ଅନୁସନ୍ଧାନ କରୁଥିବା ବର୍ଗ

Leading

ଜିଏସ୍‌ଟି ଏବଂ ଇନ୍ଧନ ଦର ବିରୋଧରେ ଦୁଇ ଦିନିଆ ଟ୍ରକ୍‌ ଧର୍ମଘଟ

ନୂଆଦିଲ୍ଲୀ: ଜିଏସ୍‌ଟି ଏବଂ ଇନ୍ଧନ ଦର ବୃଦ୍ଧି ସମେତ ଅନ୍ୟାନ୍ୟ ମାମଲା ବିରୋଧରେ ଟ୍ରକ୍‌ ମାଲିକମାନେ ଦେଶବ୍ୟାପୀ ସେମାନଙ୍କର ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ଟ୍ରକ୍‌ ମାଲିକ ସଂଘ ‘ଅଲ୍‌ ଇଣ୍ଡିଆ ମୋଟର୍‌ ଟ୍ରାନ୍‌ସ୍‌ପୋର୍ଟ କଂଗ୍ରେସ’ ଏହି ଧର୍ମଘଟ ପାଇଁ ଆହ୍ଵାନ ଦେଇଛି। ସୋମବାର…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ଛାତରୁ ପଡ଼ି ଶ୍ରମିକ ମୃତ

ଢେଙ୍କାନାଳ: ଆଜି ସକାଳେ ଷ୍ଟେସନବଜାର ଅଞ୍ଚଳରେ ନିର୍ମାଣାଧୀନ ଏକ ସୋ ରୁମ ଛାତରୁ ଖସି ପଡ଼ି ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଢେଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳର କେଦାର ସାହୁଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳ ହେଲିକପ୍ଟର୍‌ ଦୁର୍ଘଟଣାରେ ମୃତ ସୈନ୍ୟଙ୍କ ଶବ କାର୍ଡବୋର୍ଡ ବକ୍ସ୍‌ରେ ପଠାଇବା ପ୍ରଥା ବିରୁଦ୍ଧ: ସେନା

ନୂଆଦିଲ୍ଲୀ: ତଓ୍ଵାଙ୍ଗ୍‌ ଠାରେ ଘଟିଥିବା ହେଲିକପ୍ଟର୍‌ ଦୁର୍ଘଟଣାରେ ମୃତ ସାତ ଜଣ ସେନା ଅଧିକାରୀଙ୍କ ଛିନ୍ନବିଚ୍ଛିନ୍ନ ଶବ ସବୁକୁ କାର୍ଡବୋର୍ଡ ବକ୍ସ୍‍ରେ ପଠାଯାଇଥିବା କଥା ରବିବାର ଦିନ ଜଣାପଡ଼ିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ମର୍ମାହତ ହୋଇ ଥିବା ସେନା ଟୁଇଟ୍‌ରେ ଉଲ୍ଲେଖ କରିଛି…
ଅଧିକ ଖବର ଦେଖନ୍ତୁ...

ଦେବ ଦେବୀଙ୍କ ପରି ବାହା ହେଲେ ବାବାଙ୍କ ଝିଅ

ଆନ୍ଧ୍ରପ୍ରଦେଶ: ଜଣେ ବାବାଜି ନିଜ ଝିଅ ବାହାଘର ଦେବ ଦେବୀଙ୍କ ବାହାଘର ପରି କରାଇ ଆଲୋଚ୍ୟ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ଛୋଟ ସହର ତାନୁକୁ ଏହି ଦେବ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଅନୁଷ୍ଠାନରେ ବର କନ୍ୟା ଏବଂ ଅଭ୍ୟାଗତମାନେ ଦେବ ଦେବୀଙ୍କ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ସିମେଣ୍ଟ ଲୁଟ୍‌ ଉଦ୍ୟମକୁ ବିରୋଧ କରିବାରୁ ଡ୍ରାଇଭରକୁ ଗୁଳିମାଡ଼

