ଅନୁସନ୍ଧାନ କରୁଥିବା ବର୍ଗ

Leading

ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌: ଫାଇନାଲ୍‌ରେ ମୁକ୍ତେଶ୍ୱର

ଭୁବନେଶ୍ୱର: ମୁକ୍ତେଶ୍ୱର ଫୁଟ୍‌ବଲ୍‌ କ୍ଲବ୍‌ ପ୍ରଥମ ଦଳ ଭାବେ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର ଫାଇନାଲ୍‌ରେ ପହଞ୍ଚିଯାଇଛି। ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ପ୍ରଥମ ସେମିଫାଇନାଲ୍‌ରେ ମୁକ୍ତେଶ୍ୱର ୪-୧ ଗୋଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ମିଶ୍ରିତ ଯୁଗଳ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା: ସୁରେଖା,ଅନିକେତ ଯୋଡି ବିଜେତା

କଟକ: କଟକ ଜିଲ୍ଲା ବଲ୍‌ ବ୍ୟାଡମିଣ୍ଟନ୍‌ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଭକ୍ତମଧୁ ବିଦ୍ୟାପୀଠ ଖେଳ ପଡିଡ଼ିଆରେ ମିଶ୍ରିତ ଯୁଗଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଉଭୟ ଉପକନିଷ୍ଠ ଓ କନିଷ୍ଠ ବର୍ଗରୁ ପ୍ରାୟ ୩୦ ଖେଳାଳି ଭାଗ ନେଇଥିଲେ। ସୁରେଖା ସାହୁ ଓ ଅନିକେତ ସାହୁଙ୍କ ଯୋଡି ବିଜେତା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଛତିଶଗଡ଼ ସିକେ ନାଇଡୁ କ୍ରିକେଟ୍‌: ପ୍ରଥମ ଦିନ ଖେଳ ବାତିଲ

ବଲାଙ୍ଗୀର: ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ରବିବାର ହେବାକୁ ଥିବା ୨୩ ବର୍ଷରୁ କମ୍‌ ସିକେ ନାଇଡୁ କ୍ରିକେଟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ମ୍ୟାଚ ରେଫରି ଓ ଦୁଇ ଅମ୍ପାୟାର ପଡ଼ିଆ ପରିଦର୍ଶନ କରିବା ପରେ ପ୍ରଥମ ଦିନ ଖେଳ ବାତିଲ ଘୋଷଣା କରିଥିଲେ। ଶନିବାର ସକାଳେ ପାଗ ଖୋଲିବା…
ଅଧିକ ଖବର ଦେଖନ୍ତୁ...

କର୍ପୋରେଟ୍‌ କପ୍‌ ଟିଟି: ଅନିର୍ବାଣଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଟେବୁଲ୍‌ ଟେନିସ୍‌ ସଂଘ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ ଇନ୍‌ଡୋର୍‌ ହଲରେ ଆୟୋଜିତ ପ୍ରଥମ କର୍ପୋରେଟ୍‌ କପ୍‌ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଅନିର୍ବାଣ ରାୟଙ୍କୁ ତ୍ରିମୁକୁଟ ମିଳିଥିବା ବେଳେ ପ୍ରତିମା ମହିଳା ଏକକ ଟ୍ରଫି ଜିତିଛନ୍ତି। ରବିିବାର ଆୟୋଜିତ ଏହି…
ଅଧିକ ଖବର ଦେଖନ୍ତୁ...

ନ୍ୟୁ କାଲେଡୋନିଆ ପାଇଁ ଆତ୍ମଘାତୀ ଗୋଲ୍‌ କାଳ

ଗୌହାଟୀ: ଚଳିତ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ୍‌ର ରବିବାର ଖେଳା ଯାଇଥିବା ପ୍ରଥମ ମୁକାବିଲାରେ ଶକ୍ତିିଶାଳୀ ଫ୍ରାନ୍ସ ଅନଭିଜ୍ଞ ନ୍ୟୁ କାଲେଡୋନିଆକୁ ୭-୧ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଗୌହାଟୀର ଇନ୍ଦିରା ଗାନ୍ଧୀ ଦୌଡ଼କୁଦ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଇଂଲଣ୍ଡର ଏକତରଫା ବିଜୟ

କୋଲକାତା: କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ପଡ଼ିଆରେ ରବିବାର ସଂଧ୍ୟାରେ ଖେଳା ଯାଇଥିବା ଇଂଲଣ୍ଡ-ଚିଲି ଗ୍ରୁପ୍‌ -ଏଫ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଏକତରଫା ବିଜୟ ହାସଲ କରିଥିଲା। ଜାଦନ ସାଞ୍ଚୋ ଦୁଇଟି ଗୋଲ୍‌ ଦେଇ ଏହି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଇଂଲଣ୍ଡର କଳା କୌଶଳ…
ଅଧିକ ଖବର ଦେଖନ୍ତୁ...

