ଅନୁସନ୍ଧାନ କରୁଥିବା ବର୍ଗ

Leading

ବାହୁଡ଼ିଲେ ବ୍ରହ୍ମାଣ୍ଡ ଠାକୁର, ସିଂହଦ୍ବାରରେ ପହଞ୍ଚିଲେ ୩ ରଥ

ପୁରୀ : ଶେଷ ହୋଇଛି ଲୀଳାମୟ ମହାବାହୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା। ଜନ୍ମବେଦିରେ ନବଦିନର ଲୀଳାଖେଳ ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ବଡ଼ଦାଣ୍ଡକୁ ନିସ୍ବାର୍ଥ ଭକ୍ତିଭାବରେ ବୁଡ଼ାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଚଳିତ ବର୍ଷ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀରେ ଚଳିତ ବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହେବ। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟର ଅଫିସ୍‌ ଓ…
ଅଧିକ ଖବର ଦେଖନ୍ତୁ...

ରାତିଅଧରେ ରାଜଧାନୀ ଅଶାନ୍ତ: କର୍ପୋରେଟର୍‌ଙ୍କ ଭାଇ, ପୁତୁରାଙ୍କୁ ଗୁଳିମା‌ଡ଼

ଭୁବନେଶ୍ବର : ବୁଧବାର ରାତି ଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ। ପୁଣି ପୁଲିସ ସମ୍ମୁଖରେ। ଗୁଳିକାଣ୍ଡ ଯୋଗୁ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ‌ ହେଲେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ। ଶିଖରଙ୍କ ବାମ ଗୋଡ଼ ଆଣ୍ଠୁ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ା ବେଳେ ଅଘଟଣ, ବିଦ୍ୟୁତ୍‌ ନେଲା ୧୦ ଜୀବନ

ନୂଆଦିଲ୍ଲୀ : ତ୍ରିପୁରାର ଉନାକୋଟି ଜିଲ୍ଲାରେ ବୁଧବାର ଅପରାହ୍ନରେ ପ୍ରଭୁ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ସମୟରେ ବଡ଼ ଅଘଟଣ ଘଟିଛି। ଏକ ଉଚ୍ଚ ଶକ୍ତିସମ୍ପନ୍ନ ତାର ସଂସ୍ପର୍ଶରେ ଆସି ରଥ ଜଳି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଉନାକୋଟିର କୁମାରଘାଟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଚାଳିଥିବା ତ୍ରିଦିନାତ୍ମକ ଭୂମିପୂଜନ ଉତ୍ସବ ଆଜି ଶେଷ ହୋଇଛି। ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତଥା ମହାପ୍ରଭୁଙ୍କ ବାହୁଡ଼ା ତିଥିରେ ଏକାମ୍ର ପ୍ରକଳ୍ପ (ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍‌)ର…
ଅଧିକ ଖବର ଦେଖନ୍ତୁ...

ଝାରପଡାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼; ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: କିଛି ଦିନର ନିରବତା ପରେ ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ। ରାଜଧାନୀର ଝାରପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଗୁଳିମାଡରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡରେ ଗୁଳି ବାଜିଥିବା…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି, ଟିଏସ ସିଂହଦେଓ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ନୂଆ ଦାୟିତ୍ୱ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ ସିଏମ…
ଅଧିକ ଖବର ଦେଖନ୍ତୁ...

ଋଷି ସୁନକଙ୍କ କଲମକୁ ନେଇ ବିବାଦ କାହିଁକି ?

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ କଲମକୁ ନେଇ ବିବାଦରେ ଫସିଛନ୍ତି । କୁହାଯାଉଛି ଯେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ନିଜ ଦୈନନ୍ଦିନ କାର୍ଯ୍ୟରେ ଏପରି ଏକ କଲମ ବ୍ୟବହାର କରନ୍ତି, ଯେଉଁଥିରୁ ଲିଖିତ ଶବ୍ଦଗୁଡ଼ିକୁ ମଧ୍ୟ ଲୋପ କରାଯାଇପାରିବ । ଏହି ପେନ୍ ରେ…
ଅଧିକ ଖବର ଦେଖନ୍ତୁ...

ତ୍ରିପୁରା : ବାହୁଡ଼ା ଯାତ୍ରା ସମୟରେ ରଥରେ ବିଦ୍ୟୁତ ତାର ଲାଗିବାରୁ ୬ ମୃତ, ୧୫ ଆହତ

ଅଗରତାଲା: ପବିତ୍ର ବାହୁଡ଼ା ଯାତ୍ରାରେ ତ୍ରିପୁରାରେ ଏକ ଦୁଃଖଦାୟକ ଘଟଣା ଘଟିଛି । ରାଜ୍ୟର ଉନାକୋଟି ଜିଲ୍ଲାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ରଥରେ ବିଦ୍ୟୁତ ତାର ଲାଗିବାରୁ ବିଦ୍ୟୁତ ଆଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିକାଶର ମାପଦଣ୍ଡରେ ଓଡ଼ିଶାର ପଞ୍ଚାୟତିରାଜ ସଂସ୍ଥାମାନେ ଦେଶର ପଥ ପ୍ରଦର୍ଶକ ହୋଇଛନ୍ତି: ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର: ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…
ଅଧିକ ଖବର ଦେଖନ୍ତୁ...