ନୟାଗଡ଼: ଆଜି ଭୋର ଭୋରରୁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ ନିକଟରେ ଏକ ଟ୍ରକ ଡ୍ରାଇଭରଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାୟପୁରରୁ ସିମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ଜୁଆ ଖେଳୁଥିବା ବେଳେ ୬ ଗିରଫ, ନଗଦ ୧୩ ହଜାର ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଖାରବେଳନଗର ମାଳି କଲୋନିରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ତାସ ଓ ନଗଦ ୧୩ହଜାର ୭୫୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାଳି କଲୋନିର କେ ମାଧବ, ବେଣୁଧର ସେଠୀ, ନରସିଂହ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଚାପୁଡ଼ା ଖାଇ ଅନ୍ଧ ହୋଇଗଲା ସ୍କୁଲ୍‌ ବାଳକ

ଲକ୍ଷ୍ନୌ: ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କଠାରୁ ଚାପୁଡ଼ା ଖାଇ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ସଫାନ୍‌ ଖାଁ’ ମୁଜାଫରନଗର ଅନ୍ତର୍ଗତ ମିରଟ୍‌ ରୋଡ୍‌ସ୍ଥିତ ଶରଦାନ ପବ୍ଲିକ୍‌ ସ୍କୁଲ୍‌ର ଜଣେ ଛାତ୍ର। କ୍ଲାସ୍‌ ଚାଲିଥିବା ସମୟରେ ସେ ଛାତ୍ର ନିଜର…
ଅଧିକ ଖବର ଦେଖନ୍ତୁ...

ମୋ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକେ ଧରାଶାୟୀ ହେବେ: ପ୍ରଧାନମନ୍ତ୍ରୀ ମୋଦି

ବଡ଼ନଗର/ଭାରୁଚ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେଉଁମାନେ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି, ସେମାନେ ଧରାଶାୟୀ ହେବେ। ଏଥିସହ ସେ ବିଗତ ଉପା ସରକାରକୁ ବିକାଶ ବିରୋଧୀ ଏବଂ ସମୁଚ୍ଚିତ ନୀତି ନିଷ୍ପତ୍ତି ନେବାକୁ ଅସମର୍ଥ ବୋଲି କହିଛନ୍ତି। ମେ ୨୦୧୪ରେ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଅଙ୍କତତ୍ତ୍ୱବିତ୍‌ଙ୍କ ଭବିଷ୍ୟବାଣୀ: ସପ୍ତାହକ ପରେ ପ୍ରଳୟ!

ନୂଆଦିଲ୍ଲୀ : ଆସୁଛି ପ୍ରଳୟ! ଆଉ ମାତ୍ର ସପ୍ତାହକ ପରେ ଆରମ୍ଭ ହୋଇଯିବ ପୃଥିବୀରେ ଧ୍ୱଂସଲୀଳା। ଅନ୍ତରୀକ୍ଷରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ରହସ୍ୟମୟ ଅଜଣା ଗ୍ରହ ‘ଏକ୍ସ’ ବା ନିବୁରୁ ପ୍ରଭାବରେ ଦୀର୍ଘ ୭ ବର୍ଷ ଧରି ବାତ୍ୟା, ଝଡ଼, ଭୂମିକମ୍ପ, ସୁନାମି, ଆଗ୍ନେୟ ଉଦ୍‌ଗୀରଣ ଭଳି ପ୍ରାକୃତିକ…
ଅଧିକ ଖବର ଦେଖନ୍ତୁ...

ବଦଳୁଛନ୍ତି ନବୀନ!

ଭୁବନେଶ୍ୱର : ସଂପର୍କ ଏତେ ନିବିଡ଼ ଥିଲା ଯେ ରାଜ୍ୟ ସ୍ୱାର୍ଥକୁ ଏଡ଼ାଇ ଯାଇ କଥା କଥାକେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ସାଂସଦଙ୍କ ଆପତ୍ତି ବି କାମ କରୁନଥିଲା। ହେଲେ ବିଜେପିର ଓଡ଼ିଶା ଦଖଲ ଅଭିଯାନର ତୀବ୍ରତା ଓ ବିଜେପି…
ଅଧିକ ଖବର ଦେଖନ୍ତୁ...