବଳି ପାଳନ କରିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିବାଦକୁ ସ୍ପଷ୍ଟ ଏଡ଼ାଇ ସେ କହିଛନ୍ତି ଯେ ରାମଜନ୍ମଭୂମି ଝାମେଲା ସହ ଏହି ଉତ୍ସବର କୌଣସି ସଂଯୋଗ ନାହିଁ। ନିଜ ସହଯୋଗୀମାନଙ୍କ ସହ ଅଯୋଧ୍ୟାରେ ଦୀପାବଳି ବିତାଇବାକୁ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ତାଜମହଲ ଭାରତୀୟ ସଂସ୍କୃତି ନୁହେଁ: ବିଜେପି ବିଧାୟକ ସୋମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ କହିଛନ୍ତି ଯେ ହିନ୍ଦୁଙ୍କ ମୂଳୋତ୍ପାଟନ ପାଇଁ ଉଦ୍ୟମ କରିଥିବା ମୋଗଲ ସମ୍ରାଟ ଶାହା ଜହାନ୍‌ ପରି ଲୋକମାନଙ୍କୁ ଯଦି ଇତିହାରସ ଅଂଶ ଏବଂ ସଂସ୍କୃତି ଭାବେ ଦେଖାଯାଏ, ଆମେ ସେ ଇତିହାସକୁ ବଦଳାଇ ଦେବୁ। ଏବେ ମଧ୍ୟ ଯଦି ସେଭଳି ଲୋକଙ୍କୁ ଗୌରବମୟ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଆଶ୍ରମ ଭିତରେ ଦୁଷ୍କର୍ମ କରି ଜୈନମୁନୀ ଗିରଫ

ସୁରଟ: ଭାରତୀୟ ଜନ ଜୀବନରେ ବାବା, ମୁନି ଋଷିମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେମାନଙ୍କୁ ଲୋକେ ବେଶ ଉଚ୍ଚ ଆସନରେ ବସାଇଥାନ୍ତି। ହୁଏତ ସେଇଥି ପାଇଁ ଆଜି ମଧ୍ୟ ଲୋକେ କୌଣସି ସାଧୁ ସନ୍ଥଙ୍କୁ ଦେଖିଲେ ସେମାନଙ୍କୁ ସମ୍ମାନଦ କରିଥାନ୍ତି ଓ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସୋମାଲିଆରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ୨୭୬ ମୃତ

ମୋଗାଦିଶୁ: ସୋମାଲିଆର ରାଜଧାନୀରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ୨୭୬ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ୩୦୦ ଲୋକ ଆହତ ହୋଇଛନ୍ତି। ସୋମବାର ସକାଳେ ଏ କଥା ଘୋଷଣା କରିଛନ୍ତି ଦେଶର ସୂଚନା ମନ୍ତ୍ରୀ। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଅବ୍‌ଦିରହମନ୍‌ ଓସ୍‌ମାନ୍‌ ଏକ ଟୁଇଟ୍‌ରେ ଏହି…
ଅଧିକ ଖବର ଦେଖନ୍ତୁ...