ମେକ୍ସିକୋକୁ ଅଟକାଇଲା ଇରାକ

କୋଲକାତା: ରବିବାରର ଚତୁର୍ଥ ତଥା ଶେଷ ମୁକାବିଲାରେ ମେକ୍ସିକୋକୁ ଇରାକ ୧-୧ ଗୋଲ୍‌ରେ ଅଟକାଇ ଦେଇଥିଲା। ନିର୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ପଏଣ୍ଟ ବାଣ୍ଟିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇରାକ ମହମ୍ମଦ ଦାଉଦ (୧୬ ମିିନିଟ୍‌)ଙ୍କ ଗୋଲ୍‌ ବଳରେ ଆଗୁଆ ହୋଇ…
ଅଧିକ ଖବର ଦେଖନ୍ତୁ...

ହଣ୍ଡୁରାସର ହୋସ୍‌ ଉଡ଼ାଇଲା ଜାପାନ

ଗୌହାଟୀ: ଚଳିତ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ୍‌ର ରବିବାର ରାତିରେ ଖେଳା ଯାଇଥିବା ଗ୍ରୁପ୍‌-ଇ’ର ଦ୍ୱିତୀୟ ମୁକାବିଲାରେ ଏସୀୟ ଶକ୍ତି ଜାପାନ କେନ୍ଦ୍ରୀୟ ଆମେରିକୀୟ ଦେଶ ହଣ୍ଡୁରାସକୁ ୬-୧ ଗୋଲ୍‌ରେ ପରାସ୍ତ କରିଛି। ଜାପାନ ଏହି ମ୍ୟାଚ୍‌ରେ ପୂରା ଆଧିପତ୍ୟ ବିସ୍ତାର କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଓସିଏକୁ ୨ କୋଟି ଦେଲା ବିସିସିଆଇ

କଟକ: ଓଡ଼ିଶା କ୍ରିକେଟ ସଂଘକୁ ଗତ ଋତୁର ବକେୟା ପାଉଣା ମିଳିଯାଇଛି। ବିସିସିଆଇ ପକ୍ଷରୁ ଓସିଏକୁ ୨ କୋଟି ୧୯ ଲକ୍ଷ ୧୭ ହଜାର ୬୭୮ ଟଙ୍କା ପ୍ରଦାନ କରାଯାଇଛି। ରଣଜୀ ଟ୍ରଫି ଗ୍ରୁପ୍‌ ଏ’ର ମ୍ୟାଚ୍‌ଗୁଡ଼ିକ ପାଇଁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୪୭ ଲକ୍ଷ ୨୫ ହଜାର ୨୮୪ ଟଙ୍କା ଓ ୬୩ ଲକ୍ଷ ୯୮ ହଜାର…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ୨-୦ରେ ଶୃଙ୍ଖଳା ଜିତିଲା

ବ୍ଲୋଏମ୍ଫଟେନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବାଂଲାଦେଶ ଦଳ ଟେଷ୍ଟ ଶୃଙ୍ଖଳାରେ କ୍ରମାଗତ ଦ୍ୱିତୀୟ ବୃହତ୍‌ ପରାଜୟ ବରଣ କଲା। ପ୍ରଥମ ଟେଷ୍ଟକୁ ୩୩୩ ରନ୍‌ରେ ହାରି ଯାଇଥିବା ବାଂଲା ଦଳ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଅଢ଼େଇ ଦିନ ମଧ୍ୟରେ ଏକ ପାଳି ଓ ୨୫୪ ରନ୍‌ରେ ହାରିଗଲା। ବିଶେଷକରି…
ଅଧିକ ଖବର ଦେଖନ୍ତୁ...