ଅନୁସନ୍ଧାନ କରୁଥିବା ବର୍ଗ

Leading

ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ: ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏହି ଅବସରରେ ଜାରି ରହିଛି ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: କନ୍ୟାଘର ପାଖରେ ନାଚୁଥିଲେ ବରଯାତ୍ରୀ, ଚଢ଼ିଗଲା ଟ୍ରକ: ଚାଲିଗଲା ୫ ଜୀବନ

ଭୁବନେଶ୍ବର/କେନ୍ଦୁଝର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଗତ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାର ଦୁଇଦିନ ପରେ ପୁଣି କେନ୍ଦୁଝରରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ଆସୁଥିବାବେଳେ ଷଠିଘର ନିକଟରେ ଶୁଆକାଟି ପଟୁ…
ଅଧିକ ଖବର ଦେଖନ୍ତୁ...

ସମାନ ନାଗରିକ ସଂହିତାକୁ ନେଇ ମୁସ୍‌ଲିମଙ୍କୁ ଉତ୍ତେଜିତ କରାଯାଉଛି: ମୋଦୀ

ଭୋପାଳ : ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ବିଜେପିର ‘ମେରା ବୁଥ୍‌ ସବ୍‌ସେ ମଜବୁତ' କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ଆଜି ବାହୁଡ଼ିବେ ମହାବାହୁ: ସଅଳ ପହଣ୍ଡି, ରଥଟଣା, ସାଢ଼େ ୭ଟାରୁ ପହଣ୍ଡି ଆରମ୍ଭ ଲକ୍ଷ୍ୟ

ପୁରୀ: ବୁଧବାର ବିଶ୍ବନିୟନ୍ତାଙ୍କ ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ। ଅଭିମାନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ। ଏଥିପାଇଁ ଆଜି ସନ୍ଧ୍ୟାରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ରାତି ୭ଟାରେ ମହାପ୍ରଭୁଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ସିଇଓ କନକ୍ଲେଭ-୨୦୨୩; ଶିଳ୍ପାୟନରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବରେ ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି କୋଭିଡ-୧୯ର ସଫଳ ପରିଚାଳନା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେହିଭଳି କୃଷି, ଜଳସେଚନ, ପରିବହନ, କ୍ରୀଡ଼ା, ସ୍ବାସ୍ଥ୍ୟ ସେବା, ସୂଚନା ଓ…
ଅଧିକ ଖବର ଦେଖନ୍ତୁ...

ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିଲା: ଅଭିଯୋଗ କରିଥିଲେ ଅପରାଜିତା, ମନମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି କେ ପାଣ୍ଡିଆନଙ୍କୁ ନେଇ ଉଠିଥିବା ଝଡ଼ ଆଜି ଭିନ୍ନ ମୋଡ଼ ନେଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ୍ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟରେ…
ଅଧିକ ଖବର ଦେଖନ୍ତୁ...

ଭରତପୁର କଲୋନୀରେ ହାତୀ, ଲୋକେ ଭୟଭୀତ

ଭୁବନେଶ୍ବର: ସ୍ଥାନୀୟ ଭରତପୁର କଲୋନୀରେ ବୁଧବାର ଭୋର ପ୍ରାୟ ସାଢ଼େ ୫ଟାରେ ହାତୀ ପଶିଯାଇଛି। ତେବେ ହାତୀ ଆସିବା ଦେଖି ଲୋକେ ରାସ୍ତା ଉପରେ କିଛି ସମୟ ଠିଆ ହୋଇଯାଇଥିବାବେଳେ ହୋହଲ୍ଲା କରିଥିଲେ। କିନ୍ତୁ ହାତୀଟି ରାସ୍ତା କଡରେ ଥିବା ଏକ ପୂଜା ସାମଗ୍ରୀ ଦୋକାନରୁ କଦଳୀ ଖାଇଥିଲା।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ମାନସିକ ସ୍ତରରେ ଗୃହବନ୍ଦୀ: ସୁରେଶ

ଭୁବନେଶ୍ବର: ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇ ଦିନିଆ ବରଗଡ଼ ଗସ୍ତକୁ ନେଇ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ଅଧିକାର ନେଇ ତେର୍‌ଛା ବାଣ ମାରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ ବରଗଡ଼ର ବିଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା…
ଅଧିକ ଖବର ଦେଖନ୍ତୁ...

ରାମମୂର୍ତ୍ତିଙ୍କୁ ଆଜୀବନ ଜେଲ୍: କଳହ ଯୋଗୁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିଲେ

ଭୁବନେଶ୍ବର: ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ…
ଅଧିକ ଖବର ଦେଖନ୍ତୁ...

କମିସନରଙ୍କ କୁକୁରକୁ ଖୋଜୁଛି ୟୁପି ପୁଲିସ

ଲ‌କ୍ଷ୍ନୌ: କୁକୁରକୁ ଖୋଜି ଖୋଜି ନୟାନ୍ତ ହୋଇଗଲେ ଉତ୍ତରପ୍ରଦେଶ ପୁଲିସ ଫୋର୍ସ। ୩୬ ଘଣ୍ଟାରେ ୫୦୦ରୁ ଅଧିକ ଘର ସର୍ଚ୍ଚ‌୍ କରି ପକାଇଲେ। କୁକୁରର ଫଟୋ ଧରି ଘରକୁ ଘର ବୁଲିଲେ। ସିସିଟିଭି ଯାଞ୍ଚ କଲେ। କିନ୍ତୁ କୁକୁର ମିଳିଲାନି। ଶେଷରେ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି କୁକୁରକୁ…
ଅଧିକ ଖବର ଦେଖନ୍ତୁ...