ଅନୁସନ୍ଧାନ କରୁଥିବା ବର୍ଗ

Leading

ତାମିଲନାଡୁ : ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କଲେ…

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ରାଜ୍ୟ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନଥିବା କୁହାଯାଉଛି । ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ଡିଏମକେ ସରକାର ଏବଂ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଲେ ସୁବ୍ରତ ବାଗଚୀ, ଅଳକା ମିଶ୍ରଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ବର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଳକା ଅରୋରା ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ଶ୍ରୀ ବାଗଚୀ ଟ୍ୱିଟ୍ ମାଧ୍ୟମରେ ଏହି…
ଅଧିକ ଖବର ଦେଖନ୍ତୁ...

ରଥଉପରେ ମହାପ୍ରଭୁଙ୍କ ସୁନାବେଶ; ବଡ଼ଦାଣ୍ଡରୁ ଶ୍ରୀଜିଉଙ୍କ ବିରଳ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ : ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶ(ବଡ଼ତଢ଼ାଉ ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବେରିକେଡରେ ଯାଇ…
ଅଧିକ ଖବର ଦେଖନ୍ତୁ...

ବିନା ଲାଭରେ ଭାରତକୁ ପ୍ରିଡେଟର ଡ୍ରୋନ ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଘାତକ ଡ୍ରୋନ ପ୍ରିଡେଟର ବା ଏମକ୍ୟୁ୯ବି ଡ୍ରୋନ ଡିଲକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି । ଅତି ଚଢା ଦରରେ ଡିଲ୍ ହୋଇଥିବା କଂଗ୍ରେସ ଅଭିଯୋଗ କରୁଥିବାବେଳେ ସରକାର ତାହାକୁ ଖଣ୍ଡନ କରିଛନ୍ତି । ତେବେ ଏ ସଂପର୍କରେ ପ୍ରତିରକ୍ଷା…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ାଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଘୋଷଣା…

ଭୁବନେଶ୍ବର: ବାହୁଡା଼ଯାତ୍ରା ସମୟରେ ବୁଧବାର କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମରେ ଓ କୋରାପୁଟ ଜିଲ୍ଲା କୋଲାବନଗରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ…
ଅଧିକ ଖବର ଦେଖନ୍ତୁ...

ଖଲିସ୍ତାନୀଙ୍କୁ ପ୍ରେତ୍ସାହନ ଓ ଆଶ୍ରୟ ଦେଉଛି କାନାଡ଼ା : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : କାନାଡା ସରକାର ଏବେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି ଓ ସବୁପ୍ରକାରର ପ୍ରେତ୍ସାହନ ଦେଉଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଅନୁସାରେ କାନାଡା ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହାନ୍ତି…
ଅଧିକ ଖବର ଦେଖନ୍ତୁ...

ଶିମଲାରେ ନୁହେଁ ବେଙ୍ଗାଲୁରୁରେ ହେବ ବିରୋଧୀ ଦଳଙ୍କ ବୈଠକ: ଏନସିପି ସୁପ୍ରିମୋ ଶରଦ ପାୱାର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଏବେ କିଛି ବିରୋଧୀ ଦଳ ଏକାଠି ହୋଇଛନ୍ତି | ତେବେ ବିଜେପି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ବୈଠକ ଶିମଲାରେ ହେବ…
ଅଧିକ ଖବର ଦେଖନ୍ତୁ...

ଚାଲାଣ କଟାଯାଇଥିବା ୩ କୋଟି ଆତ୍ମସାତ କରିଦେଲେ ହରିୟାଣାରେ ଦୁଇ ଟ୍ରାଫିକ୍ ପୁଲିସ୍

ଗୁରୁଗ୍ରାମ୍ : ହରିୟାଣାରେ ସରକାରୀ ଟଙ୍କା ହଡପ ହେବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପଲଓ୍ଵାଲରେ କିଛି ପୁଲିସ କର୍ମଚାରୀ ରାସ୍ତାରେ ବିଭିନ୍ନ ଗାଡ଼ି ପାଇଁ କଟାଯାଇଥିବା ଚାଲାଣ ବାବଦ ପ୍ରାୟ ୩ କୋଟି ୨୫ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କ ଖାତାରେ ଜମା କରିବା ବଦଳରେ ନିଜେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଡବଲ୍‌ ମର୍ଡର୍ ପରେ ମହୁଡ଼ା ଗାଁ ପୁରୁଷଶୂନ୍ୟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଛି ଡବଲ୍‌ ମର୍ଡର୍‌। ଆସାମାଜିକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଗାଁ ଲୋକମାନେ ମିଶି ଦୁଇଜଣ ଯୁବକଙ୍କୁ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଉଭୟ ଯୁବକଙ୍କ ଦେହରେ ପେଟ୍ରୋଲ ଢ଼ାଳି…
ଅଧିକ ଖବର ଦେଖନ୍ତୁ...

ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ କଂଗ୍ରେସ ଦ୍ୱାରରେ ଯାଇ ବସିଛନ୍ତି: ଅମିତ ଶାହ

ପାଟନା: 'ପଲଟୁ ରାମ' କହି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଲଖିସରାୟରେ ହୋଇଥିବା ସାଧାରଣ ସଭାରେ ଅମିତ ଶାହା ଯୋଗ ଦେଇ ନୀତୀଶ କୁମାରଙ୍କୁ 'ପଲଟୁ ରାମ' ବୋଲି କହିିଥିବା ଜଣାପଡ଼ିଛି। ମୋଦୀ ସରକାରଙ୍କ ୯ବର୍ଷ ପୂରଣ ହେବା ପରେ…
ଅଧିକ ଖବର ଦେଖନ୍ତୁ...