ଅନୁସନ୍ଧାନ କରୁଥିବା ବର୍ଗ

Leading

ରାୟ ଶୁଣାଇଲେ ରାଜ୍ୟ ଖାଉଟି କମିସନ୍: ୪.୫ ଲକ୍ଷ ତଣ୍ଡ ଗଣିବ ବିତରଣ କମ୍ପାନି

କଟକ : ୨୦୦୩, ଜୁନ୍‌ ପ୍ରଥମ ସପ୍ତାହରେ ୪ ଦିନ ଧରି ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ଯୋଗୁଁ ଉପଭୋକ୍ତମାନେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ବିଚାରକୁ ନେଇ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଯମୁନାରେ ପାଣି କମୁଛି, ଦିଲ୍ଲୀରେ ବଢ଼ୁଛି: ରାଜଘାଟରେ ପାଣି

ନୂଆଦିଲ୍ଲୀ : ବର୍ଷା ଓ ବନ୍ୟା ଜଳ ପାଇଁ ଦିଲ୍ଲୀରେ ଅତି ଗମ୍ଭୀର ସ୍ଥିତି ଉପୁଜିଛି। ଯମୁନା ନଦୀ ଜଳସ୍ତର ଧୀରେଧୀରେ ହ୍ରାସ ପାଉଥିଲେ ସୁଦ୍ଧା ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଶୁକ୍ରବାର ସକାଳ ୬ଟାରେ ଯମୁନା ଜଳସ୍ତର ୨୦୮.୪୬ ମିଟରକୁ ଖସି ଆସିଛି। ଜଳସ୍ତର ଆଗକୁ ଆହୁରି କମିବ।…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ମାମଲା: ଅଡ଼ୁଆ ବଢ଼ାଇଲା କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌

ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମ୍‌ବ୍ରାଞ୍ଚ ଗୁରୁବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ଅନ୍ୟ ପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗତ ମେ' ୨୬ ତାରିଖ କୋର୍ଟରେ ଦାଖଲ ହୋଇଥିବା ୫୪୪ ପୃଷ୍ଠାର ଚାର୍ଜସିଟ୍‌ ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚର ଚାର୍ଜସିଟ୍ ରଦ୍ଦି କାଗଜ ସହ ସମାନ: ସୁରେଶ

ସମ୍ବଲପୁର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ଯେଉଁ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି, ତାହା ଏକ ରଦ୍ଦି କାଗଜ ସହିତ ସମାନ। ଏହା ଜରିଆରେ କ୍ରାଇମ୍ ବ୍ରାଞ୍ଚ ଦ୍ବାରା ସତ୍ୟକୁ ସମାଧି ଦିଆଯାଇଛି। ଗୋପାଳ ଦାସକୁ ଖସାଇବା ସହିତ ଷଡ୍‌ଯନ୍ତ୍ରର…
ଅଧିକ ଖବର ଦେଖନ୍ତୁ...

ଭାରତ ବିଜୟୀ: ୱେଷ୍ଟଇଣ୍ଡିଜ୍‌ ୧୪୧ ରନ୍‌ରେ ପରାସ୍ତ, ଅଶ୍ବିନଙ୍କୁ ୧୨ ୱିକେଟ୍‌

ରୋସେୟୁ: ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ପାଳିରେ ୭ ୱିକେଟ୍‌ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଭାରତ ୪୨୧/୫ ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ଦ୍ବିତୀୟ ପାଳି ୧୩୦ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ଶରଦ ପାଓ୍ବାରଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ସିଲଭର ଓକସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ମାଉସୀ ପ୍ରତିଭା ପାୱାରଙ୍କ ଅବସ୍ଥା ଜାଣିବା ପାଇଁ ଅଜିତ ପାୱାର ପହଞ୍ଚିଛନ୍ତି । ପ୍ରତିଭା ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି ।…
ଅଧିକ ଖବର ଦେଖନ୍ତୁ...

ଆଲୋଚନା ମାଧ୍ୟମରେ ରୁଷ-ୟୁକ୍ରେନ ବିବାଦର ସମାଧାନ ହେଉ : ମୋଦୀ

ପ୍ୟାରିସ୍ : ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ୟୁକ୍ରେନ ଓ ରୁଷ ମଧ୍ୟରେ ଥିବା ସମସ୍ତ ବିବାଦର ସମାଧାନ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସ୍ଥାୟୀ ଶାନ୍ତି ଫେରାଇ ଆଣିବା ରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…
ଅଧିକ ଖବର ଦେଖନ୍ତୁ...

ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ସିବିଏସଇର ସୂଚନା ଅନୁସାରେ ହାଇସ୍କୁଲ (ଦଶମ) ଏବଂ ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୧୦,…
ଅଧିକ ଖବର ଦେଖନ୍ତୁ...

ଅସମ୍ଭବ ହେଲା ସମ୍ଭବ ! କାର୍‌ ଧକ୍କାରେ ମେରୁଦଣ୍ଡରୁ ଅଲଗା ହୋଇଗଲା ବାଳକର ମୁଣ୍ଡ, ଅସ୍ତ୍ରୋପଚାର କରି ଯୋଡ଼ିଦେଲେ…

ନୂଆଦିଲ୍ଲୀ: ସାଇକେଲ ଚଳାଉଥିବା ବେଳେ ଏକ କାର୍‌ ଧକ୍କାରେ ଜଣେ ୧୨ ବର୍ଷୀୟ ବାଳକର ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇଯାଇ ଥିବାବେଳେ ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଅସ୍ୱାଭାବିକ ଓ ଜଟିଳ ଅସ୍ତ୍ରୋପଚାର କରି ବାଳକର ମୁଣ୍ଡକୁ ପୁଣିଥରେ ତା’ ମେରୁଦଣ୍ଡରେ ସଫଳତା ପୂର୍ବକ ଯୋଡ଼ି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟତରେ ସିନ୍ଦେଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର କ୍ୟାବିନେଟରେ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପରେ ବିରୋଧୀ ଦଳ ନେତାଙ୍କ ବୟାନ ଆସିବା ଆରମ୍ଭ ହୋଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବଦଳାଯିବ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର…
ଅଧିକ ଖବର ଦେଖନ୍ତୁ...