ଅନୁସନ୍ଧାନ କରୁଥିବା ବର୍ଗ

Leading

ଆଲୋଚନା ମାଧ୍ୟମରେ ରୁଷ-ୟୁକ୍ରେନ ବିବାଦର ସମାଧାନ ହେଉ : ମୋଦୀ

ପ୍ୟାରିସ୍ : ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ୟୁକ୍ରେନ ଓ ରୁଷ ମଧ୍ୟରେ ଥିବା ସମସ୍ତ ବିବାଦର ସମାଧାନ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସ୍ଥାୟୀ ଶାନ୍ତି ଫେରାଇ ଆଣିବା ରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…
ଅଧିକ ଖବର ଦେଖନ୍ତୁ...

ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ସିବିଏସଇର ସୂଚନା ଅନୁସାରେ ହାଇସ୍କୁଲ (ଦଶମ) ଏବଂ ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୧୦,…
ଅଧିକ ଖବର ଦେଖନ୍ତୁ...

ଅସମ୍ଭବ ହେଲା ସମ୍ଭବ ! କାର୍‌ ଧକ୍କାରେ ମେରୁଦଣ୍ଡରୁ ଅଲଗା ହୋଇଗଲା ବାଳକର ମୁଣ୍ଡ, ଅସ୍ତ୍ରୋପଚାର କରି ଯୋଡ଼ିଦେଲେ…

ନୂଆଦିଲ୍ଲୀ: ସାଇକେଲ ଚଳାଉଥିବା ବେଳେ ଏକ କାର୍‌ ଧକ୍କାରେ ଜଣେ ୧୨ ବର୍ଷୀୟ ବାଳକର ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇଯାଇ ଥିବାବେଳେ ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଅସ୍ୱାଭାବିକ ଓ ଜଟିଳ ଅସ୍ତ୍ରୋପଚାର କରି ବାଳକର ମୁଣ୍ଡକୁ ପୁଣିଥରେ ତା’ ମେରୁଦଣ୍ଡରେ ସଫଳତା ପୂର୍ବକ ଯୋଡ଼ି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟତରେ ସିନ୍ଦେଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର କ୍ୟାବିନେଟରେ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପରେ ବିରୋଧୀ ଦଳ ନେତାଙ୍କ ବୟାନ ଆସିବା ଆରମ୍ଭ ହୋଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବଦଳାଯିବ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର…
ଅଧିକ ଖବର ଦେଖନ୍ତୁ...

ଟମାଟୋ ଅଭାବ ଯୋଗୁଁ ବଢିଲା ଟମାଟୋ ପ୍ୟୁରି ଓ ସସ୍ ଚାହିଦା, କେତେକ ସହରରେ ଷ୍ଟକ୍ ନାହିଁ

ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିବାରୁ ଟମାଟୋଦର ବୃଦ୍ଧି ଯୋଗୁଁ ଏଥିରୁ ଉତ୍ପାଦିତ ଦ୍ରବ୍ୟ (ଟମୋଟୋ ପ୍ୟୁରି, ସସ୍, ପେଷ୍ଟ ଇତ୍ୟାଦି) ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଏହା ଫଳରେ ଦେଶର କେତେକ ସହରରେ ତଥା ଅନଲାଇନ ଷ୍ଟୋରଗୁଡ଼ିକରେ ଟମାଟୋ ପ୍ୟୁରିର ଅଭାବ…
ଅଧିକ ଖବର ଦେଖନ୍ତୁ...

ଶେଷ ହୋଇଗଲାଣି ୟୁକ୍ରେନର ଅସ୍ତ୍ରଶସ୍ତ୍ର, ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯୋଜନା

ଇସ୍ଲାମାବାଦ : ଏକ ଜରୁରୀକାଳୀନ ପାକିସ୍ତାନ ଗସ୍ତରେ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା । ଏହି ସମୟରେ ଅସ୍ତ୍ରଶସ୍ତ୍ର କ୍ରୟକୁ ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇପାରେ । ରୁଷ୍ ସହ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନ୍ ସେନା ଆଜିକାଲି ଅସ୍ତ୍ରଶସ୍ତ୍ରର ଘୋର ଅଭାବ ସହ ସଂଘର୍ଷ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି | କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ ?

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ତୃତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଲା ଅର୍ଥ, ଆଉ ୮ ଜଣଙ୍କୁ ମିଳିଲା ଅନ୍ୟ…

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେଇ ଗତ ମାସରେ ନିଜ ଦାଦା ତଥା ଦଳର ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କୁ ରାଜ୍ୟ ରାଜକୋଷର ଚାବି ପ୍ରଦାନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଘରେ ମିଛ କହି ଭାରତ ଆସିଥିବା ବେଳେ ପରିବା‌ର ଲୋକ ଭାବୁଥିଲେ ସୀମା ଲାହୋରରେ ଅଛନ୍ତି

ବରେଲି: ସୀମା ଓ ସଚିନଙ୍କ ପ୍ରେମ କାହାଣୀ ‌ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିିଛି। ଭାରତରୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଖାସ୍ ଏହି ଗୋଟାଏ ଆଲେଚନା। ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜୀ ଖେଳି ପ୍ରେମରେ ପଡ଼ିଥିବା ଏହି ପ୍ରେମୀଯୁଗଳଙ୍କ ସଂପର୍କରେ ଅନେକ ନୂଆ ନୂଆ କଥା ସବୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...